latest

Date: September 28, 2019

Total 22 Posts

ବ୍ୟାୟାମ କରୁଥିବା ବେଳେ ପଡିଗଲେ ମାଡାମ୍- ଭିଡିଓ ହେଲା ଭାଇରାଲ

 ବ୍ୟାୟାମ କରୁଥିବା ବେଳେ ଅମୀର ଖାନ୍‌ଙ୍କ ଝିଅ ଇରା ପଡିଯାଇଥିଲେ । ଏହାପରେ ସେ ନିଜେ ଏହି ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଯେଉଁଥିରେ ବ୍ୟାୟାମ କରିବା ସମୟରେ ସେ ପଡ଼ିଯାଇଥିବା ନଜର ଆସିଛି। ଇରା ଜିମ୍‌ ସେଣ୍ଟରରେ ଏକ

କେନ୍ଦ୍ର ସରକାରୀ ଶ୍ରମିକଙ୍କ ମଜୁରି ୧ରୁ ବଢ଼ିବ

କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରାଳୟ ଅଧୀନ କେନ୍ଦ୍ରୀୟ ଶ୍ରମ ଆୟୁକ୍ତ କର୍ମଚାରୀମାନଙ୍କ ପରିବର୍ତ୍ତନୀୟ ମହଙ୍ଗା ଭତ୍ତା ସଂଶୋଧନ କରିଛନ୍ତି। ଏହାଫଳରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରତିଷ୍ଠାନରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ମଜୁରି ବୃଦ୍ଧି ପାଇବ। ଆସନ୍ତ ଅକ୍ଟୋବର ୧ ତାରିଖରୁ

ଟ୍ରେନ୍‌ ଧକ୍କାରେ ହାତୀ ଆହତ

ପଶ୍ଚିମବଙ୍ଗର ଜବଲପୁର ଜିଲ୍ଲା ଅନ୍ତର୍ଗତ ବନରହାଟ ଏବଂ ନଗ୍ରକଟା ରାସ୍ତାର ଦୂଆର୍ସ ଠାରେ ସିଲିଗୁଡ଼ି-ଧୁବ୍ରି ଇଣ୍ଟର୍‌ସିଟି ଏକ୍‌ସ୍ପ୍ରେସ୍‌ (୭୫୭୪୧ ଏସ୍‌ଜିୟୁଜେ-ଡିବିବି) ଧକ୍କାରେ ଗୋଟାଏ ହାତୀ ସାଙ୍ଘାତିକ ହୋଇଥିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି।ଘଟଣାଟି ସେପ୍ଟେମ୍ବର ୨୭ ତାରିଖ ସକାଳ ୮:

ଏକ ପରିବାରକୁ ବନ୍ଧକ ରଖିଛନ୍ତି ଆତଙ୍କୀ, ସେନା ଗୁଳିରେ 3 ଆତଙ୍କବାଦୀ ମୃତ

ଆଜ ଜମ୍ମୁ- କଶ୍ମୀରରେ ଆତଙ୍କବାଦୀମାନେ ଲଗାତାର ଗୁଳିବାରି  ଜାରିରଖିଛନ୍ତି। କାଶ୍ମୀରର ବିଭିନ୍ନ ସ୍ଥାନରେ ତିନିଥର ବିସ୍ଫୋରଣ ହୋଇସାରିଲାଣି। ଗତକାଲି ଜାତିସଂଘରେ ଇମ୍ରାନଖାନ ଭାରତ ବିରୋଧରେ ଯୁଦ୍ଧ କରିବା ଭଳି ଅଭିଭାଷଣ ରଖିଥିଲେ। ଏବେ ଦୁଇଟି ସ୍ଥାନରେ ଗୁଳିବିନିମୟ ଜାରି ରହିଥିବାବେଳେ ଅନ୍ୟଏକ

ସେଓ ଟ୍ରକ୍ ରେ ଆତଙ୍କୀ ପଠାଉଛି ପାକିସ୍ତାନ, ହରିୟାଣାରୁ ଧରିଲା ପୁଲିସ

ଜମ୍ମୁ-କଶ୍ମୀରରୁ ଧାରା 370 ହଟିବା ପରେ ପାକିସ୍ତାନ ଭାରତ ଉପରେ ପ୍ରତିଶୋଧ ନେବାପାଇଁ ବାରମ୍ବାର ଆତଙ୍କବାଦୀଙ୍କୁ ଭାରତ ପଠାଉଛି। କେବଳ ଏତିକି ନୁହେଁ ସୋସିଆଲ ମିଡିଆଠୁ ଆରମ୍ଭ କରି ବିଦେଶରେ ଭାରତକୁ ଅପମାନିତ କରିବା ପାଇଁ ପାକିସ୍ତାନ ସବୁପ୍ରକାର ଷଡଯନ୍ତ୍ର କରୁଛି।

ଏମିତି କରନ୍ତୁ ପିଣ୍ଡଦାନ, ପିତୃ-ମାତୃଦୋଷରୁ ମିଳିବ ମୁକ୍ତି

ଆଜି ଅମାବାସ୍ୟା। ଜନ୍ମକୁଣ୍ଡଳୀରେ ଥିବା ପିତୃଦୋଷ-ମାତୃଦୋଷରୁ ମୁକ୍ତ କରିବା ସହ ପିଣ୍ଡଦାନ, ଶ୍ରାଦ୍ଧ ନିମନ୍ତେ ଫଳଦାୟକ ବୋଲି କୁହାଯାଇଥାଏ। ଶାସ୍ତ୍ରରେ ଏହି ତିଥିକୁ ‘ସର୍ବପିତୃ ଶ୍ରାଦ୍ଧ’ ତିଥି ବୋଲି କୁହାଯାଇଥାଏ। ଅମାବାସ୍ୟା ଦିନ ପ୍ରତ୍ୟେକ ବ୍ୟକ୍ତି ଶ୍ରାଦ୍ଧ-ତର୍ପଣ କରି ପୁଣ୍ୟ ପ୍ରାପ୍ତି

ନିସ୍ତବ୍ଧ ରାତିରେ ଏହି ମନ୍ଦିରରେ କଥାବାର୍ତ୍ତା ହୁଅନ୍ତି ମୂର୍ତ୍ତି…

ବିଜ୍ଞାନ ଯୁଗରେ କୌଣସି କଥା ଅସମ୍ଭବ ନୁହେଁ। ତେବେ ମନ୍ଦିରରେ ମୂର୍ତ୍ତିଗୁଡିକ ମଣିଷ ପରି କଥା କହୁଥିବା ଶୁଣିଲେ ବିଶ୍ୱାସ ହୋଇ ନ ଥାଏ। ବିହାର ବସ୍ତାରଠାରେ ଥିବା ରାଜ ରାଜେଶ୍ୱରୀ ତ୍ରିପୁରା ସୁନ୍ଦରୀ ମନ୍ଦିରରେ ଏଭଳି ଘଟଣା ଘଟିଥାଏ ବୋଲି

ରାଜ୍ୟର ବିଭିନ୍ନ ହସ୍‌ପିଟାଲ୍-ଆରଟିଓ କାର୍ଯ୍ୟାଳୟରେ ପୁଲିସର ଚଢ଼ାଉ, ୭୫ ଦଲାଲ୍ ଗିରଫ୍

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ୍ ପରେ ରାଜ୍ୟର ବିଭିନ୍ନ ହସ୍‌ପିଟାଲ୍ ପରିସର ଓ ଆରଟିଓ କାର୍ଯ୍ୟାଳୟରେ ପୁଲିସ୍ ଅତର୍କିତ ଭାବେ ଚଢ଼ାଉ କରି ଶୁକ୍ରବାର ୭୫ ଜଣ ଦଲାଲଙ୍କୁ ଗିରଫ କରିଛି। ଦଲାଲ୍ ମାନେ ଗିରଫ ହେବା ନେଇ ପୁଲିସ୍ ମହାନିର୍ଦ୍ଦେଶକ

ନବରାତ୍ରିରେ କନ୍ୟା ପୂଜନ ପାଇଁ ଏକ ପୁଅକୁ କାହିଁକି ବସାଯାଇଥାଏ ?

ନବରାତ୍ରିରେ କନ୍ୟା ପୂଜନ ପାଇଁ କନ୍ୟାମାନଙ୍କୁ ନିଜ ଘରକୁ ଡାକି ତାଙ୍କର ସ୍ଵାଗତ କରାଯାଇଥାଏ । କନ୍ୟାକୁ ଦେବୀ ରୂପରେ ପୂଜା କରାଯାଇଥାଏ, କିନ୍ତୁ ଏହି କନ୍ୟାମାନଙ୍କ ମଧ୍ୟରେ ଏକ ପୁଅ ବି ବସିଥାଏ । କହିବାକୁ ଗଲେ ଏହି ପୂଜା

କ’ଣ ସତରେ ସରକାର ଜାରି କରିବେ ଡ଼ିଜିଟାଲ୍ ଆଇଡି କାର୍ଡ ? ଗୋଟିଏ କାର୍ଡରେ ହେବ ସବୁ କାମ ! 

ଭାରତର ପ୍ରତ୍ୟେକଟି ଲୋକ ନିଜ ପକେଟରେ ଆଧାର କାର୍ଡ,ପାନ୍ କାର୍ଡ , ଡିଏଲ୍ ,ଭୋଟର୍ ଆଇଡି କାର୍ଡ ଭଳି ଆହୁରି ଅନେକ କାର୍ଡ ଧରି ବୁଲିଥାଏ । ଆଜିର ସମୟରେ କେତେବେଳେ ,କେଉଁଠି ଏବଂ କେଉଁ ସମୟରେ ଏହି କାର୍ଡର ଆବଶ୍ୟକତା

ଖୋଲାରେ ଶୌଚ କରିବାରୁ ଦୁଇ ଜଣଙ୍କୁ ମୃତ୍ୟୁଦଣ୍ଡ

ମଧ୍ୟପ୍ରଦେଶର ଶିବପୁର ଜିଲ୍ଲା ଅନ୍ତର୍ଗତ ଭାବଖେଡ଼ି ଗ୍ରାମରେ ଦୁଇ ଜଣ ଦଳିତ ସଂପ୍ରଦାୟର ପିଲା ଜଣେ ବ୍ୟକ୍ତଙ୍କର ବାରି ପଟେ ଶୌଚ କରିବାରୁ ଉଭୟଙ୍କୁ ପିଟିପିଟି ହତ୍ୟା କରାଯାଇଛି । ମୃତକ ଦୁଇ ଜଣଙ୍କ ମଧ୍ୟରେ ଜଣେ ୧୧ ବର୍ଷର ବାଳକ