latest

Date: September 4, 2019

Total 12 Posts

ଏୈ ଦୋସ୍ତି ହମ ନେହିଁ ତୁଡେଙ୍ଗେ

View: 371 ଋଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଓ ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଦୋସ୍ତିର ଏକ ଝଲକ ଦେଖିବାକୁ ମିଳିଛି । ତିନି ଦିନିଆ ଗସ୍ତରେ ଋଷର ବ୍ଲାଦୋବୋସ୍ତୋକରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିୀ ।  ଏଠାରେ ପହଞ୍ଚିବାପରେ ଋଷର ରାଷ୍ଟ୍ରପତି

ଚନ୍ଦ୍ରର ନିକଟତର ହେଉଛି ଚନ୍ଦ୍ରଯାନ-2

View: 239 ଭାରତର ଚନ୍ଦ୍ର ଅଭିଯାନରେ ଏବେ ସମସ୍ତଙ୍କ ନଜର ରହିଛି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ବୁଧବାର ଭୋର ସମୟରେ ପୁଣି ଥରେ ଲ୍ୟାଣ୍ଡର ବିକ୍ରମକୁ ସଫଳତାର ସହିତ ଡି-ଅର୍‌ବିଟ୍‌ କରାଯାଇଛି । ଭାରତୀୟ ସମୟ ଭୋର

ରୁପାଲି ଛକ ଟ୍ରାଫିକ ପୋଲିସଙ୍କ ମଦ୍ୟପାନ ଘଟଣା, ଦୁଇ ଜଣଙ୍କୁ ବିଦାକଲେ ଡିସିପି

View: 151  ଭୁବନେଶ୍ୱରର ରୁପାଲି ଛକରେ ଡ୍ୟୁଟି ସମୟରେ ଟ୍ରାଫିକ ପୋଲିସଙ୍କ ମଦ୍ୟପାନ ଘଟଣାର ଭିଡିଓ ଭାଇରାଲ ହୋଇଥିଲା । ଏଥିରେ ସମ୍ପୃକ୍ତ ଦୁଇ ଟ୍ରାଫିକ୍ କନେଷ୍ଟେବଳଙ୍କୁ ଡିସିପି ଅନୁପ ସାହୁ ନିଲମ୍ବନ କରିଛନ୍ତି । ରାଜ୍ୟରେ ସଂଶୋଧିତ ମୋଟର ଯାନ

ତିନି ଦିନ ହେଲା ଉପାସରେ ଲିଙ୍ଗରାଜ ମହାପ୍ରଭୁ

View: 207 କ୍ରମାଗତ ଦ୍ବିତୀୟ ଦିନରେ ଉପାସରେ ପ୍ରଭୁ ଲିଙ୍ଗରାଜ । 2 ଦିନ ହେଲାଣି ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି । ବଡୁ ନିଯୋଗ ଓ ବ୍ରାହ୍ମଣ ନିଯୋଗ ମଧ୍ୟରେ ଉପୁଜିଥିବା ବିବାଦ ସମାଧାନ ନହେବାରୁ ନିଜ ଜିଦ୍‌ରେ ଅଡି

ଦେଶର ଅନ୍ନଦାତା ମାନେ ଉର୍ଜା ଦାତା ହେବେ- ଧର୍ମେନ୍ଦ୍ର ପ୍ରଧାନ

View: 1,719 ଦେଶର ଅନ୍ନଦାତା ମାନେ ଉର୍ଜା ଦାତା ହେବେ । ଏହି ନୀତି ନେଇ ମୋଦି ସରକାର କାମ କରୁଛନ୍ତି । ତେଣୁ ଦେଶର ଅନ୍ନଦାତା ମାନଙ୍କୁ ଉର୍ଜାଦାତା କରିବା ସହ ସେମାନଙ୍କର ଆୟକୁ ବଢାଇବା ପାଇଁ ବିଭିନ୍ନ କୃଷି

ସ୍ନାତକ ଏବେ 3 ବର୍ଷ ନୁହେଁ 4 ବର୍ଷ

View: 1,418 ଏଣିକି ସ୍ନାତକ 3 ବର୍ଷ ପରିବର୍ତ୍ତେ 4 ବର୍ଷ ହେବ । 4 ବର୍ଷ ସ୍ନାତକ ପଢିସାରିବା ପରେ ସିଧା ପିଏଚଡି କରିପାରିବେ ଛାତ୍ରଛାତ୍ରୀ ।  ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ଖୁବ ଶୀଘ୍ର ପାଠ୍ୟକ୍ରମରେ ପରିବର୍ତ୍ତନ ଆଣିପାରେ ।

ଋଷ ଗସ୍ତରେ ମୋଦୀ, ବାଣିଜ୍ୟ କ୍ଷେତ୍ରରେ ଆହୁରି ଶକ୍ତିଶାଳୀ ହେବ ଭାରତ

View: 138 ଋଷ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଋଷିଆର ସବୁଠାରୁ ବଡ଼ ନାଗରିକ ସମ୍ମାନରେ ସମ୍ମାନିତ କରାଯିବ । ଏଥିପାଇଁ ମୋଦୀ ରାଷ୍ଟ୍ରପତି ବ୍ଲାଦିମିର୍‌ ପୁତିନ୍‌ ଓ ଋଷ ବାସିନ୍ଦାଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହା ଦୁଇ ଦେଶରେ

ଦୁଇ ଆତଙ୍କବାଦୀ ଗିରଫ, କ୍ୟାମେରା ଆଗରେ ପାକିସ୍ତାନ ବିରୋଧରେ ସତ ଉଗାଳିଲେ

View: 102  ଲଶ୍କର-ଏ-ତୈୟବାର 2 ଜଣ ଆତଙ୍କବାଦୀଙ୍କୁ  ଧରିବାରେ ସକ୍ଷମ ହୋଇଛି ସୁରକ୍ଷା ବଳ । ଏହି ଦୁଇ ଆତଙ୍କୀ ଏବେ ପାକିସ୍ତାନର ଅପଚେଷ୍ଟା ବିଷୟରେ ଖୁଲାସା କରିଛନ୍ତି । ଏହାକୁ ନେଇ ବୁଧବାର ଚିନାର ସେନା କମାଣ୍ଡର ଲେପ୍ଟନାଣ୍ଡ ଜେନେରାଲ

ନିଜ ସହଯୋଗୀକୁ ଚାପୁଡା ମାରିଲେ ସିଦ୍ଧରମୈୟା

View: 87 ନିଜ ଉପରୁ ନିୟନ୍ତ୍ରଣ ହରାଇଲେ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ଏୟାରପୋର୍ଟରେ ଜଣକୁ ଚାପୁଡା ମାରିବା ଭିଡିଓ ଏବେ ସାମ୍ନାକୁ ଆସିଛି ।  ମହୀଶୂରରେ ଏୟାରପୋର୍ଟରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା । ଆଜି ସିଦ୍ଧରମୈୟା

କର୍ଣ୍ଣାଟକ କଂଗ୍ରେସ ବିଧାୟକ ଶିବ କୁମାର ଗିରଫ

View: 126 କର୍ଣ୍ଣାଟକ କଂଗ୍ରେସର କନକପୁରା ବିଧାୟକ ଡି. କେ. ଶିବ କୁମାର ଅର୍ଥହେର ଫେର ମାମଲାରେ ଗିରଫ ହୋଇଛନ୍ତି।  ଗିରଫଦାରୀକୁ ବିରୋଧ କରିଛନ୍ତି ତାଙ୍କ ସମର୍ଥକ ଓ ଦଳୀୟ କର୍ମୀ। ଗତକାଲି ରାତିରେ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)

ଉପବାସରେ ମହାପ୍ରଭୁ ଲିଙ୍ଗରାଜ, ଦ୍ବିତୀୟ ଦିନ ପାଇଁ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ

View: 1,851 ଆଜି ବି ଉପବାସରେ  ଲିଙ୍ଗରାଜ ମହାପ୍ରଭୁ।  2ୟ ଦିନ ପାଇଁ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ ରହିଛି । ଗତକାଲି ସକାଳ 7ଟାରୁ ଏଯାଏଁ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରଖିଛନ୍ତି ସେବାୟତ । ମହାପ୍ରଭୁଙ୍କ ଜମିରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ