latest

Date: October 1, 2019

Total 24 Posts

ବିଜେପି 125 ଓ ଶିବସେନା 124 ପ୍ରାର୍ଥୀଙ୍କ ନାମ ଘୋଷଣା

ଭାରତୀୟ ଜନତାପାର୍ଟି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ 125 ପ୍ରାର୍ଥୀଙ୍କ ଲିଷ୍ଟ ଜାରି କରିଛି। ସେହିପରି ଶିବସେନା ମହାରାଷ୍ଟ୍ର ନିର୍ବାଚନ ପାଇଁ 124 ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ବିଜେପି ମହାରାଷ୍ଟ୍ର ନିର୍ବାଚନ ପାଇଁ  12 ବିଧାୟକଙ୍କୁ ଟିକଟ ଦେଇନାହିଁ।

ବିନା ଟିକଟରେ ସ୍କୁଲ ପିଲା ବୁଲିପାରିବେ ଭିତରକନିକା

 ଏଣିକି ଛାତ୍ରଛାତ୍ରୀମାନେ ନିଶୁଳ୍କରେ ଭିତରକନିକା ବୁଲି ପାରିବେ। ତିନୋଟି ଜାତୀୟ ଛୁଟି ଦିବସ ଗାନ୍ଧି ଜୟନ୍ତୀ, ସ୍ବାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସରେ ଭିତରକନିକା ପରିଦର୍ଶନ ପାଇଁ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ଦେବାକୁ ପଡିବନି କୌଣସି ଫି। ଛାତ୍ରଛାତ୍ରୀଙ୍କୁ ମାଗଣା

ଗୋଟିଏ ଘଣ୍ଟାରେ କେତେ ଟଙ୍କା ପାଆନ୍ତି ସୁନ୍ଦର ପିଚାଇ ?

 ସମଗ୍ର ବିଶ୍ୱରେ ପ୍ରସିଦ୍ଧ ସର୍ଚ୍ଚ ଇଞ୍ଜିନ୍ ଗୁଗଲର ସିଇଓ ଜଣେ ଭାରତୀୟ । ତାଙ୍କ ନାଁ ହେଉଛି ସୁନ୍ଦର ପିଚାଇ। ସେ ଗୁଗଲକୁ ଏକ ସ୍ୱତନ୍ତ୍ର ସ୍ଥାନରେ ପହଞ୍ଚାଇଛନ୍ତି। ସେଥିପାଇଁ ଗତଦୁଇ ବର୍ଷରୁ ସୁନ୍ଦର ପିଚାଇ ବିଶ୍ବରେ ସବୁଠୁ ଅଧିକ ବେଶୀ

ଓଡିଶାର କିଏ ଏହି ବିସ୍ମୟ ବାଳକ, 6 ବର୍ଷ ବୟସରେ ତିଆରି କଲେଣି ଦେଢଶହ ଆପ୍

ମାତ୍ର 6 ବର୍ଷ ବୟସରେ ତିଆରି କଲେଣି ଦେଢଶହ ଆପ । ବିଶ୍ବାସ ନହେଲେ ମଧ୍ୟ ସତ। ଖେଳଦୁଦ ବୟଲରେ ବୈକ୍ଷାନିକ ହେବାର ଲକ୍ଷ। ଆମେ କହୁଛୁ ବଲାଙ୍ଗୀର ର 6 ବର୍ଷର ଜଣେ ଶିଶୁଙ୍କ କଥା । ଯେ ଏବେ

ପିଲାଚୋର ଭାବି ବାନ୍ଧିକି ବାଡେଇଲେ

 ପିଲା ଚୋର ଭାବି ଜଣେ ଯୁବକଙ୍କୁ ନିସ୍ତୁକ ମାଡ ହୋଇଛି । ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା  କୁଆଁରମୁଣ୍ଡା କଚାରୁ ପଞ୍ଚାୟତର ଚଟକଟୋଳା ଗାଁରେ ଏଭିଳି ଘଟଣା ଦେଖିବାକୁ ମିଳିଛି।  ସୂଚନା ମୁତାବକ ଯୁବକଜଣକ ବୁଲୁବୁଲୁ ଚଟକଟୋଳା ଗାଁ ଭିତରକୁ ପଶି

ସୁନା ଦର କମିଲା ୩ ହଜାର

ଆଗକୁ ବଡ଼ ପର୍ବ ଦଶହରା। ଅନ୍ତର୍ଜାତୀୟ ବଜାରରେ ସୁନା ଦର କମିବା ଖବର ଗ୍ରାହକମାଦଙ୍କୁ କିଛି ମାତ୍ରାରେ ଆନନ୍ଦିତ କରିଛି ନିଶ୍ଚୟ। ଗତ ଦୁଇ ଦିନ ମଧ୍ୟରେ ସୁନା ଦର ୧୦ ଗ୍ରାମ ପିଛା ୯୦୦ ଟଙ୍କା କମିଥିବା ସୂଚନା ରହିଛି।

ଲାଞ୍ଚନେଇ ଧରାପଡିଲେ ଏସ୍ଆଇ

ଲାଞ୍ଚ ନେଇ ଧରାପଡିଲେ ଏସଆଇ।   10 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବାଲିଅନ୍ତା ଥାନା ଅଧୀନ ବାଳକାଟି ଫାଣ୍ଡି ଏସ୍‌ଆଇ ଦେବେନ୍ଦ୍ର ସାହୁ। ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଗତକାଲି ଦେବେନ୍ଦ୍ର ବାଣୀବିହାରସ୍ଥିତ ଏକ ମଲ୍‌ରେ

ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା

ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ସୁପ୍ରିମକୋର୍ଟ ଝଟକା ଦେଇଛନ୍ତି । ଏକ ମାମଲାରେ ଭୁଲ ତଥ୍ୟ ଦେଇଥିବାରୁ ସୁପ୍ରିମକୋର୍ଟ ତାଙ୍କୁ କ୍ଲିନଚିଟ୍ ଦେବାରୁ ବାଦ୍ ଦେଇଛନ୍ତି । ଫଡନାଭିସ ହଲଫମାନେକୁ ନେଇ ଭଲ ତଥ୍ୟ ଦେଇଥିଲେ। ଏହି ଅଭିଯୋଗରେ

ଏସ୍‌ ଜୟଶଙ୍କରକୁ ସମାଲୋଚନା କଲେ ରାହୁଲ ଗାନ୍ଧୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାଉଡି ମୋଦୀ କାର୍ଯ୍ୟକ୍ରମରେ ଟ୍ରମ୍ପ ସରକାରଙ୍କୁ ସମର୍ଥନ କରି ଅବ୍‌କି ବାର ଟ୍ରମ୍ପ ସରକାର ସ୍ଲୋଗାନ ଦେଇଥିଲେ । ଏହାଉପରେ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଦେଇଥିବା ମନ୍ତବ୍ୟକୁ ତୀବ୍ର ସମାଲୋଚନା କରିଛନ୍ତି  ରାହୁଲ ଗାନ୍ଧୀ । ଏଥିସହ

ଜାତିସଂଘର ମହିଳା ଅଧିକାରୀଙ୍କୁ ବଦଳାଇଲେ ଇମ୍ରାନ ଖାନ୍

ଜାତିସଂଘରେ ଥିବା ପାକିସ୍ତାନର ସ୍ଥାୟୀ ସଦସ୍ୟ ମାହେଲା ଲୋଧିଙ୍କୁ ଇମ୍ରାନ୍‌ ଖାନ୍‌ ସରକାର ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି । ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଜାତିସଂଘର ସାଧାରଣ ପରିଷଦରେ ଯୋଗଦେଇ କଶ୍ମୀର ପ୍ରସଙ୍ଗରେ ଭାରତକୁ ଟାର୍ଗେଟ କରିଥିଲେ । ଭାରତ

ଚିକିତ୍ସାପାଇଁ ଇଂଲଣ୍ଡ ଯିବେ ବୁମରା, 3ରୁ 6 ମାସ ଲାଗିପାରେ

ଭାରତୀୟ କ୍ରିକେଟ ଟିମର ଦୃତ ବୋଲର ଜସପ୍ରିତ ବୁମରା ନିଜ ଚିକିତ୍ସା ପାଇଁ ଲଂଣ୍ଡନ ଯିବେ । ତାଙ୍କ କମରରେ ଆଘାତ ଲାଗିଥିବାରୁ ସେ 3ରୁ 6 ମାସ ସମୟ ଲାଗିବ । ଏଥିପାଇଁ ଆସନ୍ତାକାଲି ହେବାକୁ ଥିବା ଟେଷ୍ଟ ମ୍ୟାଚରେ