latest

Date: September 29, 2019

Total 18 Posts

ପାକିସ୍ତାନୀ ଖେଳାଳିଙ୍କ ଉପରେ ବର୍ଷିଲେ ଶିଖର ଧାଓ୍ଵନ

ଭାରତୀୟ ଦଳର ଓପନିଂ ବ୍ୟାଟସମ୍ୟାନ ଶିଖର ଧାଓ୍ଵନ  ପାକିସ୍ତାନୀ ଖେଳାଳିଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ଏକ ଟେଲିଭିଜନ କାର୍ଯ୍ୟକ୍ରମରେ ସାକ୍ଷାତକାର ସମୟରେ କହିଛନ୍ତି ଯେ ପାକିସ୍ତାନୀ ଖେଳାଳିଙ୍କୁ ଭାରତ ବିଷୟରେ କହିବା ପୂର୍ବରୁ ନିଜ ଦେଶର ସ୍ଥିତି ବିଷୟରେ

ମହାଳୟାରେ ମା’ ସମଲେଶ୍ବରୀଙ୍କ ଧବଳମୁଖୀ ବେଶ

ବର୍ଷ ସାରାର ସିନ୍ଦୂରବର୍ଣ୍ଣା ଉଜ୍ଜ୍ବଳ ତେଜକୁ ତ୍ୟାଗ କରି ଦୀପ୍ତିମନ୍ତ ଶ୍ବେତ ବର୍ଣ୍ଣ ଧାରଣ କରିଛନ୍ତି ଜଗତ୍‌ଜନନୀ। ମହାଳୟା ଅବସରରେ ଭକ୍ତଙ୍କୁ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି ସମ୍ବଲପୁରର ଅଧିଷ୍ଠତ୍ରୀ ଦେବୀ ମା’ ସମଲେଶ୍ବରୀ। ଶନିବାର ଶୁଭ୍ର ପ୍ରଲେପରେ ମାଆଙ୍କ ମୁଖମଣ୍ଡଳ

୪୦ଜଣ ସଦସ୍ୟଙ୍କୁ ଦଳରୁ ବାହାର କଲା ବିଜେପି

ଉତ୍ତରାଖଣ୍ଡ ୟୁନିଟ୍‌ରୁ ବିଜେପି ନିଜର ୪୦ଜଣ ସଦସ୍ୟଙ୍କୁ ବାହାର କରିଛି । ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ଦଳର ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଦଳରୁ ବହିଷ୍କାର ହୋଇଥିବା ସଦସ୍ୟଙ୍କ ଦଳ ବିରୋଧି ଗତିବିଧିକୁ ଦେଖି

ରାଜ୍‌ ଇଲେକ୍‌ଟ୍ରୋନିକ୍ସରେ ବାଏ ୱାନ୍ ଗେଟ୍ ଟୁ

ପୂଜା ଏବଂ ଦୀପାବଳି ଉପଲକ୍ଷେ ରାଜ୍‌ ଇଲେକ୍‌ଟ୍ରୋନିକ୍ସ ପକ୍ଷରୁ ଗ୍ରାହକଙ୍କ ପାଇଁ ‘ବାଏ ୱାନ୍ ଗେଟ୍ ଟୁ’ ଅଫର୍ ଘୋଷଣା କରାଯାଉଛି। ବଛା ବଛା ପ୍ରିମିୟମ ଉତ୍ପାଦ କ୍ରୟ କରୁଥିବା ଗ୍ରାହକମାନେ କମ୍ପାନି ଠାରୁ ଗୋଟିଏ ଉପହାର ପାଉଥିବାବେଳେ ରାଜ୍‌ ଇଲେକ୍‌ଟ୍ରୋନିକ୍ସ

ଚନ୍ଦ୍ରଯାନ-୨କୁ ନେଇ ଯୁବପୀଢିଙ୍କ ମଧ୍ୟରେ ଟାଟୁ କ୍ରେଜ୍

ନବରାତ୍ରୀର ଆଗମନ ହେଉ ହେଉ ଗରବା ଏବଂ ଦାଣ୍ଡିଆର ଧ୍ଵନିରେ ପ୍ରକମ୍ପିତ ହେଉଥିବା ବେଳେ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ, ଦିଲ୍ଲୀ ସହିତ ବହୁ ରାଜ୍ୟରେ ଏହି ଉତ୍ସବକୁ ବେଶ୍ ଧୂମଧାମରେ ପାଳନ କରାଯାଉଛି। ଗୋଟିଏ ପଟେ ପଶ୍ଚିମବଙ୍ଗରେ ଦେବୀଙ୍କର ପେଣ୍ଡାଲ ସଜ୍ଜା

ଓଡ଼ିଆ ଆଇଏଏସଙ୍କର ସରିଲା ଦୂରଦର୍ଶନ ଡିଜି ଦାୟିତ୍ୱ

ଦୂରଦର୍ଶନର ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱରେ ଥିବା ଓଡ଼ିଆ ଆଇଏଏସ ତଥା ତାମିଲନାଡୁ କ୍ୟାଡର ସୁପ୍ରିୟା ସାହୁଙ୍କର କାର୍ଯ୍ୟକାଳ ସରିଯାଇଛି | ୩ ବର୍ଷର କାର୍ଯ୍ୟକାଳ ଭିତରେ ସୁପ୍ରିୟା ଭାରତରେ ଡିଜିଟାଲ ଯୋଗାଯୋଗ ସହ ଘରେ ଘରେ ଦୂରଦର୍ଶନ ପହଞ୍ଚାଇବାରେ ପ୍ରମୁଖ ଭୂମିକା

ଲାଲୁ ପରିବାର ଉପରେ ନିର୍ଯ୍ୟାତନା ଅଭିଯୋଗ, ବୋହୂକୁ ଖାଇବାକୁ ଦେଉ ନାହାନ୍ତି ଶାଶୁ

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜପ୍ରତାପ ଯାଦବ ଓ ତାଙ୍କର ପତ୍ନୀ ଐଶ୍ଵର୍ଯ୍ୟାଙ୍କ ମଧ୍ୟରେ ପାରିବାରିକ କହଳ ଏବେ ଥାନା ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ତେଜପ୍ରତାପ ଯାଦବ ଓ ଐଶ୍ଵର୍ଯ୍ୟାଙ୍କ ମଧ୍ୟରେ ଗତ ଅନେକ ମାସ

ଆଉ ପ୍ଲାଷ୍ଟିକ ନୁହେଁ ଏବେ ବଜାରରେ ମିଳିବ ବାଉଁଶ ପ୍ରସ୍ତୁତ ବୋତଲ

ପ୍ଲାଷ୍ଟିକ ଯୋଗୁ ପରିବେଶ ପ୍ରଦୂଷଣରୁ ମୁକ୍ତି ଲାଗି ଏବେ ନୂଆ ନୂଆ ବିକଳ୍ପ ଚିନ୍ତା କରାଯାଉଛି। ଏଥିରେ ଖଦି ଓ ଗ୍ରମୋଦ୍ୟୋଗ ଆୟୋଗ ବାଉଁଶରେ ନିର୍ମିତ ବୋତଲ ପ୍ରସ୍ତୁତ କରିଛନ୍ତି। ଯାହା ପରିବେଶ ଉପଯୋଗୀ ହେବା ସହ ସ୍ୱାସ୍ଥ୍ୟ ଉପଯୋଗୀ ମଧ୍ୟ

ରାଉରକେଲାକୁ ଅତ୍ୟାଧୁନିକ ଷ୍ଟିଲ୍ କ୍ଲଷ୍ଟର କରିବା ଲକ୍ଷ୍ୟ – ଧର୍ମେନ୍ଦ୍ର ପ୍ରଧାନ

ରାଉରକେଲାରେ ଗୋଟିଏ ଅତ୍ୟାଧୁନିକ ଷ୍ଟିଲ୍ କ୍ଲଷ୍ଟର ବନାଇବାର ମଧ୍ୟ ଲକ୍ଷ୍ୟ ରହିଛି । ରାଉରକେଲା ଇସ୍ପାତ୍ କାରଖାନାକୁ ସଂପ୍ରସାରଣ କରାଯିବାର ଯୋଜନା ପ୍ରସ୍ତୁତ କରାଯାଇଛି । ସପ୍ତମ ବେତନ କମିଶନ ଅନୁସାରେ ଶ୍ରମିକ ମାନଙ୍କର ପାରିଶ୍ରମିକ ବୃଦ୍ଧି କରିବାକୁ ସେଲ୍କୁ ପରାମର୍ଶ

ନକଲି ଫେକ୍ ସାର୍ଟିଫିକେଟ୍ ଦେଇ ଚାକିରି କରୁଥିବା ବ୍ୟକ୍ତି ସାବଧାନ!

ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ (ଓସେପା) କର୍ମଚାରୀଙ୍କ ପାଇଁ ସତର୍କ ଘଣ୍ଟି। ଚାକିରି ସମୟରେ ଫେକ୍ ସାର୍ଟିଫିକେଟ୍ ଦେଇଥିଲେ ରୁଜୁ ହେବ ମାମଲା। ଏନେଇ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭୁପେନ୍ଦ୍ର ସିଂ ପୁନିଆ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି।

ସନତ ଗଡତିଆ ହେଲେ ଦଳୀୟ ପ୍ରାର୍ଥୀ

କେନ୍ଦ୍ରୀୟ ନିର୍ବାଚନ କମିଟିର ନିଷ୍ପତିକ୍ରମେ ଓଡିଶାରେ ହେବାକୁ  ଥିବା (୨) ବିଜେପୁର ବିଧାନସଭା ଉପ ନିର୍ବାଚନ ପାଇଁ ସନତ ଗଡତିଆଙ୍କ ନାମ ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଶ୍ରୀ ଜେ.ପି.ନଡ୍ଡା ଘୋଷଣା କରିଛନ୍ତି । ଏକ ପ୍ରେସ ବିଜ୍ଞପ୍ତିରେ ରାଜ୍ୟ ଗଣମାଧ୍ୟମ ବିଭାଗ