latest

ଚିକିତ୍ସାପାଇଁ ଇଂଲଣ୍ଡ ଯିବେ ବୁମରା, 3ରୁ 6 ମାସ ଲାଗିପାରେ

Spread the love

ଭାରତୀୟ କ୍ରିକେଟ ଟିମର ଦୃତ ବୋଲର ଜସପ୍ରିତ ବୁମରା ନିଜ ଚିକିତ୍ସା ପାଇଁ ଲଂଣ୍ଡନ ଯିବେ । ତାଙ୍କ କମରରେ ଆଘାତ ଲାଗିଥିବାରୁ ସେ 3ରୁ 6 ମାସ ସମୟ ଲାଗିବ । ଏଥିପାଇଁ ଆସନ୍ତାକାଲି ହେବାକୁ ଥିବା ଟେଷ୍ଟ ମ୍ୟାଚରେ ତାଙ୍କୁ ବାଦ ଦିଆଯାଇଛି । ଏହାସହ ବଂଲାଦେଶ ବିପକ୍ଷ ମ୍ୟାଚରେ ମଧ୍ୟ ସେ ଖେଲିବେ ନାହିଁ । ଗତ ସେଢେ ତିନିବର୍ଷ କ୍ୟାରିୟରରେ ସେ ଲମ୍ବାସମୟ ପାଇଁ ଟିମରୁ ବାହାରେ ରହିବେ ।  ବିସିସିଆଇର ଜଣେ ଅଧିକାରୀ କରିଛନ୍ତି ଷ୍ଟ୍ରେସ୍ ଫ୍ୟାକ୍ଚର ଚିକିତ୍ସା ପାଇଁ ତାଙ୍କୁ ବିସିସିଆଇ ଇଂଲଣ୍ଡ ପଠାଉଛି । ଏହି ଅବସରରେ ଏନସିଏ ଫିଜିଓଥେରାପି ଆଶିଷ କୌଶଳ ତାଙ୍କ ସହ ରହିବେ। ବିସିସିଆଇ ତିନି ଜଣ ବିଶେଷଜ୍ଞଙ୍କ ରାୟ ନେବାକୁ ଅନୁମତି ଦେଇଛନ୍ତି ।

 

Tags: