latest

Date: September 5, 2019

Total 9 Posts

ଚିଦାମ୍ବରମଙ୍କୁ ସୁପ୍ରିମକୋର୍ଟର ଛାଟ, ଅଗ୍ରିମ ଜାମିନ ଯାଚିକା ଖାରଜ, ଗିରଫ କରିପାରେ ଇଡି

View: 248 ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଫସିଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ଝଟକା ଲାଗିଛି। ସୁପ୍ରିମକୋର୍ଟରେ ତାଙ୍କର ଅଗ୍ରିମ ଜାମିନ ଯାଚିକା ଖାରଜ ହୋଇ ଯାଇଛି। ତେଣୁ ଇଡି ତାଙ୍କୁ ଯେକୌଣସୀ ମୁହୂର୍ତ୍ତରେ ଗିରଫ କରିବାର ସମ୍ଭାବନା ରହିଛି।

ଆସନ୍ତାକାଲି ଓଡ଼ିଶା ଫେରିବେ ଜଗାବଳିଆ

View: 7,820 ନୂଆଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା କନ୍ଧମାଳ ମିଲୁପଡ଼ାର ଯୋଡ଼ା ମୁଣ୍ଡ ଶିଶୁ ଜଗା ଓ କାଳିଆ କାଲି ଓଡ଼ିଶା ଫେରିପାରନ୍ତି ।  ଓଡ଼ିଶା ଏସସିବିର ଦୁଇଜଣିଆ ଡାକ୍ତରୀ ଟିମ ଆଜି ଦିଲ୍ଲୀରେ ପହଂଚିଛନ୍ତି । ଦିଲ୍ଲୀ ଏମ୍ସରେ କତ୍ତୃପକ୍ଷଙ୍କ ସହ

ଗଣେଶ ଭସାଣି ଉତ୍ସବ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

View: 7,775 ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ବୀରମହାରାଜପୁର ମୁର୍ଷୁଣ୍ଢି ଗ୍ରାମରେ ଗଣେଶ ଭସାଣି ଉତ୍ସବ ବେଳେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବାଫଳରେ ଉଭୟ ଗୋଷ୍ଠୀର ୫ଜଣ ଲେଖାଏଁ ଆହତ ହୋଇଥିବାର ଖବର ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ ସୁବର୍ଣ୍ଣପୁର ଜିଲ୍ଲା

ଅକ୍ଟୋବରରୁ ଗୃହ, ଗାଡ଼ି ଋଣ ସୁଧ କମିବ

View: 129 ରେପୋ ରେଟ୍‌ ସହିତ ଗୃହ, ଗାଡ଼ି, ବ୍ୟକ୍ତିଗତ ଏବଂ ଏମ୍‌ଏସ୍‌ଏମ୍‌ଇ ଋଣକୁ ଯୋଡ଼ିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କଗୁଡ଼ିକୁ ନିର୍ଦେଶ ଦିଆଯାଇଛି। ଯେଉଁ ସବୁ ଋଣର ସୁଧ ହାର ପରିବର୍ତ୍ତନଶୀଳ (ଫ୍ଲୋଟିଂ) ସେଗୁଡ଼ିକୁ ‌ରେପୋ ରେଟ୍‌

ଯାତ୍ରୀଙ୍କ ସହ ୭ ଘଣ୍ଟା ରନୱେ ଅଟକି ରହିଲା ଦିଲ୍ଲୀ ବାହାରିଥିବା ଇଣ୍ଡିଗୋ ବିମାନ

View: 5,548 ପ୍ରବଳ ବର୍ଷା ଯୋଗୁଁ ପାଣି ଜମି ରହିଥିବାରୁ ବୁଧବାର ଦିନ ଦିଲ୍ଲୀ ଅଭିମୁଖେ ଯାତ୍ରୀଙ୍କୁ ନେଇ ବାହାରିଥିବା ଗୋଟିଏ ଇଣ୍ଡିଗୋ ବିମାନ ମୁମ୍ବାଇ ବିମାନ ବନ୍ଦରରେ ୭ ଘଣ୍ଟାରୁ ଅଧିକ ସମୟ ଅଟକି ରହିଥିଲା। ହଇରାଣ ହୋଇଯାଇଥିବା ସେ

କଶ୍ମୀରରେ ମେହବୁବା ମୁଫ୍‌ତିଙ୍କୁ ଭେଟିବାକୁ ଝିଅକୁ ଅନୁମତି ଦେଲେ ସୁପ୍ରିମ୍‌ କୋର୍ଟ

View: 6,669 ଗୁରୁବାର ଦିନ ଜମ୍ମୁ ଓ କଶ୍ମୀର ସଂକ୍ରାନ୍ତ କେତେଗୁଡ଼ିଏ ପିଟିସନ୍‌ ଶୁଣାଣି ସମୟରେ ସୁପ୍ରିମ୍‌ କୋର୍ଟ ପିଡିପି ନେତ୍ରୀ ମେହବୁବା ମୁଫ୍‌ତିଙ୍କୁ ଭେଟିବାକୁ ତାଙ୍କ ଝିଅଙ୍କୁ ଅନୁମତି ଦେଇଛନ୍ତି। ଅଗଷ୍ଟ ପ୍ରାରମ୍ଭରେ ଜମ୍ମୁ ଓ କଶ୍ମୀରରୁ ସ୍ୱତନ୍ତ୍ର ପାହ୍ୟା

୪୬ ଗୁରୁଙ୍କୁ ସମ୍ମାନୀତ କରିବେ ରାଷ୍ଟ୍ରପତି

View: 4,517 ଶିକ୍ଷାର ଗୁଣାବତ୍ତା, ପାଠକୁ ରୋଚକ କରିବାକୁ ନୂତନ ଶିକ୍ଷା ପଦ୍ଧତି ଅବଲମ୍ବନ କରିବା ଏବଂ ପିଲାଙ୍କୁ ସଠିକ୍‌ ମାର୍ଗରେ ପରିଚାଳିତ କରୁଥିବା ଶିକ୍ଷକମାନଙ୍କୁ ଆଜି ପବିତ୍ର ଗୁରୁ ଦିବସରେ ସମ୍ମାନିତ କରାଯିବ । ଦେଶର ବଛା ବଛା ୪୬

ସ୍କୁଲରେ ପହଞ୍ଚୁନି ‘ଖୁସି’

View: 2,463 ଷଷ୍ଠରୁ ଦ୍ବାଦଶ ଶ୍ରେଣୀ ଛାତ୍ରୀଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ରାଜ୍ୟ ସରକାର ମାଗଣାରେ ସାନିଟାରି ନାପକିନ୍ ଯୋଗାଇ ଦେବା ପାଇଁ ଆରମ୍ଭ କରିଛନ୍ତି ‘ଖୁସି’। କିନ୍ତୁ ଆଜି ପର୍ଯ୍ୟନ୍ତ ରାଜ୍ୟର ସବୁ ବିଦ୍ୟାଳୟରେ ନାପକିନ୍‌ ପହଞ୍ଚି ପାରିନି।‌ କେତେକ

ଆଜିର ରାଶିଫଳ

View: 2,454 ମେଷ: ଆପଣଙ୍କୁ ଭାଗ୍ୟର ପୂରା ସାଥ ମିଳିବ। ଆପଣଙ୍କ ସମ୍ବନ୍ଧରେ ଲାଗି ରହିଥିବା ତିକ୍ତତା ମଧୁରତାରେ ବଦଳିଯିବ। ବନ୍ଧୁଙ୍କ ଠାରୁ କୌଣସି ପ୍ରଶ୍ନ ବୁଝିବାରେ ସାହାଯ୍ୟ ମିଳିବ। ପାରିବାରିକ ମାହୋଲରେ ପ୍ରସନ୍ନତା ବଜାୟ ରହିବ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: