Date: September 16, 2019

Total 27 Posts

ଭୁବନେଶ୍ୱରର ଏସବୁ ଜାଗାରେ ମିଳିବ ପଲ୍ୟୁସନ୍ ସାର୍ଟିଫିକେଟ୍

View: 1,922 ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇବା ପାଇଁ ଗାଡ଼ି ଚାଳକ ଓ ମାଲିକମାନେ ଏବେ ଚିନ୍ତାରେ ଦିନ କାଟୁଛନ୍ତି। ବିଶେଷକରି ରାଜଧାନୀ ଭୁବନେଶ୍ୱରରେ ଧରପଗଡ଼ ଚାଲିଥିବାରୁ ଲୋକମାନେ ଛାନିଆ ହୋଇଯାଇଛନ୍ତି। ଘରୁ ଗାଡ଼ି କାଢ଼ିବାକୁ ଡରୁଛନ୍ତି। କିଛି ଲୋକ ମୋଟା ଅଙ୍କର

ଧାରଣାରୁ ହଟିଲେ ଛାତ୍ରଛାତ୍ରୀ

View: 412 ଦୀର୍ଘଦିନ ପରେ ପୁଣି  ଆଜି ଉତ୍କଳ ବିଶ୍ୱବିଦ୍ୟାଳୟରେ ଦେଖାଯାଇଛି ଛାତ୍ର ଅଶାନ୍ତି ।  ୧୦ଦଫା ଦାବି ନେଇ ଆଜି ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ କୁଳପତିଙ୍କ ଅଫିସକୁ ଧଶେଇ ପଶିଥିଲେ । ଏହି ସମୟରେ ସୃଷ୍ଟି ହୋଇଥିଲା

ନବରାତ୍ରୀ ଅଫର : ଅନଲାଇନ ବୁକିଂ ଉପରେ ୨୦% ରିହାତି

View: 430 ଆସନ୍ତା ଦଶହରା ପାର୍ବଣ ଉପଲକ୍ଷେ ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ( ଓଏସଆରଟିସି) ପକ୍ଷରୁ ଏକ ସ୍ୱତନ୍ତ୍ର ଅଫର ଘୋଷଣା କରାଯାଇଛି । ନବରାତ୍ରୀ ସମୟରେ ଅନଲାଇନରେ ଟିକେଟ ବୁକିଂ କଲେ

ଗୋଟିଏ ଦିନରେ ୧୪୧ ମଦ୍ୟପ ଗାଡ଼ି ଚାଳକ ଧରାପଡ଼ିଲେ

View: 410 ଓଡ଼ିଶା ପୁଲିସ ମଦ ପିଇ ଗାଡ଼ି ଚଲାଉଥିବା ଚାଳକଙ୍କୁ ଧରିବା ପାଇଁ ଏକ ବିଶେଷ ଅଭିଯାନ ଆରମ୍ଭ କରିଛି। ରାଜ୍ୟରେ ଦୁର୍ଘଟଣାରୁ ହେଉଥିବା ମୃତ୍ୟୁ ମଧ୍ୟରୁ ମଦ ପିଇ ଗାଡ଼ି ଚଳାଇବା ଅନ୍ୟତମ। ମୋଟରଯାନ ଅଧି ନିୟମ-୨୦୧୯ ଅନୁସାରେ

ଓଡ଼ିଶା ଆସୁଛନ୍ତି କେ.ଶିବନ୍

View: 34 ଓଡିଶା ଆସୁଛନ୍ତି ଚନ୍ଦ୍ରଯାନ-୨ର ମୁଖ୍ୟ ବିନ୍ଧାଣୀ ତଥା ଇସ୍ରୋ ମୁଖ୍ୟ କେ ଶିବନ | ଶିବନ ସେପ୍ଟେମ୍ବର ୨୧ ତାରିଖରେ ଆଇଆଇଟି ଭୁବନେଶ୍ୱରର ଅଷ୍ଟମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ | କେ ଶିବନ

୫ ସାଂସଦ ସମେତ ୨୬ ନେତାଙ୍କୁ କ୍ୱାର୍ଟର ଛାଡ଼ିବାକୁ ନୋଟିସ୍

View: 418 ବେଆଇନ ଭାବେ ସରକାରୀ କ୍ୱାର୍ଟର ମାଡ଼ି ବସିଥିବା ୫ ଜଣ ସାଂସଦଙ୍କ ସମେତ ମୋଟ ୨୬ ଜଣ ନେତାଙ୍କୁ ବିଧାନସଭା ପକ୍ଷରୁ ପୁଣିଥରେ ନୋଟିସ୍ ଜାରି ହୋଇଛି। ୩ ମାସ ମଧ୍ୟରେ ଦ୍ୱିତୀୟ ଥର ନିମନ୍ତେ ବିଧାନସଭା ପକ୍ଷରୁ

ସଲମାନ ମୋତେ ଘର ଗିପ୍ଟ କରିନାହାନ୍ତି- ରାନୁ ମଣ୍ଡଳ

View: 9,898 ଷ୍ଟେନରୁ ବଲିଉଡ ପହଞ୍ଚିଥିବା ରାନୁ ମଣ୍ଡଳ ଏବେ ସୋସିଆଲ ମିଡିଆରେ ଛାୟି ଯାଇଛନ୍ତି । ଏବେ ସେ କୌଣସି ସେଲିବ୍ରିଟି ଠୁ ମଧ୍ୟ କମ୍ ନୁହନ୍ତି । ପ୍ରତିଦିନ ତାଙ୍କୁନେଇ ନୂଆନୂଆ ଖବର ଆସୁଛି। ସେ ଯେବେଠାରୁ ସଂଗୀତ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଜମ୍ମୁ-କାଶ୍ମୀର ରାଜ୍ୟପାଳ

View: 37 ଜମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ରାଜ୍ୟପାଳ ପ୍ରଧାନମନ୍ତ୍ରୀଙ୍କୁ କାଶ୍ମୀର ସ୍ଥିତି ବାବଦରେ ଜଣାଇଥିଲେ । ଏହାସହ ଉଭୟଙ୍କ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବାବଦରେ ଚର୍ଚ୍ଚା

ଗଙ୍ଗା ଗିଳିଦେଲା 2 ମହଲାର କୋଠା

View: 36 ଉତ୍ତରପ୍ରଦେଶର ବଲିଆରେ ଗଙ୍ଗା ନଦୀର ଭୟଙ୍କର ରୂପ ଦେଖିବାକୁ ମିଳିଛି | ଗଙ୍ଗା ନଦୀରେ ବଢୁଥିବା ଜଳସ୍ତରରେ ଏହି ଅଞ୍ଚଳର ଅନେକ ଗାଁ ଗଙ୍ଗା ନଦୀର ଗର୍ଭରେ ଲୀନ ହୋଇଯାଇଛନ୍ତି | ତେବେ ବଲିଆ ତହସିଲ ଅନ୍ତର୍ଗତ କେହରପୁର

ଲାଞ୍ଚ ନେଇ ନିଲମ୍ବିତ ହେଲେ ବୈପାରୀଗୁଡାର ସିଡିପିଓ

View: 39 ଲାଞ୍ଚ ମାଗିବା ଅଭିଯୋଗରେ ଆଜି ବୈପାରୀଗୁଡାର ସିଡିପିଓ ସୁରମା ମହାପାତ୍ରଙ୍କୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର । ଅଙ୍ଗନୱାଡି କର୍ମୀ ଓ ସୁପରଭାଇଜରଙ୍କୁ ଲାଞ୍ଚ ମାଗିବା ଅଭିଯୋଗରେ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର । ତେବେ ଦୁର୍ନୀତି ବିରୋଧରେ

ଆନ୍ଧ୍ରପ୍ରଦେଶର ପୂର୍ବତନ ବାଚସ୍ପତି କୋଦେଳା ଶିବପ୍ରସାଦ ରାଓଙ୍କ ମୃତ୍ୟୁ

View: 33 ତେଲଗୁ ଦେଶମ ପାର୍ଟିର ଅନ୍ୟତମ ବରିଷ୍ଠ ନେତା ତଥା ଆନ୍ଧ୍ରପ୍ରଦେଶ ବିଧାନସଭାରର ପୂର୍ବତନ ବାଚସ୍ପତି କୋଦେଳା ଶିବପ୍ରସାଦ ରାଓ ଆଜି ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରି ମତ୍ୟୁବରଣ କରିଛନ୍ତି। ସ୍ୱର୍ଗତ ରାଓ ୧୯୮୨ରେ ତେଲଗୁ ଦେଶମ୍‌ ପାର୍ଟି