latest

ବାଣୀବିହାରରେ ଉତ୍ତେଜନା, ପୁଲିସ ସହ ଧସ୍ତାଧସ୍ତି

Spread the love

ବାଣୀବିହାରରେ ବିଭିନ୍ନ ସମସ୍ୟା ନେଇ ୧୦ ଦଫା ଦାବିରେ  ଉତ୍ତେଜନା ଦେଖାଦେଇଛି। ଏହାକୁ ନେଇ କୁଳପତିଙ୍କ କାର୍ଯ୍ୟାଳୟକୁ ଘେରିଛନ୍ତି ଛାତ୍ରଛାତ୍ରୀ। କାର୍ଯ୍ୟାଳୟକୁ ଧଷେଇ ପଶିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛି। ଘଟଣାସ୍ଥଳରେ ପହଞ୍ଚିଛନ୍ତି ଡିସିପି ଅନୁପ ସାହୁ। 10 ଦଫା ଦାବି ଗୁଡିକ ମଧ୍ୟରେ ରହିଛି ଏକ ନିର୍ଦ୍ଦିଷ୍ଟ ସମୟରେ ସମସ୍ତ ପରୀକ୍ଷା କରିବା, ପରୀକ୍ଷାର 45 ଦିନ ମଧ୍ୟରେ ପରୀକ୍ଷାଫଳ ପ୍ରକାଶ କରିବା, ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ କ୍ୟାମ୍ପସ ଭିତରେ ସିସିଟିଭି କାର୍ଯ୍ୟକାରୀ କରିବା ଏବଂ ବିଶ୍ବବିଦ୍ୟାଳୟରେ ଥିବା ଅନ୍ୟାନ୍ୟ ସମସ୍ୟା ରହିଛି । ଏହି ଦାବି ଉପସ୍ଥାପନ ବେଳେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । 

Tags: