latest

Date: October 2, 2019

Total 15 Posts

ଫାୟାର ସେଫଟି ନଥିବାରୁ ପୁଣି ବନ୍ଦ ହେବ ଡ୍ୟାନ୍ସ ବାର୍

View: 420 ପୁଣି ବନ୍ଦ ହେବ ଡ୍ୟାନ୍ସ ବାର୍ । ଭୁବନେଶ୍ବରରେ ଚାଲିଥିବା ଡ୍ୟାନ୍ସ ବାର୍ ପୁଣି ବନ୍ଦ ହେବା ନେଇ ନିଷ୍ପତ୍ତି ନିଆଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଡ୍ୟାନ୍ସ ବାର୍ ବନ୍ଦ ରଖିବାକୁ ପୋଲିସ ମହାନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି

ପୁଣି ଡାକ୍ତର ହେଲେ କଂଗ୍ରେସ ବିଧାୟକ

View: 863 ଜନପ୍ରତିନିଧି ଭାବେ ଲୋକଙ୍କ ସେବା କରିବା ପରେ ଏବେ ଡାକ୍ତର ଭାବେ ସେବା ଆରମ୍ଭ କରିଛନ୍ତି ତଳସରାର ପୂର୍ବତନ ବିଧାୟକ ପ୍ରଫୁଲ ମାଝୀ । ଡା.ପ୍ରଫୁଲ ମାଝୀ କେବଳ ସୁନ୍ଦରଗଡ ଜିଲ୍ଲା ପାଇଁ ନୁହେଁ ସାରା ଓଡିଶା ପାଇଁ

ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

View: 1,554  ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ପଦଯାତ୍ରାରେ ଲୋକଙ୍କୁ ଭେଟି ସମସ୍ୟା ବୁଝିବାକୁ ନିର୍ଦ୍ଦେଶ ଦେବା ସହ ସରକାରଙ୍କ ଭଲ କାମ ଲୋକଙ୍କ ପାଖରେ ପହଞ୍ଚାଇବାକୁ

ଗାନ୍ଧୀ ଜୟନ୍ତୀ ଅବସରରେ ମୁକ୍ତ ହେଲେ ଜମ୍ମୁର ଗୃହବନ୍ଦୀ ନେତା

View: 1,318 ଦୁଇ ମାସପରେ ଜମ୍ମୁ-କଶ୍ମୀର ପ୍ରଶାସନ ଅଟକ ରଖିଥିବା ଜମ୍ମୁର ପ୍ରାୟ ସମସ୍ତ ରାଜନେତାଙ୍କୁ ଗୃହବନ୍ଦୀରୁ ଆଜି ମୁକ୍ତି ଦେଇଛି। ନ୍ୟାଶନାଲ କନଫରେନ୍ସ, କଂଗ୍ରେସ ଓ ଜମ୍ମୁ-କଶ୍ମୀର ନ୍ୟାଶନାଲ ପ୍ୟାନ୍ଥର୍ସ ପାର୍ଟି (ଜେକେଏନପିପି)ର ସମସ୍ତ ରାଜନେତାଙ୍କୁ ଆଜି ପ୍ରଶାସନ ଛାଡ଼ିଦେଇଛି।

ନଈ କୂଳର ସେ ଗାଁ କଥା ମନେ ପଡୁଛି

View: 2,789 ପ୍ରକୃତିର ଏହି ବିରାଟ ଅଂଶରେ ଗଢି  ଉଠିଛି ବିରାଟ  ଜୀବଜଗତ । ଏଠି ସମସ୍ତଙ୍କୁ ବଞ୍ଚିବାର ଅଧିକାର ଅଛି  । ଏଇଠି ଆରମ୍ଭ ହୋଇ ଏଇଠି ବିଲୀନ ହୋଇଯାଏ ଅନେକ କାହାଣୀ  ।  ପ୍ରେମ, ଭଲ ପାଇବା, ରାଗ,

ଜିରୋ ଫିଗର କରିବାକୁ ଚେଷ୍ଟାକରୁଛନ୍ତି କି, ଧ୍ୟାନ ଦିଅନ୍ତୁ ନହେଲେ ଭୋଗି ପାରନ୍ତି ଏପରି ଦଶା

View: 1,236 ଆଜିକାଲି ଝିଅମାନେ ସ୍ଲିମ୍‌ ଟ୍ରିମ ଫିଗର ବନାଇବାକୁ ଇଚ୍ଛା ରଖିଥାନ୍ତି। ଏଥିପାଇଁ ଝିଅମାନେ ଖାଇବା ପିଇବା ଛାଡିଦିଅନ୍ତି। ହେଲେ ସେମାନେ ଧ୍ୟାନ ଦିଅନ୍ତି ନାହିଁ ଯେ, ଏହା ତାଙ୍କ ଶରୀର ଉପରେ କେତେ ଖରାପ ପ୍ରବାବ ପକାଇବ। ୟୁକେର

ଆସନ୍ତା ସପ୍ତାହରେ ଭାରତ ଆସିବେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ

View: 2,022 ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସିବେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ । ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ଚେନ୍ନାଇ ନିକଟରେ ଥିବା ମହାବଳିପୁରମ ଗସ୍ତ କରିବେ । ସେଠାରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଦ୍ୱିତୀୟଥର ପାଇଁ ଅଣଆନୁଷ୍ଠାନିକ

ଦାଦାଗିରି ମହଙ୍ଗା ପଡିଲା, ଗିରଫ ହେଲେ ବିଜେଡି ନେତା

View: 2,078  କର୍ତ୍ତବ୍ୟରତ ପୁଲିସ୍‌କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଝାରସୁଗୁଡା ବିଜେଡି ଉପସଭାପତି ଶମ୍ଭୁ ମହାନ୍ତି ଗିରଫ ହୋଇଛନ୍ତି। ଗତକାଲି ରାତିରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ନିଜ ଗାଡ଼ିରେ ଯାଉଥିଲେ। ମାତ୍ର ସେ ସିଟ୍‌ ବେଲ୍‌ଟ୍‌ ବାନ୍ଧି ନଥିଲେ। ବେଲ୍‌ପାହାଡ଼

ଆଜିଠାରୁ ଆରମ୍ଭ ହେବ ‘ମୋ ସରକାର’ ଯୋଜନା

View: 151 ଆସନ୍ତା କାଲି ଠାରୁ ଆରମ୍ଭ ହେଉଛି ‘ମୋ ସରକାର’ ଯୋଜନା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହିଦନଗର ଥାନା ଓ କ୍ୟାପିଟାଲ ହସ୍ପିଟାଲରୁ ଏହି ଯୋଜନାର ଶୁଭାରମ୍ଭ କରିବେ। ସିଧାସଳଖ ଅଭିଯୋଗକରୀଙ୍କ ସହ ଫୋନରେ ମୁଖ୍ୟମନ୍ତ୍ରୀ ଏହି ଥାନା ଓ

ଛତୁ ଖାଇ ୪ ଅସୁସ୍ଥ

View: 4,382 ଛତୁ ତରକାରି ଖାଇଥିବା କାରଣରୁ ମଙ୍ଗଳବାର ସନ୍ଧ୍ୟାବେଳେ ଉତ୍ତରବାଙ୍କୀ ଅନ୍ତର୍ଗତ ଘୋଡ଼ାବର ଗ୍ରାମରେ ଗୋଟିଏ ପରିବାରର ଚାରି ଜଣ ସଦସ୍ୟ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେ ଛତୁଗୁଡ଼ିକ ବିଷାକ୍ତ ବୋଲି କୁହାଯାଉଛି। ସେମାନେ ହେଉଛନ୍ତି କଣ୍ଡୁରୀ

ଆଜିଠାରୁ ‘କିଟ୍’ରେ ବିଶ୍ବ କବି ମହାକୁମ୍ଭ

View: 62 କିଟ୍‌ରେ ଅନୁଷ୍ଠିତ ହେବ ‘ବିଶ୍ୱ କବି ମହାକୁମ୍ଭ’। ଅକ୍ଟୋବର ୨ରୁ ୬ ତାରିଖ ପର୍ଯ୍ୟନ୍ତ ବିଶ୍ବର ଏହି ସର୍ବବୃହତ୍‌ କବି ମହାକୁମ୍ଭରେ ୮୨ଟି ଦେଶରୁ ୧ହଜାର କବି ଓ ପ୍ରତିନିଧି ଅଂଶଗ୍ରହଣ କରିବେ। ଓଡ଼ିଶାରୁ ମଧ୍ୟ ୫ଶହ କବି