latest

ବିଜେପି 125 ଓ ଶିବସେନା 124 ପ୍ରାର୍ଥୀଙ୍କ ନାମ ଘୋଷଣା

Spread the love

ଭାରତୀୟ ଜନତାପାର୍ଟି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ 125 ପ୍ରାର୍ଥୀଙ୍କ ଲିଷ୍ଟ ଜାରି କରିଛି। ସେହିପରି ଶିବସେନା ମହାରାଷ୍ଟ୍ର ନିର୍ବାଚନ ପାଇଁ 124 ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ବିଜେପି ମହାରାଷ୍ଟ୍ର ନିର୍ବାଚନ ପାଇଁ  12 ବିଧାୟକଙ୍କୁ ଟିକଟ ଦେଇନାହିଁ। ହେଲେ 91 ବିଧାୟକଙ୍କୁ ପୁଣିଥରେ ଟିକଟ ମିଳିଛି।  ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ନାଗପୁର ସାଉଥ ଓ୍ବେଷ୍ଟର ନିର୍ବାଚନ ଲଢିବେ।  

Tags: