Date: September 25, 2019

Total 19 Posts

ପାଣି ଟାଙ୍କିରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା

ମଧ୍ୟପ୍ରଦେଶ ଶିବପୁରୀ ଅଞ୍ଚଳରେ ମଙ୍ଗଳବାର ଜଣେ ଛାତ୍ରୀ ପାଣି ଟାଙ୍କି ଉପରୁ ଡେଇଁପଡ଼ି ଆତ୍ମହତ୍ୟା କରିଛନ୍ତି। ପୋଲିସ ତାଙ୍କୁ ଅଟକାଇବା ପାଇଁ ବହୁ ଚେଷ୍ଟା କରିବା ସତ୍ତ୍ୱେ ମଧ୍ୟ ବିଫଳ ହୋଇଛି। ମୃତ ଛାତ୍ରୀ ଜଣଙ୍କ ହେଉଛନ୍ତି ସାକ୍ଷୀ ତିଓ୍ବାରୀ(୧୭)। ସାକ୍ଷୀ

ସାଉଥ କମେଡିଆନ ବେଣୁ ମାଧବଙ୍କ ପରଲୋକ

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଅଗଧାଡ଼ିର କମେଡିଆନ ବେଣୁ ମାଧବଙ୍କ ପରଲୋକ ହୋଇଯାଇଛି।  ଦୀର୍ଘ ଦିନରୁ ବେଣୁ କିଡନୀ ଓ ଲିଭର ରୋଗରେ ଆକ୍ରାନ୍ତ ଥିଲେ। ମଙ୍ଗଳବାର ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ସିକନ୍ଦରାବାଦ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ବୁଧବାର

30 ରେ ନାମାଙ୍କନ ଦାଖଲ କରିବ ବିଜେଡି

 ବିଜେପୁର ଉପ ନିର୍ବାଚନ ଅକ୍ଟୋବର 21ରେ ମତଦାନ ହେବ । ଅକ୍ଟୋବର 24 ତାରିଖରେ ଭୋଟ ଗଣତି ହେବ ।  ଆଜି ବିଜେଡି ପକ୍ଷରୁ ବିଜେପୁର ଉପନିର୍ବାଚନ ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ କରାଯାଇ ସେଥିରେ ଆସନ୍ତା 30ତାରିଖରେ ନାମାଙ୍କନ ଦାଖଲ କରିବ

ଭାରତ ସହ ଆମେ ଯୁଦ୍ଧ କରିପାରିବୁନି- ଇମରାନ୍

କାଶ୍ମୀର ପ୍ରସଙ୍ଗରେ ହାର ମାନିଲେ ଇମରାନ ଖାନ। ପୁଣି ସେ ଆମେରିକାରେ କହିଛନ୍ତି ଆମେ ବାରତ ସହ ଯୁଦ୍ଧ କରିପାରିବୁନି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲୋଚନା ବେଳେ ସେ ଏପରି କହିଛନ୍ତି।  ଗତ କିଛି ଦିନ ଧରି

ଭଦ୍ରକରୁ ବିରଳ ପ୍ରଜାତିର ମାଛ ଉଦ୍ଧାର, 7 ଲକ୍ଷରେ ବିକ୍ରି

ଭଦ୍ରକ ଜିଲ୍ଲା ଧାମରାରୁ ଏକ ବିରଳ ପ୍ରଜାତିର ମାଛ ଉଦ୍ଧାର କରାଯାଇଛି। ଯାହାର ନାଁ ରହିଛି ‘ଡ୍ରୋନ୍ ସାଗର’ । ଏହା 7 ଲକ୍ଷ 49ହଜାର ଟଙ୍କାରେ ବିକ୍ରି ହୋଇଛି । ଚେନ୍ନାଇର ଜଣେ ବ୍ୟବସାୟୀ ଏହି ମାଛକୁ କିଣିଛନ୍ତି ।

ଟେଷ୍ଟ ଶୃଙ୍ଖଳାରୁ ବୁରା ଆଉଟ୍, ଯାଦବ ଇନ୍

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅକ୍ଟୋବର 2 ରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ଶୃଙ୍ଖଳାରୁ ବାଦ ପଡିଛନ୍ତି ଦଳର ପ୍ରମୁଖ ଦ୍ରୁତ ବୋଲର ଯଶପ୍ରୀତ ବୁମରା। ତାଙ୍କ ଅଣ୍ଟାରେ ଆଘାତ ଲାଗିଥିବାରୁ ସେ ଟେଷ୍ଟ ଶୃଙ୍ଖଳାରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ

ବିଜେପି ନେତା ଚିନ୍ମୟାନନ୍ଦ ମାମଲାରେ ପୀଡିତା ଗିରଫ

 ବିଜେପି ନେତା ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ପୀଡ଼ିତାଙ୍କୁ ଆଜି ସକାଳେ ପୁଲିସ୍ ଗରିଫ କରିଥିଲା। ଏହାପରେ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା। ଉତ୍ତରପ୍ରଦେଶ ଡିଜିପି ଓପି ସିଂହ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ପୀଡ଼ିତା ଚିନ୍ମୟାନ୍ଦଙ୍କୁ ପଇସା

ଫିଲ୍ମ ସୁଟିଂ ସରିବା ପରେ ହିରୋଇନଙ୍କ କପଡା କ’ଣ ହୁଏ…

ବଲିଉଡ ଫିଲ୍ମ ହେଉ କିମ୍ବା ଓଲିଉଡ ହିରୋଇନ ମାନେ ବିଭିନ୍ନ ପ୍ରକାର କପଡା ବ୍ୟବହାର କରନ୍ତି। ଅଲଗା ଅଲଗା ଡ୍ୟାନ୍ସରେ କିମ୍ବା ଗୀତରେ ରଙ୍ଗବେରଙ୍ଗର କପଡା ପିନ୍ଧନ୍ତି । ତେବେ ଏହି କପଡା ସବୁ କଣ ହୁଏ କେବେ ଭାବିଛନ୍ତି ।

ଆନ୍ଦୋଳନ କଲେ ସୁର ରାଉତରାୟ ଚିଡିଆଖାନାରେ ପଡିଲା ତାଲା

ହରିପିସ୍ ଭୂତାଣୁ ସଂକ୍ରମଣରେ ଏକ ମାସ ମଧ୍ୟରେ ନନ୍ଦନକାନନ ଚିଡ଼ିଆଖାନାରେ  4 ଟି ହାତୀ ଆଖି ବୁଜିଲେଣି । ନନ୍ଦନକାନନ ନିକଟରେ ଥିବା ଦାରୁଠେଙ୍ଗରେ ଡମ୍ପିଂୟାର୍ଡରୁ ହିଁ ସଂକ୍ରମଣ ବ୍ୟାପୁଥିବାରୁ ଅକାଳରେ ଜୀବଜନ୍ତୁ ମୃତ୍ୟୁମୁଖରେ ପଡ଼ୁଛନ୍ତି। ତେଣୁ ତୁରନ୍ତ ଏହାକୁ ସ୍ଥାନାନ୍ତରଣ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ଗ୍ଲୋବାଲ ଗୋଲକିପର୍ସ’ ଆଓ୍ବାର୍ଡ

ଭାରତରେ ସ୍ୱଚ୍ଛତା ଅଭିଯାନର ନେତୃତ୍ବ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ଗ୍ଲୋବାଲ ଗୋଲକିପର୍ସ’ ଆଓ୍ବାର୍ଡ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ଆଓ୍ୱାର୍ଡ ବିଲ ଏଣ୍ଡ ମିଲିଣ୍ଡା ଗେଟ୍‌ସ ଫାଉଣ୍ଡେସନ ପକ୍ଷରୁ ତାଙ୍କୁ ପ୍ରଦାନ କରାଯାଇଛି । ଏହି ଅବସରରେ ସେ

ଆତଙ୍କବାଦୀ ଟାର୍ଗେଟରେ ମୋଦି ଓ ଡୋଭାଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ଏକ ବିଦେଶୀ ଗୋଇନ୍ଦା ବିଭାଗ  ସଂସ୍ଥା ସୂଚନା ଦେଇଛନ୍ତି।  ଆତଙ୍କବାଦୀଙ୍କ ସ୍ବତନ୍ତ୍ର ସ୍କ୍ବାର୍ଡ ପ୍ରସ୍ତୁତ କରୁଛି ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ