latest

Date: September 8, 2019

Total 12 Posts

ପରବର୍ତ୍ତୀ ମିଶନ ଚନ୍ଦ୍ର ପାଇଁ ପ୍ରସ୍ତୁତି ଆରମ୍ଭ

View: 4,728 ପୁଣିଥରେ ମିଶନ ଚନ୍ଦ୍ର ଆରମ୍ଭ କରିବ ଇସ୍ରୋ। ଚନ୍ଦ୍ରଯାନ-୨ ତୁଳନାରେ ଏହା ବହୁତ ବଡ଼ ଓ ଭଲ ଭାବେ କରାଯିବ। ଏଥର ଭାରତ ନିଶ୍ଚିତ ଚନ୍ଦ୍ରରେ ପହଞ୍ଚିବ ବୋଲି ଇସ୍ରୋ ଆଶା ରଖିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା

ଗୋମୂତ୍ରରୁ ପ୍ରସ୍ତୁତ ହେବ କର୍କଟ ଔଷଧ: କେନ୍ଦ୍ରମନ୍ତ୍ରୀ

View: 84 ଦେଶର ବଢ଼ୁଥିବା କର୍କଟ ରୋଗର ନିରାକରଣ ପାଇଁ ପ୍ରସ୍ତୁତ ହେଉଥିବା ଔଷଧ ବାବଦରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଅଶ୍ୱିନୀ ଚୌବେ। ସେ କହିଛନ୍ତି, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କର୍କଟ ରୋଗର ନିରାକରଣ ପାଇଁ ଗୋମୂତ୍ରକୁ ବ୍ୟବହାର କରି

ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀରେ ଜଳପତ୍ତନ ବୃଦ୍ଧି

View: 88 ରାଜ୍ୟରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ତେବେ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢୁଥିବାରୁ ଡ୍ୟାମ୍ କର୍ତ୍ତୃପକ୍ଷ ଆଉ ୮ଟି ଗେଟ୍ ଖୋଲିଛନ୍ତି। ଏବେ ମୋଟ ୨୦ଟି

ତେଲେଙ୍ଗାନାର ଦ୍ୱିତୀୟ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ତାମିଲିସାଇ ସୌନ୍ଦରରାଜନ

View: 353 ରବିବାର ସକାଳେ ତାମିଲନାଡୁର ବିଜେପି ସଭାପତି ଡକ୍ଟର ତାମିଲିସାଇ ସୌନ୍ଦରରାଜନ ତେଲେଙ୍ଗାନାର ଦ୍ୱିତୀୟ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି।ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ରାଘବେନ୍ଦ୍ର ସିଂହ ଚୌହାନ ରାଜଭବନରେ ଆୟୋଜିତ ସଂକ୍ଷିପ୍ତ ଉତ୍ସବରେ ତାମିଲିସାଇଙ୍କୁ ପଦ ଓ

୫୦୦ ଟଙ୍କା ଗଣିଲେ ବିଧାୟକ

View: 97 ଲୋକଙ୍କୁ ନୂଆ ଟ୍ରାଫିକ୍ ଆଇନ୍ ସମ୍ପର୍କରେ ସଚେତନ କରିବାକୁ ଆସି ମଧ୍ୟ-ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା ହଟହଟା ହୋଇଛନ୍ତି। ବେଆଇନ ଭାବେ ଗାଡ଼ି ପାର୍କିଂ କରି ଦେଇଥିବା ଅଭିଯୋଗରେ ବିଧାୟକ ୫୦୦ ଟଙ୍କା ତଣ୍ଡ ଗଣିଛନ୍ତି।  ଭୁବନେଶ୍ୱରସ୍ଥିତ ଏଜି

ବିମାନ ଉଡ଼ାଇବେ ଆଦିବାସୀ କନ୍ୟା

View: 73 ସକାଳ ହେଲେ ସ୍ୱପ୍ନ ଦେଖିବାର ସଂଘର୍ଷ… ଆଉ ରାତିରେ ତାରାକୁ ଭେଟିବାର ପ୍ରତିଶୃତି। ବେଳେ ବେଳେ ମନ ହୁଏ ଉଡ଼ିଯିବାକୁ ସେ ନୀଳ ଆକାଶ। ଆଦିବାସୀର ଅନ୍ଧାରି ମୁଲକରୁ ଫେରି ଜିଇଁବାକୁ ଏକ ନୂଆ ଜୀବନ ଯେଉଁଠି ସ୍ୱପ୍ନ

କାଲି ମାଡ ଆଉ ଆଜି ଚକୋଲେଟ୍

View: 525 ଆଜି ଭୁବନେଶ୍ବର ଏଜି ଛକରେ ଟ୍ରାଫିକ୍ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଟ୍ରାଫିକ୍ ଡିସିପି ସାଗରିକା ନାଥଙ୍କ ନେତୃତ୍ବରେ ଲୋକଙ୍କୁ ଟ୍ରାଫିକ୍ ନିୟମ ନେଇ ସଚେତନ କରୁଛନ୍ତି ।ଗତକାଲି ଟ୍ରାଫିକ୍ ନିୟମକୁ ନେଇ ରାଜମହଲ ଛକରେ

ବେଆଇନ ପାର୍କିଂ କରି ତଣ୍ଡିଲେ ବିଧାୟକ

View: 572 ବେଆଇନ  ଗାଡ଼ି ପାର୍କିଂ କରିଥିବା ଅଭିଯୋଗରେ ବିଧାୟକ 500 ଟଙ୍କା ତଣ୍ଡ ଗଣିଛନ୍ତି ।  ଭୁବନେଶ୍ୱରସ୍ଥିତ ଏଜି ଛକକୁ ଚକଲେଟ୍ ଓ ଲିଫଲେଟ୍ ବାଣ୍ଟିବାକୁ ଆଜି ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ଜେନା ଆସିଥିଲେ । ଏହି ସମୟରେ

ମିଳିଲା ଲ୍ୟାଣ୍ଡର ବିକ୍ରମର ଖବର, ସମ୍ଭବ ହୋଇପାରେ ଯୋଗାଯୋଗ: କ.ସିଭନ୍‌

View: 7,502 ଚନ୍ଦ୍ରାୟନ୍‌-2ର ଆସିଲା ନୂଆ ଖବର । ମିଳିଲା ଲ୍ୟାଣ୍ଡର ବିକ୍ରମର ଖବର । ଲ୍ୟାଣ୍ଡର ବିକ୍ରମର ଫଟୋ ସେୟାର କଲା ଇସ୍ରୋ । ଚନ୍ଦ୍ରପୃଷ୍ଟରେ ପହଞ୍ଚିବାକୁ ଆଉ ମାତ୍ର କେଇ ମିନିଟ୍‌ ତଥା ମାତ୍ର 2.1 କିଲୋମିଟର ବାଟ

ବୀରୁ କ୍ରିଷ୍ଣନଙ୍କ ପରଲୋକ

View: 145 ବଲିଡଡର ଲୋକପ୍ରିୟ ଅଭିନେତା ତଥା କଥକ ନୃତ୍ୟ ଗୁରୁ ବୀରୁ କ୍ରିଷ୍ଣନ୍ ଆଉ ଆମମାନଙ୍କ ଭିତରେ ନାହାନ୍ତି। ଗତକାଲି ତାଙ୍କର ପରଲୋକ ଘଟିଯାଇଛି ଏସଂପର୍କରେ ଜଣାଶୁଣା ଅଭିନେତ୍ରୀ ଆଥିୟା ସେଟ୍ଟୀ ନିଜର ଟୁଇଟରରେ ସୂଚନା ଦେଇଛନ୍ତି। ସେ ଏଥିଲାଗି

ରାମ ଜେଠାମଲାନୀଙ୍କ ପରଲୋକ

View: 80 ରବିବାର ବୟସରେ ଖ୍ୟାତନାମା ଓକିଲ ରାମ ଜେଠାମଲାନୀ(95)ଙ୍କର ଦେହାନ୍ତ ହୋଇଯାଇଛି। ଦୀର୍ଘ ଦିନ ହେବ ଅସୁସ୍ଥ ଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ଗତ ଦୁଇ ସପ୍ତାହରୁ ଅଧିକ ଦିନ ହେବ କ୍ରମଶଃ ଅବନତି ଘଟୁଥିଲା ଏବଂ