latest

Date: September 10, 2019

Total 26 Posts

ନିର୍ବାଚନବେଳେ ଯୋଗଦେଇଥିଲେ ଏବେ ଦଳ ଛାଡିଲେ

View: 2,305 କଂଗ୍ରେସର ଯୋଗଦେବାର ମାତ୍ରା 5 ମାସ ପରେ  କଂଗ୍ରେସ ଛାଡିଛନ୍ତି ବଲିଉଡ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର । ମୁମ୍ବଇ କଂଗ୍ରେସରେ ଚାଲିଥିବା ଅନ୍ତଃକନ୍ଦଳକୁ ବିରୋଧକରି ସେ ଇସ୍ତଫା ଦେଇଥିବା କହିଛନ୍ତି । ସେ ନିଜର ଇସ୍ତଫାପତ୍ରକୁ କଂଗ୍ରେସ ସଭାପତି

ମାତ୍ର 1500 ଟଙ୍କାରେ ସଞ୍ଜୟ ଦତ୍ତଙ୍କ ଘରେ କାମ କରୁଥିଲେ ଏହି ବଲିଉଡ ଷ୍ଟାର !

View: 235 ବଲିଉଡରେ ଏମିତି ବହୁ ଷ୍ଟାର ଅଛନ୍ତି ଯିଏକି ନିଜର  ପରିଶ୍ରମ ଓ ସାଧନା ବଳରେ ବହୁ ଉପରକୁ ଉଛିଛନ୍ତି ଏବଂ ବଲିଉଡରେ ନିଜର ସ୍ଥାନ ପକ୍କା କରିଛନ୍ତି । ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କ ଠାରୁ ଆରମ୍ଭ କରି ଅକ୍ଷୟ

ନୀଳଗିରିରେ ଶାଳ ଦାନ୍ତକାଠି କିଣିଲେ ଅପରାଜିତା ଷଡଙ୍ଗୀ

View: 144 ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଅଞ୍ଚଳକୁ ସହିଦ ବାଘାଯତୀନଙ୍କ ସ୍ମୃତିଚାରଣ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବେଳେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ  ନୀଳଗିରି ରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି।ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକଙ୍କ ସହ ଶତାଧିକ ବିଜେପି କର୍ମୀ ପୁଷ୍ପ

ଟ୍ରାଫିକ୍‌ ପୁଲିସ୍‌ ଗାଡ଼ି ଅଟକାଇଲା, ହୃଦ୍‌ଘାତରେ ଚାଲିଗଲା ଇଞ୍ଜିନିୟରଙ୍କ ଜୀବନ

View: 96 ଟ୍ରାଫିକ୍‌ ପୁଲିସ୍‌ ଗାଡ଼ି ରୋକି ପଚରାଉଚରା କରିବା ସମୟରେ ହୃଦ୍‌ଘାତରେ ନୋଇଡ଼ାର ଜଣେ ଇଞ୍ଜିନିୟରଙ୍କର ମୃତ୍ୟୁ ଘଟିିଛି। ରବିବାର ସଂଧ୍ୟାରେ ଗଜିଆବାଦ୍‌ରେ ଏପରି ଘଟଣା ଘଟିଥିବା ଜାଣିବାକୁ ମିଳିଛି। ମୃତକ ଜଣକ ଏକ ସପ୍ଟଓ୍ଵୟାର୍‌ କମ୍ପାନିରେ କାମ କରୁଥିଲେ।

ପେଟ୍ରୋଲିୟମ ପାଇପଲାଇନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

View: 1,056 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମୋତିହାରି ଓ ଅମଲେଖଗଞ୍ଜ ମଧ୍ୟରେ ଏକ ପେଟ୍ରୋଲିୟମ ଉତ୍ପାଦ ପାଇପଲାଇନର ଉଦଘାଟନ କରିଛନ୍ତି । ସେ ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ସହ ଭିଡ଼ିଓ କନଫେରେନ୍ସ ଜରିଆରେ ଏହି ପାଇପଲାଇନ ଉଦଘାଟନ

ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା : ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ ଏଡିଜେ କୋର୍ଟ

View: 95 ଜଗତସିଂହପୁର ଜିଲ୍ଲା ଗଡହରିଶପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ହୋଇଛି । ଅଭିଯୁକ୍ତ ଲବ ମାନ୍ନାକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ଏଡିଜେ କୋର୍ଟ । ସୂଚନାଯୋଗ୍ୟ ଯେ, ୨୦୧୮ ମସିହା ମାର୍ଚ୍ଚ ୨୧ତାରିଖରେ

ଛୁଟି ଦିନରେ କରି ହେବ ଗାଡ଼ି କାଗଜପତ୍ର, ଖୋଲା ରହିବ ଅଫିସ୍‌

View: 87 ନୂଆ ମୋଟର ଭେଇକିଲ୍‌ ଆକ୍ଟକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ରାଜ୍ୟ ସରକାର ଜନତାଙ୍କୁ ୩ ମାସ ସମୟ ଅବଧି ଦେଇଛନ୍ତି । ଏହି ସମୟ ମଧ୍ୟରେ ଗାଡ଼ିର ସମସ୍ତ କାଗଜ ପାତ୍ର କାମ ଶେଷ କରିବାକୁ କୁହାଯାଇଛି

ଅଦିନରେ ରଥ ନଟାଣିବାକୁ ଗଜପତି ମହାରାଜଙ୍କ ନର୍ଦ୍ଦେଶ

View: 7,719 ପଞ୍ଜାବ ଲୁଧିଆନାରେ ଇସ୍କନ ପକ୍ଷରୁ ଅଦିନରେ କରାଯାଉଥିବା ରଥଯାତ୍ରାକୁ ମନାକରିଛନ୍ତି ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ।  ଶାସ୍ତ୍ର ଅନୁଯାୟୀ ପବିତ୍ର ରଥଯାତ୍ରା କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏ ନେଇ ଗଜପତି ଏକ ପ୍ରେସ

ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନର ଶୁଭାରମ୍ଭ

View: 95 କଳିଙ୍ଗ ଷ୍ଟାଡିୟମଠାରେ ସୋମବାର କ୍ରୀଡ଼ା ସଚିବ ବିଶାଳ ଦେବ ପାତକା ହଲାଇ ଚତୁର୍ଥ ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶ୍ରୀ ଦେବ ଅଭିଯାନରେ ସାମିଲ ଥିବା ଉତ୍ସାହୀ ପର୍ବତାରୋହୀଙ୍କୁ ଅଭିନନ୍ଦନ ଏବଂ ଶୁଭେଚ୍ଛା

୭୪ ବର୍ଷ ବୟସରେ ଜମଜ ସନ୍ତାନ ଜନ୍ମ ଦେଲେ ମହିଳା

View: 93 ମା ହେବା ଲାଗି ୫୦ ବର୍ଷରୁ ଅଧିକ କାଳ ଧରି ଅପେକ୍ଷା କରି ରହିଥିବା ଜନୈକା ମହିଳା ୭୪ ବର୍ଷରେ ଜମଜ ସନ୍ତାନଙ୍କ ଜନନୀ ହୋଇଛନ୍ତି। ଗୋଦାବରୀ ଜିଲ୍ଲା ଦ୍ରକ୍ଷରମମର ଇ ମଙ୍ଗୟମ୍ମା ଗୁଣ୍ଟୁରର ଏକ ଘରୋ ହସ୍ପିଟାଲରେ

ମାତ୍ର ୫୦ ଟଙ୍କାରେ ଉନ୍ନତମାନର ଭୋଜନ ଯୋଗାଇ ଦେବ ଭାରତୀୟ ରେଳବାଇ

View: 109 ଭାରତରେ ଟ୍ରେନ ଯାତ୍ରୀମାନେ ଅନେକ ସମୟରେ ଅଭିଯୋଗ କରନ୍ତି ଯେ ରେଳରେ ଭଲ ଖାଦ୍ୟ ମିଳୁନି। ତା’ଛଡ଼ା ଏହାକୁ ନେଇ ସୋସିଆଲ ମିଡିଆରେ ବି ବେଳେବେଳେ ନାନା ଚର୍ଚ୍ଚା ହୁଏ। ଏହାକୁ ଆଖି ଆଗରେ ରଖି ଭାରତୀୟ ରେଳବାଇ