latest

Date: September 17, 2019

Total 10 Posts

ଷ୍ଟେସନରେ ଝାଡ଼ୁ ମାରିଲେ ପ୍ରତାପ ଷଡ଼ଙ୍ଗୀ

View: 3,653  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୯ ତମ ଜନ୍ମଦିନ  ଅବସରରେ ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ବିଜେପି ପକ୍ଷରୁ ଦେଶବ୍ୟାପୀ ‘ସେବା ସପ୍ତାହ’ ଭାବେ ପାଳନ କରାଯାଉଛି। ଏହି ଉପଲକ୍ଷେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଝାରସୁଗୁଡ଼ା ରେଳ ଷ୍ଟେସନରେ

ଆସନ୍ତାକାଲିଠାରୁ ଭିତରକନିକାରେ ପକ୍ଷୀଗଣନା

View: 490 ରାଜନଗର ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ଓ ବିଦାଶାଗତ ପକ୍ଷୀମାନଙ୍କର ଆସନ୍ତା ୧୮ତାରିଖଠାରୁ  ୨୬ତାରିଖ ପର୍ଯ୍ୟନ୍ତ ପକ୍ଷୀଗଣନା କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏନେଇ ଦୁଇଟି ଦଳ ଗଠନ କରାଯାଇଛି । ପ୍ରତି ଦଳରେ ୫

ମୋଦୀଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ଅମିତ ଶାହାଙ୍କ ସମେତ ବହୁ ବରିଷ୍ଠ ନେତା

View: 67 ଆଜି ଲୋକପ୍ରିୟ ନେତା ତଥା ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୬୯ତମ ଜନ୍ମଦିନ । ଏହି ଅବସରରେ ଭାରତୀୟ ଜନତା ପାର୍ଟି ଅଧ୍ୟକ୍ଷ ତଥା ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନେକ ନେତା ପିଏମ ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା

ମୋଦୀଙ୍କ ଜନ୍ମଦିନ, ଭୋପାଳରେ କଟାଗଲା ୬୯ ଫୁଟ ଲମ୍ବ କେକ

View: 41 ଜାତୀୟ ରାଜଧାନୀ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଗେଟରେ ସୋମବାର ବିଳମ୍ବିତ ରାତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ପାଳନ ହୋଇଛି । ଦିଲ୍ଲୀ ବିଜେପିର ବରିଷ୍ଠ ନେତା ଓ ସାଂସଦ ମନୋଜ ତିୱାରୀଙ୍କ ନେତୃତ୍ୱରେ ମୋଦୀଙ୍କ ଜନ୍ମଦିନ ପାଇଁ କେକ

ସ୍ୱାମୀ ଚିନ୍ମୟାନନ୍ଦ ଅସୁସ୍ଥ

View: 47 ଆଇନ ଛାତ୍ରୀଙ୍କ ଦ୍ୱାରା ଯୌନ ଶୋଷଣ ଅଭିଯୋଗରେ ଫସିଥିବା ସ୍ୱାମୀ ଚିନ୍ମୟାନନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଛି । ମଧୁମେହ ରୋଗରେ ପୀଡ଼ିତ ଥିବା ସୂଚନା ମିଳିବା ପରେ ଡାକ୍ତରୀ ଟିମ ତାଙ୍କ ଆଶ୍ରମକୁ ପହଞ୍ଚିଛନ୍ତି । ଚିକିତ୍ସା ପରେ ଚିନ୍ମୟାନନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର

ହନୁମାନଙ୍କୁ ସ୍ୱର୍ଣ୍ଣ ମୁକୁଟ ଚଢ଼ାଇଲେ ମୋଦୀ

View: 48 ଉତ୍ତର ପ୍ରଦେଶର ବାରାଣସୀରେ ଜଣେ ବ୍ୟକ୍ତି ଭଗବାନ ହନୁମାନଙ୍କୁ ସ୍ୱର୍ଣ୍ଣ ମୁକୁଟ ଅର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜଣେ ବଡ଼ ପ୍ରଶଂସକ ସୋମବାର ଏହି କାମ କରିଛନ୍ତି । ସବୁଠାରୁ ବଡ଼ କଥା ଯେ, ପ୍ରଧାନମନ୍ତ୍ରୀ

ବିଶ୍ୱକର୍ମା ପୂଜାରେ ଶୁଭେଚ୍ଛା ଜଣାଇଲେ ନବୀନ ଓ ଧର୍ମେନ୍ଦ୍ର

View: 49 ବିଶ୍ୱକର୍ମା ପୂଜା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଭୁ ବିଶ୍ୱକର୍ମାଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିମୟ ହେଉ ବୋଲି ସେ କହିଛନ୍ତି । ନବୀନ ଟ୍ୱିଟରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ଆଜି ବିଶ୍ୱକର୍ମା ପୂଜା

View: 36 ଆଜି ହେଉଛି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା । ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ସାରା ରାଜ୍ୟ । ବିଭିନ୍ନ ପୂଜା ମଣ୍ଡପରେ ଚାଲିଛି ବିଶ୍ୱକର୍ମାଙ୍କ ଆରାଧନା । ରାଜ୍ୟର ପରାଦ୍ୱୀପ, ଅନୁଗୁଳ ଓ ରାଉରକେଲା ଧୁମ୍‌ଧାମ୍‌ରେ ପାଳିତ ହେଉଛି ପୂଜା

ମୋଦୀ ମା’ଙ୍କ ଠାରୁ ଆଶୀର୍ବାଦ ନେଇ ଆରମ୍ଭ କଲେ ନିଜର ୬୯ତମ ଜନ୍ମଦିନ

View: 3,461 ବିଶ୍ୱର ଅନ୍ୟତମ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଆଜି (ସେପ୍ଟେମ୍ବର ୧୭) । ଏହି ଅବସରରେ ମୋଦୀ ଆଜି ତାଙ୍କର ମା’ଙ୍କ ଠାରୁ ଆଶୀର୍ବାଦ ନେଇଛନ୍ତି । ଜନ୍ମଦିନ ଅବସରରେ ମୋଦୀ ଆଜି ଗୁଜୁରାଟରେ ଅଧିକ

ଆଜିର ରାଶିଫଳ

View: 1,645 ମେଷ: ଆପଣ ନିଜକୁ ସୁସ୍ଥ ସବଳ ଅନୁଭବ କରିବେ। ପରିବାର ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଅନ୍ୟ ଲୋକମାନଙ୍କୁ ସାହାଯ୍ୟ କରିବାର ଅବସର ମିଳିବ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: