latest

Date: September 25, 2019

Total 19 Posts

ଗୁଳି ଫୁଟାଇ ଟଙ୍କା ସୁନାଗହଣା ଟୁଟ୍

ଚୌଦ୍ବାର ରାଇସ ମିଲ ଛକର 55 ନଂ  ଜାତୀୟ ରାଜପଥ ନିକଟରୁ ଗୁଳି ଚଳାଇ ଟଙ୍କା ଓ ସୁନାଗହଣା ଲୁଟ ହୋଇଛି । ଏହି ଘଟଣାରେ ଦୁର୍ବୃତ୍ତମାନେ ଲାଲା ଲଳିତ ମୋହନ ସିଂହଙ୍କ ଉପରକୁ ଗୁଳି ଚଳାଇବାରୁ ସେ ଗୁରୁତର ଆହତ

ସଲମାନଙ୍କୁ ହତ୍ୟା ଧମକ !

ସୋସିଆଲ ମିଡିଆରେ ଜଣେ ଯୁବକ ସଲମାନଙ୍କୁ ହତ୍ୟା କରିବାକୁ ଧମକ ଦେଇଛନ୍ତି। ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ୨୭ ତାରିଖ ଜିଲା ଓ ଦୌରାଜଜ୍‌ କୋର୍ଟ, ଯୋଧପୁରରେ ଶୁଣାଣି ପାଇଁ ହାଜର ହେବାକୁ କୁହାଯାଇଛି। ହେଲେ ଶୁଣାଣି ପୂର୍ବରୁ ସଲମାନଙ୍କୁ ଜଣେ

ପାଇକ ବିଦ୍ରୋହକୁ ତେଲଗୁ ସିନେମାରେ ଅବମାନନା

 ୧୮୪୬ରେ ଆନ୍ଧ୍ରରେ ବ୍ରିଟିଶ୍ ବିରୋଧରେ ହୋଇଥିବା ବିଦ୍ରୋହକୁ ନେଇ ତେଲଗୁରେ ଏକ ହାଇଭୋଲଟେଜ୍ ଫିଲ୍ମ ନିର୍ମାଣ ହୋଇଛି । ଯାହାର ଟାଇଟଲ ରହିଛି ସାଏରା ନରସିହ୍ମା ରେଡ୍ଡୀ । ଆସନ୍ତା ଅକ୍ଟୋବର ୨, ଗାନ୍ଧି ଜୟନ୍ତୀରେ ରିଲିଜ୍ ହେବାକୁ ଯାଉଛି ଏହି

ଯଦି ଆପଣଙ୍କ ମାଂସପେଶୀରେ ଯନ୍ତ୍ରଣା ହେଉଛି, ତା’ହେଲେ ବିଟ ଲୁଣ ଖାଆନ୍ତୁ

ଆସନ୍ତୁ ଜାଣିବା ବିଟ ଲୁଣର ଉପକାରିତା ଓ ଅପକାରିତା ବିଷୟରେ। ୧. ଏଥିରେ ବହୁତ ମାତ୍ରାରେ ମିନେରାଲ୍ସ ରହିଥାଏ, ଯାହା କୋଷ୍ଠକାଠିନ୍ୟ, ଏସିଡିଟି ଓ ବାନ୍ତି ପରି ସମସ୍ୟାକୁ ଦୂର କରିବା ପାଇଁ ସାହାଯ୍ୟ କରିଥାଏ। ଏହିସବୁ ସମସ୍ୟା ଥିଲେ, ଲେମ୍ୱୁପାଣିରେ

ମାଡ଼ି ଆସୁଛି ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ହିକ୍କା’

ଶକ୍ତିଶାଳୀ ହୋଇ ମାଡ଼ି ଆସୁଛି ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ହିକ୍କା’। ଆଜି ଅପରାହ୍ଣ ସୁଦ୍ଧା ଓମାନ ଉପକୂଳରେ ଏହା ପହଞ୍ଚିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ପ୍ରବଳ ବର୍ଷା ହୋଇପାରେ। ଆଜି ଭୋର ସମୟରେ ଓମାନ ଉପକୂଳରୁ ୭୦ କିଲୋମିଟର ଦୂରରେ ଏହା

ବର୍ଷା କଲାଣି ବେଦମ, ଆହୁରି ବର୍ଷିବ, ବିଭିନ୍ନ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା

ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେଉଥିବା ବେଳେ ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି । ଆହୁରି 24 ଘଣ୍ଟା