Date: September 7, 2019

Total 20 Posts

ରାଜମହଲ ଛକରେ ପୋଲିସ-ଜନତା ମୁହାଁମୁହିଁ

ଭୁବନେଶ୍ୱର ରାଜମହଲ ଛକରେ ପୋଲିସ ଜନତା ମଧ୍ୟରେ ଖଣ୍ଡଯୁଦ୍ଧ ଆରମ୍ଭ ହୋଇଛି । ପୋଲିସର ଲାଠି ଚାର୍ଜ ଆରମ୍ଭ ହେବା ପରେ ଛତ୍ରଭଙ୍ଗ ଦେଇଛନ୍ତି ଲୋକେ । ଆଜି ନୂଆ ଟ୍ରାଫିକ ନିୟମକୁ ବିରୋଧରେ ରାଜମହଲ ଛକରେ ଲୋକେ ତାତିଥିଲେ  ।

ଆଳୁ ବଦନାମ ହେଲା କାହାପାଇଁ … ?

ଆଳୁ  ଖାଇଲେ ନା ବଢେ  ଚର୍ବି ନା ସୁଗର। ତଥାପି  ଆଳୁ ବଦନାମ । ଆଳୁରେ ସବୁଠୁ କମ 0.1 ପ୍ରତିଶତ ଫେଟ୍ ରହିଥାଏ । ଏହା କହିଛନ୍ତି କେନ୍ଦ୍ରୀୟ ଆଳୁ  ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଡା. ଏସକେ ଚକ୍ରବର୍ତ୍ତୀ ।

ପୁରୀ ଜବର ଦଖଲ ଉଚ୍ଛେଦକୁ ଆମିକସ୍‌ କ୍ୟୁରିଙ୍କ ପ୍ରସଂଶା

ପୁରୀ ଶ୍ରୀମନ୍ଦିରକୁ ସଂଲଗ୍ନ 75 ମିଟର ଉଚ୍ଛେଦକୁ ଆମିକସ୍‌ କ୍ୟୁରିଙ୍କ ପ୍ରସଂଶା ।  ପୁରୀକୁ ବିଶ୍ବ ଐତିହ୍ୟ ସ୍ଥଳୀରେ ପରିଣତ କରିବା ପାଇଁ ସରକାରଙ୍କ କାର୍ଯ୍ୟକୁ ସ୍ବାଗତ କରିଛନ୍ତି ଆମିକସ୍‌କ୍ୟୁରି । ଶ୍ରୀମନ୍ଦିର ନିକଟରେ ଉଚ୍ଛେଦ ପ୍ରକ୍ରିୟା କୌଣସି ଜୋରଜବରଦସ୍ତି ନୁହେଁ

ମୁମ୍ବାଇରେ 3ଟି ମେଟ୍ରୋ ଲାଇନର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମୁମ୍ବାଇରେ 3 ଟି ମେଟ୍ରୋ ଲାଇନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ମୋଦୀ ଆଜି ମେଟ୍ରୋ-10, 11 ଓ 12 କରିଡରର ଶୁଭାରମ୍ଭ କରିଛନ୍ତି । ପ୍ରାୟ 19 ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର

ପାଞ୍ଚ ଦିନିଆ ବିଦେଶ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

5 ଦିନିଆ ବିଦେଶ ଗସ୍ତରେ ଯିବେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜିଠୁ ସାଉଦି ଆରବ, ୟୁଏଇ(ସଂଯୁକ୍ତ ଆରବ ଏମିରେଟ୍‌ସ), କାତାର ପ୍ରମୁଖ ଦେଶକୁ ଗସ୍ତ କରିବା ନେଇ କାର୍ଯ୍ୟକ୍ରମ ରହିଛି । ତୈଳ, ପ୍ରାକୃତିକ ଗ୍ୟାସ୍ ଓ

ଖୁଚୁରା ନନେଲେ ଭୋଗିବେ ଜେଲ ଦଣ୍ଡ

ବାଜାରରେ ଅନେକ  ଦୋକାନୀ ଖୁଚୁରା ପଇସା ନେବାକୁ ଅମଙ୍ଗ ହେଉଛନ୍ତି । ଆରବିଆଇ ପକ୍ଷରୁ ବିଭିନ୍ନ ସମୟରେ ଅନେକ ଗାଇଡଲାଇନ୍ ଜାରି କରାଗଲେ ସୁଦ୍ଧା ଗୁଜବର ବଶବର୍ତ୍ତୀ ହୋଇ ଲୋକେ ବର୍ତ୍ତମାନ ଖୁଚୁରା ଟଙ୍କା ଗ୍ରହଣ କରିବାକୁ ବି ରୋକ୍ ଠୋକ୍

ଓଃ କି ତଣ୍ଡ, ଚପଲ ପିନ୍ଧି ଗାଡି ଚଳାଇଲେ ବି ଜୋରିମାନା

ନୂତନ ମୋଟର ଯାନ ନିୟମ  ଲାଗୁ ହେବାପରେ ଗାଡି ଚାଳକଙ୍କ ମଧ୍ୟରେ ଏକ ପ୍ରକାର ଭୟ ସୃଷ୍ଟି ହୋଇଛି । ଡ୍ରାଇଭିଂ ଲାଇସେନ୍ସ, ଇନ୍ସୁରେନ୍ସ, ହେଲମେଟ ପିନ୍ଧି ଗାଡି ବାଇକ ନ ଚଳାଇଲେ  ଏବଂ କାରରେ ସିଟ ବେଲ୍ଟ ନ ବାନ୍ଧିଲେ 

ବର୍ଷା ପ୍ରଭାବ, ସାଇକେଲରେ ଶୁଟିଂ ଗଲେ ସଲମାନ୍

ବର୍ଷାରେ ବେହାଲ ମୁମ୍ବାଇ ସହର । ଗାଡି ଚଳାଚଳ ଏକ ପ୍ରକାର କଷ୍ଟ ହୋଇପଡିଛି ।  ତେଣୁ ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ୍‌ ଏବେ ନିଜ ଅପକମିଂ ଫିଲ୍ମ ‘ଦବଙ୍ଗ-3 ’ର ଶୁଟିଂକୁ ନେଇ ବ୍ୟସ୍ତ। ନିକଟରେ ସଲମାନ ଜୟପୁରରୁ ଶୁଟିଂ

ଜୋରିମାନା ଡରରେ ପୁଲିସ ଉପରେ ଚଢାଇ ଦେଲା ଅଟୋ

ଏବେ ରାସ୍ତା ଉପରକୁ ବାହାରିଲେ ଜୋରିମାନା ଡର ।  ସାରା ଦେଶରେ ଜନତାଙ୍କ ମଧ୍ୟରେ କୋକୁଆ ଭୟ  ଖେଳି ଯାଇଛି । କାହିଁକି ନା ଏଣିକି ଟ୍ରାଫିକ୍ ନିୟମ ଭାଙ୍ଗିଲେ ଆଉ ଶହେ କି ଦୁଇ ଶହ ନୁହେଁ ବରଂ ହଜାର

ବିଲରେ ମହିଳାଙ୍କ କଟା ମୁଣ୍ଡଦେଖି ଭୟଭିତ ଲୋକେ

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ପାଟୁଳିଡିହି ଗାଁରେ ଜଣେ ବିଧବା ମହିଳାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ତାଙ୍କ କଟାମୁଣ୍ଡ ବିଲରୁ ଉଦ୍ଧାର କରାଯାଇଥିବା ବେଳେ ମହିଳାଙ୍କ ବାକି ଶରୀର ନିଜ ଘର ପାଖରେ ପଡ଼ିଛି। ମହିଳା ନାଁ ଜିରା ମଣି

୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଆଉ ୨୪ ଘଣ୍ଟା ପର୍ଯ୍ୟନ୍ତ ଲାଗି ରହିବ ପ୍ରବଳ ବର୍ଷା। ୮ ତାରିଖ ପୂର୍ବାହ୍ନଠାରୁ ପାଗରେ ସାମାନ୍ୟ ପରିବର୍ତନ ଆସିବ। ବର୍ଷା କମିବା ସହ କେତେକ ସ୍ଥାନରେ କୋହଲା ପାଗ ଲାଗି ରହିବ। ତେବେ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ