latest

Date: September 27, 2019

Total 26 Posts

ବିମାନ ବନ୍ଦରର ନୁହେଁ, ଏହା ହେଉଛି ବରମୁଣ୍ଡା ବସ୍‌ଷ୍ଟାଣ୍ଡ

ଏ ଦୃଶ୍ୟ କୌଣସି ବିମାନ ବନ୍ଦରର ନୁହେଁ ବରଂ ଏହା ହେଉଛି ବରମୁଣ୍ଡା ବସ୍‌ଷ୍ଟାଣ୍ଡ। ଏପରି ଦିଶିବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ। କାରଣ ବରମୁଣ୍ଡା ବସ୍‌ଷ୍ଟାଣ୍ଡର ନବକଳେବର କରାଇବେ ରାଜ୍ୟ ସରକାର। ଏଥିପାଇଁ ୧୬୦ କୋଟି ୬୬ ଲକ୍ଷ ଟଙ୍କା ଖର୍ଚ୍ଚ ହେବ।

କେନ୍ଦ୍ରୀୟ ଯୋଜନା ହଡ଼ପ ପ୍ରତିବାଦରେ ରାଜ୍ୟବ୍ୟାପୀ ବିକ୍ଷୋଭ କଲା ବିଜେପି

କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ରାଜ୍ୟ ସରକାର ନିଜ ନାଁରେ କରି ଲୋକଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି। ଏହାର ପ୍ରତିବାଦରେ ରାଜ୍ୟ ବିଜେପି ପକ୍ଷରୁ ଆଜି ରାଜ୍ୟବ୍ୟାପୀ ସମସ୍ତ ବ୍ଲକ କାର୍ଯ୍ୟାଳୟ, ପୌର କାର୍ଯ୍ୟାଳୟ ଘେରାଉ କରାଯିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ

ଭାରତ ଦୁନିଆକୁ ଯୁଦ୍ଧ ନୁହେଁ ବୁଦ୍ଧ ଦେଇଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଳିତ ଜାତିସଂଘରରେ ଆତଙ୍କବାଦ ଉପରେ କଡ଼ା ଜବାବ ଦେଇଛନ୍ତି । ଭାରତ ଦୁନିଆକୁ ଯୁଦ୍ଧ ନୁହେଁ ବୁଦ୍ଧ ଦେଇଛି ବୋଲି କହିଛନ୍ତି ମୋଦି । ଶାନ୍ତି, ମୈତ୍ରୀର ବାର୍ତ୍ତା ଦେଇ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିବା

15ଦିନ ମଧ୍ୟରେ ଆର୍‌ଟିଓ ଅଫିସକୁ ଦଲାଲମୁକ୍ତ କର- ମୁଖ୍ୟମନ୍ତ୍ରୀ

ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଆର୍‌ଟିଓ କାର୍ଯ୍ୟାଳୟରେ ଭିଡ ଲାଗୁଛି। ଏହାର ଫାଇଦା ଉଠାଉଛନ୍ତି ଦଲାଲ। ବିଭିନ୍ନ କାର୍ଯ୍ୟ କରାଇଦେବା ନାମରେ ଦଲାଲମାନେ ସାଧାରଣଲୋକଙ୍କଠାରୁ ମୋଟା ଅଙ୍କର ଟଙ୍କା ନେଉଛନ୍ତି। ତେବେ

ଜୁନାଗଡ ଗଣଦୁଷ୍କର୍ମ ଘଟଣାରେ ବିଜେଡି ନେତାଙ୍କ ଲିଙ୍କ୍- ବିଜେପି

କଳାହାଣ୍ଡି ଜିଲା ଜୁନାଗଡ଼ ଗଣବଳାତ୍କାର ଘଟଣା ନୂଆ ମୋଡ଼ ନେଇଛି। ବିଜେଡି ନେତାଙ୍କ ଡ୍ରାଇଭର ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ। ପୀଡ଼ିତାଙ୍କ ବୟାନକୁ ଭିତ୍ତିକରି ଏଭଳି ସଂଗୀନ ଅଭିଯୋଗ ଆଣିଛି ଭାଜପା। ଏହି ଘଟଣାରେ ବିଜେଡି ନେତାଙ୍କ ଲିଙ୍କ୍‌ ଥିବା ଭାଜପା

ସିଂହଦ୍ୱାର ସାମ୍ନାରେ ଭକ୍ତଙ୍କୁ ତଣ୍ଟିଆ

ଭାରତରେ ଥିବା 4 ଧାମ  ମଧ୍ୟରୁ ଗୋଟିଏ ଧାମ ହେଉଛି ପୁରୀ । ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ପ୍ରତିଦିନ ଏଠାକୁ ହଜାର ହଜାର ଭକ୍ତ ଆସନ୍ତି। ମାନସିକ ଶାନ୍ତି ପାଇଁ ହାତ ଉପରକୁ ଟେକି ମହାପ୍ରଭୁଙ୍କୁ ଗୁହାରୀ କରନ୍ତି ।

ଦୁଷ୍କର୍ମ ପୀଡିତା ବୋଲି …

“ ଛୋଟ ଜାତିର ପିଲା ଆମ ଝିଅକୁ ଦୁଷ୍କର୍ମ କଲା। ଆମେ କେମିତି ତାକୁ ଗ୍ରହଣ କରିବୁ। ଆମ ଘରେ ଆଉ ଝିଅ, ପୁଅ ଅଛନ୍ତି। ଝିଅ ଆଶ୍ରମରେ ରହୁ। ଯଦି ସେ ଘରକୁ ଆସିବାକୁ ଇଚ୍ଛା କରିବ, ଅଲଗା ଆସି

ଟଙ୍କା କାରବାର ମାମଲାରେ ଶରଦ ପାଓ୍ୱାରଙ୍କୁ ଜେରା କରିବ ଇଡି

 ଶରଦ ପାୱାରଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାୟ ମନି ଲଣ୍ଡ୍ରିଂ ମାମଲାରେ ଜେରା କରିବ। ତାଙ୍କର ସମର୍ଥକମାନେ ହଙ୍ଗାମା କରିବା ଆଶଙ୍କାରେ କାର୍ଯ୍ୟାଳୟ ସମ୍ମୁଖରେ ୧୪୪ ଧାରା ଜାରି କରିଦିଆଯାଇଛି । ମହାରାଷ୍ଟ୍ର ସହକାରୀ ବ୍ୟାଙ୍କରେ ଦୁର୍ନିତୀ ମାମଲାରେ ଏନ୍‌ସିପି ପ୍ରମୁଖ ଶରଦ ପାୱାର,

ଭଦ୍ରକରେ ପ୍ଲାଷ୍ଟିକ୍ ଅଟା

ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ଲାଷ୍ଟିକ ଅଣ୍ଡା ଓ ଚାଉଳ ମିଳିବାପରେ ଏବେ ଭଦ୍ରକରେ ପ୍ଲାଷ୍ଟିକ ଅଟା ମିଳିବାଥିବା ଦେଖିବାକୁ ମିଳିଛି।  ସୂଚନାନୁସାରେ, ଭଦ୍ରକରେ ରାଣୀତାଲ ସରସତିଆ ଗାଁରେ ପ୍ଲାଷ୍ଟିକ ଅଟା ବିକ୍ରି ହେଉଥିବା ଘଟଣା ଦେଖାଦେଇଛି । ଜଣେ ବ୍ୟକ୍ତି ଘରେ

ଆକ୍ସନ ମୋଡ଼ରେ ମୁଖ୍ୟମନ୍ତ୍ରୀ, ହସ୍ପିଟାଲରେ ଧରପଗଡ, ଗୋଟିଏ ଦିନରେ ବନ୍ଧାହେଲେ 40 ଦଲାଲ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟର ସମସ୍ତ ହସ୍ପିଟାଲରେ ଚାଲିଛି ଦଲାଲ ଧରପଗଡ଼ । ସମସ୍ତ ଚିକିତ୍ସାଳୟରେ ଯାଞ୍ଚ କଡ଼ାକଡ଼ି କରାଯାଇଛି  ଦୁଇ ଦିନରେ ମୋଟ 40 ଜଣ ଦଲାଲ ଗିରଫ ହୋଇଛନ୍ତି ।  ସୂଚନା ମୁତାବକ, ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ହସ୍ପିଟାଲରେ

ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପିର ବିକ୍ଷୋଭ

କେନ୍ଦ୍ରୀୟ ଯୋଜନାକୁ ହଡ଼ପ କରି ରାଜ୍ୟ ସରକାର ନିଜ ନାଁରେ ନାମିତ କରି ଯେଉଁ ଚଞ୍ଚକତା ଦେଖାଇଛନ୍ତି । ଏହି ଅଭିଯୋଗ ଆଧାରରେ ରାଜ୍ୟ ଭାରତୀୟ ଜନତା ପାର୍ଟୀ ବିଜେଡ଼ି ସରକାର ବିରୋଧରେ ରଣ ହୁଂକାର ଦେଇଛି । ଆଜି ରାଜ୍ୟବ୍ୟାପି