latest

Date: September 15, 2019

Total 21 Posts

ସ୍ମାର୍ଟ ହେବ ଓଡ଼ିଶା ବିଧାନସଭା

ହାଇଟେକ୍‌ ହେବ ଓଡ଼ିଶା ବିଧାନସଭା। ହିମାଚଳପ୍ରଦେଶ ବିଧାନସଭା ଶୈଳୀରେ ଡିଜିଟାଲ୍‌ ବିଧାନସଭା କରିବାକୁ ଆରମ୍ଭ ହୋଇଛି ପ୍ରୟାସ। ଓ୍ୱାନ୍‌ ନେସନ୍‌ ଓ୍ୱାନ୍‌ ଆପ୍ଲିକେସନ୍‌ ଯୋଜନା ମାଧ୍ୟମରେ କେନ୍ଦ୍ର ସରକାର ଇ-ବିଧାନସଭା ପାଇଁ ସହଯୋଗ କରିବେ। ୬ ମାସ ଭିତରେ ଏହା କାର୍ଯ୍ୟକାରୀ

ତତ୍ତ୍ୱ ପ୍ରଦୂଷଣ ଏବେ ସାଙ୍ଘାତିକ ଅବସ୍ଥାରେ

ରାଜ୍ୟ ସରକାର ଶାସନକଳକୁ ଲୋକାଭିମୁଖୀ କରାଇବା ପାଇଁ 5T  ଉପରେ ଗୁରୁତ୍ୱ ଦେଉଛନ୍ତି| ଏହି ମନ୍ତ୍ରରେ ଥିବା 5ଟି T ହେଲେ ଟିମୱାର୍କ (ସଂଘବଦ୍ଧ କାର୍ଯ୍ୟ), ଟେକ୍ନୋଲୋଜି(ପ୍ରଯୁକ୍ତି କୌଶଳ), ଟ୍ରାନ୍ସପରେନସି(ସ୍ୱଛତା), ଟ୍ରାନ୍ସଫରମେସନ( ସକାରାତ୍ମକ ପରିବର୍ତ୍ତନ) ଏବଂ ଟାଇମ ଲିମିଟ(ସମୟବଦ୍ଧତା)| ତଥ୍ୟ ସାର୍ଵଜନୀକରଣ

ହଙ୍ଗକଙ୍ଗ୍‌ର ଟ୍ୟାଲେଣ୍ଟ ଷ୍ଟାରରେ ସ୍ୱର୍ଣ୍ଣ ଜିତିଲେ ସୃଷ୍ଟି

ବିଶ୍ବ ଦରବାରରେ ପୁଣି ଚମକିଲେ ଓଡ଼ିଆ ଝିଅ | ଭୁବନେଶ୍ବରର ସୃଷ୍ଟି ଦାସ ହୋଇଛନ୍ତି ଟ୍ୟାଲେଣ୍ଟ ଷ୍ଟାରର ଗୋଲ୍ଡ ପୁରସ୍କାର ବିଜେତା | ହଂକଂରେ ଆୟୋଜିତ ଟ୍ୟାଲେଣ୍ଟ ଷ୍ଟାର ଇଣ୍ଟରନ୍ୟାସନାଲର ପ୍ରି-ଟିନ୍ ବର୍ଗରେ ସେ ଏହି କୃତିତ୍ବ ହାସଲ କରିଛନ୍ତି |

୩୬ ଦିନ ପରେ ସମୁଦ୍ରକୁ ଗଲା ମାଲେସିଆ ଜାହାଜ

ଚିଲିକା ହ୍ରଦର ରାଜହଂସ ନିକଟରେ ଫସିବାର ୩୬ ଦିନ ପରେ ମାଲେସିଆ ଜାହାଜ ‘ଜିନ୍‌ ହ୍ଵା-୩୨’ ରବିବାର ଉଦ୍ଧାର ହୋଇଛି। ସିଙ୍ଗାପୁରରୁ ଏକ ସ୍ୱତନ୍ତ୍ର ଜାହାଜ ଆସିବା ପରେ ବାଲିରେ ପୋତି ହୋଇଯାଇଥିବା ଜାହାଜକୁ ଉଦ୍ଧାର କରାଯାଇଛି। ବାଲିରେ ପୋତି ହୋଇଯାଇଥିବାରୁ

ସ୍କୁଲ ଯିବନି ଜଗା, ମୁଣ୍ଡରେ ହେବ ଖପୁରୀ ପ୍ରତିରୋପଣ

ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲରେ ଚିକିତ୍ସାଧୀନ ଥିବା ଜଗାର ଖପୁରୀ ପ୍ରତିରୋପଣ ହେବ। ତେଣୁ ବର୍ତ୍ତମାନ ସ୍ଥିତିରେ ଜଗା ସ୍କୁଲ ଯାଇପାରିବ ନାହିଁ। ଖପୁରି ପ୍ରତିରୋପଣ ପରେ ସେ ସ୍କୁଲ ଯିବା ସମ୍ଭବ ହୋଇପାରିବ। କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଅଂଚଳର ଯୋଡ଼ାମୁଣ୍ଡ ଶିଶୁ

ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଇତିଶ୍‌ ପ୍ରଧାନ ବହିଷ୍କୃତ

ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିୟନ ଅଫ୍‌ ଇଣ୍ଡିଆ (ଏନଏସୟୁଆଇ)ରୁ ରାଜ୍ୟ ଏନଏସୟୁଆଇ ଆବାହକ ତଥା ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଇତିଶ୍‌ ପ୍ରଧାନ ବହିଷ୍କୃତ ହୋଇଛନ୍ତି। ସଂଗଠନରେ ବିଶୃଙ୍ଖଳା ସୃଷ୍ଟି କରିଥିବା ଅଭିଯୋଗରେ ତାଙ୍କୁ ଏନଏସୟୁଆଇର ପ୍ରାଥମିକ ସଦସ୍ୟ ପଦରୁ ଏନଏସୟୁଆଇର ଜାତୀୟ

ସ୍ବାମୀଙ୍କ ବିରୋଧରେ ଅଭିଯୋଗ କରିଥିବା ସସ୍ମିତାଙ୍କୁ ସମ୍ବର୍ଦ୍ଧନା

ନିଶାସକ୍ତ ସ୍ବାମୀଙ୍କ ବିରୁଦ୍ଧରେ ଅଭିଯୋଗ କରିଥିବା ମହିଳାଙ୍କୁ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ସମ୍ବର୍ଦ୍ଧିତ କରିଛି | ମହିଳାଙ୍କ ଗ୍ରାମ ପୁରୁଷୋତ୍ତମପୁର ରେ ଏକ ଉତ୍ସବରେ ଏହି ମହିଳାଙ୍କୁ ସମ୍ମାନିତ କରାଯାଇଛି | ତେବେ ଏ ନେଇ ପ୍ରଥମେ news 7 ରେ

ଆମେରିକାରେ ମହାସଭା ‘Howdy Modi’

ଆମେରିକା ଗସ୍ତରେ ଯିବେ ମୋଦି । ସେଠାରେ ମୋଦିଙ୍କ ଏକ ମହାସଭାର ‘Howdy Modi’ କାର୍ଯ୍ୟକ୍ରମ ରହିଛି ।  ଏ ସମ୍ପର୍କରେ ଭାରତ ଓ ଆମେରିକା ମଧ୍ୟରେ ଆଲୋଚନା ଚାଲିଛି ।  ଏହି କାର୍ଯ୍ୟକ୍ରମରେ ମୋଦି  50 ହଜାର ଭାରତୀୟଙ୍କୁ ସମ୍ବୋଧିତ କରିବେ

ଡାହାଣୀ ସନ୍ଦେହରେ ମାଆ ଓ ଝିଅଙ୍କୁ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ପିଟି ପିଟି ମାରିଥିଲେ, 6 ଗିରଫ

ମାଆ ଓ ଝିଅଙ୍କୁ ଡାହାଣୀ ସନ୍ଦେହରେ ହତ୍ୟ‌ା‌ କରାଯିବା ଘଟଣାରେ ପୁଲିସ ଗାଁର ୬ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଲୋକମାନେ ହେଉଛନ୍ତି ସୁନିଲ ଓରଫ କଛୁ ଏକ୍କା(୨୬), ଅନିଲ ଏକ୍କା(୨୦), ଏତୁଆ ଏକ୍କା (୩୪), ବୋଦ୍ରା କେରକେଟା (୨୮),

ନନ୍ଦନକାନନରେ ହାତୀ ଚନ୍ଦନର ମୃତ୍ୟୁ

ଶନିବାର ରାତିରେ ନନ୍ଦନକାନନର ହାତୀଶାଳରେ  ଅସୁସ୍ଥ ଦନ୍ତାହାତୀ ଚନ୍ଦନର ମୃତ୍ୟୁ ଘଟିଛି। ଅସୁସ୍ଥ ହୋଇପଡ଼ିଥିବା ଚନ୍ଦନକୁ ଆସାମ ଷ୍ଟେଟ୍‌ ଓ ସେଣ୍ଟର୍‌ ଫର୍‌ ଓ୍ଵାଇଲ୍‌ଡ୍‌ ଲାଇଫ୍‌ ହେଲ୍‌ଥ୍‌ ଓଡ଼ିଶାର ପ୍ରବୀଣ ପଶୁଚିକିତ୍ସକମାନଙ୍କ ପରାମର୍ଶ କ୍ରମେ ଚିକିତ୍ସା କରାଯାଉଥିଲା। ମୃତ୍ୟୁର ପ୍ରକୃତ କାରଣ

ଭାରତ ସହ ଯୁଦ୍ଧ ହେଲେ ପାକିସ୍ତାନ ହାରିବ- ଇମ୍ରାନ ଖାନ

 ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତ ସାମ୍ନାରେ ମୁଣ୍ଡ ନୁଆଁଇଛନ୍ତି। ସୂନଚାଯୋଗ୍ୟ ଯେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି ଯେ, ଭାରତ ସହ ପାରମ୍ପରିକ ଯୁଦ୍ଧ ହେଲେ ପାକିସ୍ତାନ ହାରିବ। ତାଙ୍କର ଏହି କଥା ଅନ୍ୟ ଦିଗକୁ ଇଙ୍ଗିତ କରୁଥିଲା। ଯଦି