ମାତ୍ର 1500 ଟଙ୍କାରେ ସଞ୍ଜୟ ଦତ୍ତଙ୍କ ଘରେ କାମ କରୁଥିଲେ ଏହି ବଲିଉଡ ଷ୍ଟାର !

Spread the love

ବଲିଉଡରେ ଏମିତି ବହୁ ଷ୍ଟାର ଅଛନ୍ତି ଯିଏକି ନିଜର  ପରିଶ୍ରମ ଓ ସାଧନା ବଳରେ ବହୁ ଉପରକୁ ଉଛିଛନ୍ତି ଏବଂ ବଲିଉଡରେ ନିଜର ସ୍ଥାନ ପକ୍କା କରିଛନ୍ତି । ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କ ଠାରୁ ଆରମ୍ଭ କରି ଅକ୍ଷୟ କୁମାର ପର୍ଯ୍ୟନ୍ତ ।  ହେଲେ ଆମେ ଆଜି ଜଣେ ଏମିତି ଷ୍ଟାରଙ୍କ ବିଷୟରେ କହିବାକୁ ଯାଉଛୁ ତାଙ୍କ  ନାମ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସେ ମାସିକ ମାତ୍ର 1500 ଟଙ୍କାରେ ସଞ୍ଜୟ ଦତ୍ତଙ୍କ ଘରେ କାମ କରୁଥିଲେ । ସେ ହେଉଛନ୍ତି ଶକ୍ତି କପୁର । ଶକ୍ତିକପୁର 1972 ମସିହାରେ ଜାନଓ୍ବାର ଓ ଇନସାନ ଫିଲ୍ମରେ କାମ ଆରମ୍ଭ କରିଥିଲେ ।  ସେବେଠାରୁ ସେ ଗୋଟିଏପରେ ଗୋଟିଏ ହିଟ ଫିଲ୍ମ କରିଚାଲିଛନ୍ତି । ସେ ସବୁ ପ୍ରକାର ଅଭିନୟ କରିଛନ୍ତି ।

ସେ ଅଧିକ ଫିଲ୍ମରେ କମେଡିୟାନ  ଭାବେ ଅଭିନୟ କରିଛନ୍ତି । ଲୋକମାନେ ତାଙ୍କୁ  କମେଡିୟାନ ଭାବେ ବେଶ ପସନ୍ଦ କରିଛନ୍ତି । ଶକ୍ତିକପୁର ପ୍ରଥମେ ବଲିଉଡରେ କାମ କରିବାକୁ ଚାହୁଁନଥିଲେ । କାରଣ ପ୍ରଥମେ ତାଙ୍କୁ ଫିଲ୍ମରେ କାମ ଏତେ ମିଳୁନଥିଲା । ତେଣୁ ସେ ସଞ୍ଜୟଦତ୍ତଙ୍କ ପିତା ସୁନିଲ ଦତ୍ତଙ୍କ ପାଖରେ ମାତ୍ର 1500ଟଙ୍କାରେ କାମ କରୁଥିଲେ । ପରେ ତାଙ୍କୁ ଗୋଟିଏ ପରେ ଗୋଟିଏ ଫିଲ୍ମ ମିଳିଥିଲା । 

Tags: