latest

Date: September 12, 2019

Total 17 Posts

ଚାଲାଣ କଟିବା ଭୟରେ ଗଣେଶଙ୍କ ନିକଟରେ ହେଲମେଟ ପିନ୍ଧି ପୂଜା କରୁଛନ୍ତି ଭକ୍ତ

View: 120 ନୂଆ ମୋଟର ଯାନ ଆଇନ ଆସିବା ପରେ ଉଲଂଘନକାରୀଙ୍କୁ ହେଉଥିବା ଜୋରିମାନା ଦେଖି ଲୋକଙ୍କ ମନରେ ଏକ ପ୍ରକାର ଭୟ ସୃଷ୍ଟି ହୋଇଛି । ଏହି ଅବସରରେ ଗୁଜରାଟରୁ ଏମିତି ଏକ ଚିତ୍ର ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ

ଛାତ୍ର ପାଇଖାନାରେ ଥିବାବେଳେ ସ୍କୁଲରେ ପଡିଲା ତାଲା

View: 93 ଖାମ ଖିଆଲ ସ୍କୁଲ ଶିକ୍ଷକ ଓ ପିଅନ। ପ୍ରଥମ ଶ୍ରେଣୀ ଛାତ୍ର ପାଇଖାନାରେ ଥିବାବେଳେ ସ୍କୁଲରେ ପଡିଲା ତାଲା । ସ୍କୁଲ ଛୁଟି ହେବାର ୨ ଘଂଟା ପରେ ଗ୍ରାମବାସୀଙ୍କ ସହାୟତାରେ ସ୍କୁଲରୁ ମୁକ୍ତ ହେଲା ପ୍ରଥମ ଶ୍ରେଣୀର

ପୁଣି ଜେଲକୁ ଫେରିବେ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ

View: 130 ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ନଳିନୀଙ୍କ ପାରୋଲ ଅବଧି ବଢାଇବାକୁ ମନା କଲେ ମାଡ୍ରାସ ହାଇକୋର୍ଟ | ଅକ୍ଟୋବର ୧୫ ତାରିଖ ଯାଏଁ ପାରୋଲ ଅବଧି ବଢାଇବାକୁ ମାଡ୍ରାସ ହାଇକୋର୍ଟଙ୍କ ନିକଟରେ ନଳିନୀ ଆବେଦନ କରିଥିଲେ |

ଭାରତର ପୁଞ୍ଜିନିବେଶ ନେଇ ବିଦେଶ ପ୍ରତିନିଧିଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର

View: 7,777 5 ଦିନିଆ ତ୍ରିରାଷ୍ଟ୍ରୀୟ ବିଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଆବୁଧାବି ସ୍ଥିତ ଭାରତୀୟ ତୈଳ ମନ୍ତ୍ରାଳୟର ରାଷ୍ଟ୍ରାୟତ ଉଦ୍ୟୋଗ କମ୍ପାନୀ ଇଞ୍ଜିନିୟର ଇଣ୍ଡିଆ ଲିମିଟେଡ୍ (ଇଆଇଏଲ୍)କୁ ପରିଦର୍ଶନ କରିବା ସହ ବିଭିନ୍ନ ବୈଦେଶିକ ମନ୍ତ୍ରୀଙ୍କୁ

ମ୍ୟାରୀ କମ୍‌ଙ୍କୁ ପଦ୍ମ ଭୂଷଣ

View: 197 ମହିଳା ବକ୍ସର ମ୍ୟାରୀ କମ୍‌ଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ  କରାଯିବ। କ୍ରୀଡା ମନ୍ତ୍ରଣାଳୟ ନିଷ୍ପତ୍ତି ଏପରି ନିଆଯାଇଛି।  ଏହାବାଦ୍‌ ତାରକା ବ୍ୟାଡମିଣ୍ଟନ ଖେଳାଳି ତଥା ବିଶ୍ୱ ବିଜେତା ପିଭି ସିନ୍ଧୁଙ୍କୁ ଚଳିତ ବର୍ଷ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ

ପୁଲିସ ଭ୍ୟାନ୍ ଧକ୍କାରେ ୨ ବାଇକ୍ ଆରୋହୀ ମୃତ

View: 77 ସୋନପୁର-ବଲାଙ୍ଗିର ରାସ୍ତାରେ ଥିବା ଅର୍ଜୁନପୁର ଛକ ନିକଟରେ ଏକ ପୁଲିସ ଭ୍ୟାନ୍ ଧକ୍କାରେ ୨ ବାଇକ୍ ଆରୋହୀ ମୃତ୍ୟୁବରଣ କରିଥିବାର ଖବର ମିଳିଛି। ତେବେ ଉଭୟଙ୍କର ପରିଚୟ ମିଳିନାହିଁ । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ଏକ

AK-47 ସହ ଗିରଫ ହେଲେ 3 ଆତଙ୍କୀ

View: 93 ପୁଲିସ ଆଜି  3 ଜଣ କୁଖ୍ୟାତ ଆତଙ୍କବାଦୀଙ୍କୁ ଜମ୍ମୁ-କଶ୍ମୀର ପୁଲିସ୍‌ ଗିରଫ କରିଛି। ସେମାନଙ୍କ ନିକଟରୁ 6 ଟି ଏକେ-47 ରାଇଫଲ ଜବତ ହୋଇଛି। ଏମାନେ ସହରରେ ଆତଙ୍କ ସୃଷ୍ଟି କରିବା ପାଇଁ ଭାରତ ଆସିଥିଲେ । ଏହି

ଦେଶର ଆର୍ଥିକ ସଙ୍କଟ ଦୂର କରିବାପାଇଁ ମନମୋହନ ସିଂହଙ୍କ 5 ଉପାୟ, ନିଶ୍ଚୟ ପଢନ୍ତୁ

View: 279 ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଛନ୍ତି ଦେଶରେ ବର୍ତ୍ତମାନ ଅର୍ଥ ବ୍ୟବସ୍ଥା ଖରାପ ଚାଲିଛି । ସେଥିପାଇଁ ଚାକିରି ଦେଉଥିବା ସଂସ୍ଥାମାନଙ୍କୁ ମଜଭୁତ କରିବାକୁ ପଡିବ । ଦୈନିକ ଭାଷ୍କରକୁ ଏକ ସାକ୍ଷାତ କାରରରେ କହିଛନ୍ତି ମୋଦି

ପାକିସ୍ତାନ ଗୃହମନ୍ତ୍ରୀ ମାନିଲେ ଆମ କଥାକୁ କେହି ବିଶ୍ୱାସ କରୁନାହାନ୍ତି

View: 1,344 ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ମୁଣ୍ଡପୁରାଇ ନିଜକୁ କ୍ଷତବିକ୍ଷତ କରୁଛି ପାକିସ୍ତାନ ।   ବିଶ୍ୱ ସମୁଦାୟରେ ପାକିସ୍ତାନର ଯୁକ୍ତି ଶୁଣିବାକୁ ସମେସ୍ତ ଅମଙ୍ଗ । ଦୁନିଆ ଆମ କଥା ନୁହଁ, ଭାରତ କଥାକୁ ଗ୍ରହଣ କରିଥାଏ । କାଶ୍ମୀରକୁ ନେଇ ଏଭଳି

ବିଜେପି ନେତାଙ୍କ ବେକକାଟି ଫିଙ୍ଗିଦେବାକୁ ଧମକ ଦେଲେ ହରିୟାଣା ମୁଖ୍ୟମନ୍ତ୍ରୀ- ଭିଡିଓ ଭାଇରାଲ କଲା କଂଗ୍ରେସ

View: 1,108 ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ ସେ ହାତରେ ଫର୍ସା ନେଇ ଛିଡା ହୋଇଛନ୍ତି । ଏବଂ ଉପସ୍ଥିତ ଜନତାଙ୍କୁ କହୁଛନ୍ତି

ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ : ୭ ଗିରଫ

View: 79 ଉତ୍ତରାଖଣ୍ଡ ରାଜଧାନୀ ଡେରାଡୁନରେ ଚାଲିଥିବା ସେକ୍ସ ର୍ୟାକେଟ୍ ର ପର୍ଦ୍ଦାଫାଶ କରିଛି ପୋଲିସ । ଘଟଣାସ୍ଥଳରୁ ଦଲାଲ ସମେତ ୭ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରେ କିଛି ଗ୍ରାହକ ମଧ୍ୟ ସାମିଲ ଅଛନ୍ତି ।