latest

Month: October 2019

Total 423 Posts

ଝାରସୁଗୁଡ଼ାରେ ଡାଇରିଆ : ଜଣଙ୍କର ମୃତ୍ୟୁ

ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ କନକତୋରା ପଞ୍ଚାୟତର କୁହାକୁଣ୍ଡା ଗାମରେ ଡାଇରିଆ ବ୍ୟାପି ୧୬ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବାର ଖବର ମିଳିଛି। ସେମାନଙ୍କ ଭିତରୁ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି।, ପ୍ରାୟ ୧୦ ଦିନତଳେ ଏହି ଗ୍ରାମରେ କେତେକ ଲୋକ ଡାଇରିଆରେ

ବିଜେଡି ବିଜୁବାବୁଙ୍କ ଆଦର୍ଶରେ ବିଶ୍ୱାସ କରେ

ଏକମାସ ଧରି ଚାଲିଥିବା ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରାର ଆଜି ହେଉଛି ଅନ୍ତିମ ଦି। ଏହି ଅବସରରେ ଭୁବନେଶ୍ୱର ସାଲିଆ ସାହିରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି  ବିଜେଡ଼ି  ବିଜୁବାବୁଙ୍କ ଆଦର୍ଶରେ ବିଶ୍ୱାସ କରେ ।

5ଟି କୁ ସମାଲୋଚନା କଲେ ସୁର ରାଉତରାୟ

ନବୀନ ସରକାରଙ୍କ 5 ଟିକୁ  ସମାଲୋଚନା କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ। 5 ଟିକୁ ଟି ନା ଚା ବୋଲି କହି ସୁର କଟାକ୍ଷ କରିଛନ୍ତି।  ରାଜ୍ୟରେ ସରକାରୀ ବ୍ୟବସ୍ଥାକୁ କିଭଳି ଭାବରେ ସାଧାରଣ ଲୋକଙ୍କ ନିକଟରେ ସହଜରେ

ଆଗାମୀ 6 ଘଣ୍ଟାରେ ଆସୁଛି ବାତ୍ୟା ‘ମହା’

 ଆରବ ସାଗରରେ ସୃଷ୍ଟ ଏହି ସାଇକ୍ଲୋନିକ ଷ୍ଟର୍ମ (ଘୂର୍ଣ୍ଣି ଝଡ଼) ଏବେ କବରଟ୍ଟୀ(ଲାକ୍ଷାଦ୍ୱୀପ)ର ଉତ୍ତର- ଉତ୍ତର ପୂର୍ବରେ କେନ୍ଦ୍ରୀଭୂତ ହୋଇଛି। ଏହାର ନାଁ ‘ମହା’ ରଖାଯାଇଛି। ଆସନ୍ତା 12 ଘଣ୍ଟା ମଧ୍ୟରେ ଧୀରେ ଧୀରେ ଏହା ଲାକ୍ଷାଦ୍ୱୀପ ଦ୍ୱୀପ ଆଡ଼କୁ ଗତି

ଜମ୍ମୁ କଶ୍ମୀରର ଉପରାଜ୍ୟପାଳ ଭାବରେ ଶପଥ ନେଲେ ଓଡ଼ିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁ

 ଜମ୍ମୁ କଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବରେ ଶପଥ ନେଇଛନ୍ତି ଓଡ଼ିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁ। ଜମ୍ମୁ କଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ଗୀତା ମିତ୍ତଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମୟୂରଭଞ୍ଜ ବେତନଟୀରେ ଜନ୍ମିତ ଏହି

ସାଙ୍ଗକୁ ବଞ୍ଚାଇବାକୁ କୁମ୍ଭୀର ଉପରକୁ ଡିଆଁ ମାରିଲେ ନାବାଳିକା , ଆଉ ତା’ ପରେ …

ଜିମ୍ବାଓ୍ୱେରେ ସେତେବେଳେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେତେବେଳେ ଜଣେ 11ବର୍ଷିୟ ନାବାଳିକା ସାଙ୍ଗ ପାଇଁ କୁମ୍ଭୀର ସହ ଲଢାଇ କରିଥିଲେ । ଏହି ଘଟଣା ଘଟିଛି ଜିମ୍ବାଓ୍ୱେ ସହରର ସିଣ୍ଡ୍ରିଲା ଗାଁରେ ।  କୁମ୍ଭୀର ସହ ଲଢାଇ କରି ନିଜ ସାଙ୍ଗର

କାମ୍ୟାଙ୍କ ବୋଲ୍ଡ ଫଟୋ ଭାଇରାଲ

ଟିଭି ଅଭିନେତ୍ରୀ କାମ୍ୟା ପଞ୍ଜାବୀ ଏବେ ସୋସିଆଲ ମିଡିଆରେ ଆଗଧାଡିରେ ଅଛନ୍ତି। କାମ୍ୟାଙ୍କ ବୋଲ୍ଟ ଫଟୋକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛି । କମ୍ୟା  ଛୁଟିଦିନ କଟାଇବାପାଇଁ ଦୁବାଇ ଯାଇ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ବୋଲ୍ଡ ଫଟୋ ଉଠାଇଛନ୍ତି।

ହେଲା ସମାଧାନ, ଫଡନାବିସ୍ ହେବେ ମୁଖ୍ୟମନ୍ତ୍ରୀ

ମହାରାଷ୍ଟ୍ରର ମହାଡ଼୍ରାମା ଶେଷ ହୋଇଛି । ବିଜେପି ଓ ଶିବସେନା ଉଭୟ ରାଜି ହୋଇଛନ୍ତି ସରକାର ଗଠନ କରିବା ପାଇଁ । ଆଉ ଏହାକୁ ସମ୍ଭବ କରିଛନ୍ତି ବିଜେପିର ଚାଣକ୍ୟ ଅମିତ ଶାହା । ବିଜେପିର ଦେବେନ୍ଦ୍ର ଫଡ଼ନାବିସ 5ବର୍ଷ ପାଇଁ

ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ 2 ବର୍ଷ ହେଲା କର୍ମଚାରୀଙ୍କୁ ମିଳିନି ଦରମା, ଆଜି କାର୍ଯ୍ୟବନ୍ଦ ଆନ୍ଦୋଳନ

ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀଙ୍କୁ ଦୁଇବର୍ଷ ହେଲା ଦରମା ମିଳିନି । ବାଧ୍ୟହୋଇ ଆସି ସେମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି।   ବାରମ୍ବାର ଦାବି କରିବା ପରେ ମଧ୍ୟ ସିଡିଏମ୍‌ଓ ହାତ ଟେକି ଦେଉଛନ୍ତି ବୋଲି କର୍ମଚାରୀମାନେ କହିଛନ୍ତି । ଫଳରେ

‘ରନ ଫର ୟୁନିଟି’କୁ ଶୁବାରମ୍ଭ କଲେ ଶାହା

 ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ 144ତମ ଜୟନ୍ତୀ ଅବସରରେ ମେଜର ଧ୍ୟାନଚାନ୍ଦ ନ୍ୟାସନାଲ ଷ୍ଟାଡିୟମରେ ‘ରନ ଫର ୟୁନିଟି’ ଦୌଡ଼କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ  କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ, ହରଦୀପ

ବାଗଦାଦି ନିହତର ଭିଡିଓ ଜାରିକଲା ଆମେରିକା, ଦେଖନ୍ତୁ ଭିଡିଓ

ଆମେରିକା ସେନା ବିଶ୍ୱସ୍ତରୀୟ ଆତଙ୍କବାଦୀ ତଥା ଇସଲାମିକ ଷ୍ଟେଟ(ଆଇଏସ)ର ମୁଖ୍ୟ ଅବୁ ବକର ଅଲ-ବଗଦାଦୀକୁ ମାରିଛି। ଅନ୍ତରାଷ୍ଟ୍ରୀୟ ନିୟମ ଅନୁସାରେ ତାକୁ ସମୁଦ୍ର ଭିତରେ ସମାଧି ଦିଆଯାଇଛି । ଏହା ସହିତ ବାଗଦାଦୀ ବିରୋଧରେ ହୋଇଥିବା ଅପରେସନ୍‌ର ଫଟୋ ଓ ଭିଡ଼ିଓ