latest

Date: September 24, 2019

Total 20 Posts

ଖୁସି ଖବର ! ପାଖରେ ଗାଡ଼ି କାଗଜ ପତ୍ର ନ ଥିଲେ ବି କଟିବ ନାହିଁ ଚାଲାଣ; ସରକାର ଜାରି କଲେ ନୂଆ ସର୍କୁଲାର

ସମଗ୍ର ଦେଶରେ ଏବେ ନୂଆ ମୋଟରଯାନ ଆଇନ ଚର୍ଚ୍ଚାରେ ରହିଛି। ସେପ୍ଟେମ୍ବର ୧ରୁ କେତେକ ରାଜ୍ୟଙ୍କୁ ଛାଡ଼ି ଦେଶର ଅଧିକାଂଶ ରାଜ୍ୟରେ ଏହି ନୂଆ ନିୟମ ଲାଗୁ କରି ଦିଆଯାଇଛି। ଏହି ନୂଆ ଟ୍ରାଫିକ୍‌ ନିୟମ ଉଲଂଘନ କଲେ ମୋଟା ଅଙ୍କର

କାର୍‌ ପାଇଁ ସ୍ତ୍ରୀ, କୁନିଝିଅକୁ ହତ୍ୟା କରିଥିଲେ ସକ୍ରଜିତ

ମାତ୍ର ୨ ବର୍ଷ ସାତ ମାସ ତଳେ ହୋଇଥିଲା ବିବାହ। ପାଖରେ ଦେଢ଼ ବର୍ଷର କୁନି ଝିଅ। ସ୍ବାମୀ ଉଚ୍ଚ ଦରମାପ୍ରାପ୍ତ ସରକାରୀ କର୍ମଚାରୀ ହୋଇଥିବାବେଳେ ପତ୍ନୀ ମଧ୍ୟ ଉଚ୍ଚଶିକ୍ଷିତା। ତେବେ ଅଧିକ ଯୌତୁକ ଦାବି କାରଣରୁ ଉଭୟଙ୍କ ଭିତରେ ବିଭିନ୍ନ

ଭୂକମ୍ପର ତାଣ୍ଡବ, 23 ମୃତ 300 ଆହତ

ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ସମେତ ଉତ୍ତର ଭାରତ ଏବଂ ପାକିସ୍ତାନର କିଛି ଅଞ୍ଚଳରେ ଆଜି ଭୂମିକମ୍ପର ତାଣ୍ଡବ ଦେଖିବାକୁ ମିଳିଛି। ଅପରାହ୍ଣ ୪.୩୫ ମିନିଟ୍‌ ସମୟରେ ପିଓକେରେ ଶକ୍ତିଶାଳୀ ଭୂକମ୍ପ ଝଟକା ବର୍ତ୍ତମାନ ୨୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ

ଅମିତାଭ ବଚ୍ଚନଙ୍କୁ ଦାଦା ସାହେବ୍‌ ଫାଲ୍‌କେ

ବଲିଉଡର ଶେହେନ୍‌ଶାହ ଅମିତାଭ ବଚ୍ଚନଙ୍କୁ ମିଳିବ ଭାରତର ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ଦାଦା ସାହେବ୍‌ ଫାଲ୍‌କେ । ଜୀବନ ବ୍ୟାପୀ ସାଧନା ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର

ତାମିଲ ସିନେମାରେ ପାରଳାଖେମୁଣ୍ଡି ଝିଅ

ରାଜ୍ୟ ପାଇଁ ଗର୍ବ ଆଣିଲେ ପାରଳାଖେମୁଣ୍ଡିର ଝିଅ। ତାମିଲ ସିନେମାରେ ଅଭିନୟ କରୁଛନ୍ତି। ତାହା ପୁଣି ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ସିନେମାରେ। ଆସନ୍ତା ଜାନୁଆରୀ ମାସରେ ମୁକ୍ତିଲା କରିବାକୁ ଥିବା ‘ଦରବାର’ର ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି ଓଡିଆ ଝିଅ। ଜଣେ

ଜୋର ଧରିଲା ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି, ବରଗଡରେ ସମସ୍ତ ସରକାରୀ ଅଫିସ ବନ୍ଦ

 ପଶ୍ଚିମ ଓଡିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ଜୋର ଧରିଛି । ବରଗଡ଼ ଜିଲ୍ଲା ଓକିଲ ସଂଘ ଆଜି ଜିଲ୍ଲାରେ ଥିବା ସମସ୍ତ ରାଜସ୍ବ ବିଭାଗର କାର୍ଯ୍ୟାଳୟଗୁଡ଼ିକୁ ବନ୍ଦ କରିଥିବା ଜଣାଯାଇଛି। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ

ରେଡ୍ କାରପେଟକୁ ନେଇ ପାକିସ୍ତାନରେ କହୁଳୁଛି ଅସନ୍ତୋଷ

ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡ କାରପେଟ ଓ ଇମରାନ ଖାନଙ୍କୁ ଡୋରମେଟ୍ ଦିଆଯିବା ପରେ ପାକିସ୍ତାନରେ ଇମରାନଙ୍କୁ କଡାସମାଲୋଚନାର ସାମ୍ନା କରିବାକୁ ପଡିଛି। ଏବେ ଆମେରିକାରେ ଅଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ରାଜଧାନୀ ଏକ୍ସପ୍ରେସ୍

ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି  ରାଜଧାନୀ ଏକ୍ସପ୍ରେସ୍ । ଦିଲ୍ଲୀ-ହାଓଡା ରାଜଧାନୀ ଏକ୍ସପ୍ରେସ୍ ଓ ମଗଧ ଏକ୍ସପ୍ରେସ୍ ଆଜି କାନପୁର ନିକଟରେ ଆସନ୍ନ ଦୁର୍ଘଟଣାରୁ ରକ୍ଷା ପାଇଯାଇଛି । ରେଳଧାରଣା ଭାଙ୍ଗି 14 ଇଞ୍ଚ ଦୀର୍ଘ ଏକ ଫାଟ ସୃଷ୍ଟି

ପୁଣି ଜନନୀ ଯନ୍ତ୍ରଣା, ଖଟିଆରେ ବୁହାହେଲେ ପ୍ରସୂତି

ପୁଣି ଜନନୀ ଯନ୍ତ୍ରଣା। ପୁଣି   ମାଆକୁ ଅସମ୍ମାନ। ଖଟିଆରେ ବୁହାହଲେ ପ୍ରସୂତି ।  ଗାଁକୁ  ନିତିଦିନିଆ ରାସ୍ତାଟିଏ ନଥିବାରୁ ପ୍ରସୂତି ଖଟିଆରେ ବୁହାହୋଇଛନ୍ତି । ଏହା କେଉଁ ଉପାନ୍ତ ଅଞ୍ଚଳର ଚିତ୍ର ନୁହେଁ  ବରଂ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଠାରୁ

କେନ୍ଦ୍ରୀୟ ଯୋଜନା ହଡପ ନେଇ ୨୭ରେ ବ୍ଲକ୍ ଓ ମ୍ୟୁନିସିପାଲିଟି ଘେରାଓ କରିବ ବିଜେପି

ରାଜ୍ୟ ସରକାର କ୍ରମାଗତ ଭାବରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ନିଜ ନାଁରେ କରି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି । ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉଥିବା ପକ୍କାଘର ସବୁକୁ ରାଜ୍ୟସରକାର ‘ବିଜୁ ପକ୍କା ଘର’ ଯୋଜନାରେ ହେଉଛି ବୋଲି

ଉଚ୍ଚ ଶିକ୍ଷା ବିଭାଗ କର୍ମଚାରୀଙ୍କୁ ଶୃଙ୍ଖଳା ଛାଟ, ଟିକେ ବିଳମ୍ବ ହେଲେ କଟିବ ଦରମା

ଏଣିକି ଠକି ପାରିବେନି କର୍ମଚାରୀ। ଡ୍ୟୁଟିରେ ଠକୁଥିବା କର୍ମଚାରୀ ସାବଧାନ। କର୍ମଚାରୀଙ୍କୁ ଜଗିବ ବାୟୋମେଟ୍ରିକ ମେସିନ। ଉଚ୍ଚ ଶିକ୍ଷା ବିଭାଗ କର୍ମଚାରୀଙ୍କ ପାଇଁ ନିୟମ କଡାକଡି କରାଯାଇଛି। କାର୍ଯ୍ୟାଳୟକୁ ଆସିବା ଏବଂ ଯିବା ସମୟରେ କର୍ମଚାରୀଙ୍କୁ ବାୟୋମେଟ୍ରିକ୍ ଦେବାକୁ ପଡିବ। ଯେଉଁ