Date: October 3, 2019

Total 20 Posts

ସାମ୍ବାଦିକଙ୍କ ପାଟି ଶୁଣି ରାଗି ଗଲେ ଆଲିଆ

ସବୁବେଳେ ନିଜ ଫିଲ୍ମ ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ସାମ୍ବାଦିକମାନଙ୍କୁ ଚୁପ୍‌ କରାଇବାକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଗାନ୍ଧୀ ଜୟନ୍ତୀ ଅବସରରେ ସେ ଏକ ଡାକ୍ତରଖାନାରେ ଆୟୋଜିତ କରାଯାଇଥିବା ଇଭେଣ୍ଟକୁ ଯୋଗ

‘କ୍ରିକେଟ୍ର’ର ବିକାଶ ପାଇଁ କ୍ରୀଡ଼ା ସାମ୍ବାଦିକଙ୍କ ସହଯୋଗ ଚାହିଁଲେ ଓସିଏ ସମ୍ପାଦକ

ରାଜ୍ୟରେ କ୍ରିକେଟର ବିକାଶ ପାଇଁ ଆମ ନୂଆ ଟିମ୍‌ ଖୁବ୍‌ ନିଷ୍ଠାର ସହ କାମ କରିବାକୁ ନିଷ୍ପତ୍ତି ନେଇଛି। ତୃଣମୂଳ ସ୍ତରରୁ ପ୍ରତିଭାଙ୍କ ବିକାଶ ସହ ଏକାଡେମୀ ସ୍ଥାପନ କରିବା ଏବଂ କ୍ରିକେଟ ଭିତ୍ତିଭୂମିର ଉନ୍ନତି ପାଇଁ ଆମେ କାମ କରିବାକୁ

ସୁନା ୩୯,୧୧୫ ଟଙ୍କାରେ ପହଞ୍ଚିଲା

ଭାରତୀୟ ବଜାରରେ ସୁନାଦର ଆଜି ୧୦ ଗ୍ରାମ ପିଛା ୩୫୦ ଟଙ୍କା ବୃଦ୍ଧି ପାଇ ୩୯,୧୧୫ ଟଙ୍କାରେ ପହଞ୍ଚିଛି । ସେହିପରି ରୁପାଦର କିଲୋଗ୍ରାମ ପିଛା ୧୬୩୦ ଟଙ୍କା ବୃଦ୍ଧି ପାଇ ୪୭,୫୮୦ ଟଙ୍କାରେ ପହଞ୍ଚିଛି । ଦେଶରେ ପାର୍ବଣ ଋତୁ

୧୨୦ ଜଣ ପାଇବେ ନିଜାମଙ୍କ ସଂପତ୍ତି

ଲଣ୍ଡନର ନାଟେଓ୍ଵଷ୍ଟ ବ୍ୟାଙ୍କରେ ଗଚ୍ଛିତ ଥିବା ହାଇଦ୍ରାବାଦ ନିଜାମଙ୍କ ପ୍ରାୟ ୩୫ ନିୟୁତ ପାଉଣ୍ଡ (୩୦୬ କୋଟି ଟଙ୍କା ) ନିଜାମଙ୍କ ଉତ୍ତରାଧିକାରୀମାନେ ପାଇବେ ବୋଲି ଗତ କାଲି ବ୍ରିଟିଶ ହାଇକୋର୍ଟ ରାୟ ଶୁଣାଇଥିଲେ । ଏହା ପରେ କେଉଁମାନେ ଏହି

ପ୍ୟାରିସ୍‌ର ପୁଲିସ ମୁଖ୍ୟାଳୟରେ ୪ଜଣ ପୁଲିସକର୍ମୀଙ୍କୁ ହତ୍ୟା

ପ୍ୟାରିସ୍‌ରେ ଥିବା ପୁଲିସ ମୁଖ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି । ୪ ଜଣ ପୁଲିସକର୍ମୀଙ୍କୁ ଜଣେ ପ୍ରଶାସକ ଛୁରୀ ଭୁସି ହତ୍ୟା କରିବା ଖବର ଏବେ ଆଲୋଚନାର ବିଷୟ ପାଲଟିଛି । ଘଟଣାସ୍ଥଳରେ ୪ଜଣ ପୁଲିସକର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ

୬୫ ତମ ବିଶ୍ଵ ବନ୍ୟପ୍ରାଣୀ ସପ୍ତାହ ପାଳିତ

ନନ୍ଦନକାନନରେ ୬୫ ତମ ବିଶ୍ଵ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି ।ନନ୍ଦନକାନନର ଉପ ନିର୍ଦ୍ଦେଶକ ଜୟନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ଶଶି ପଲ ଯୋଗ ଦେଇଥିଲେ| ସେଞ୍ଚୁରିଆନ ଇୟୁନିଭରସିଟିର ପ୍ରାଣୀବିଜ୍ଞାନ ବିଭାଗର ମୁଖ୍ୟ ଡ଼ ଶିବ ପରିଡ଼ା ଓ

ଆଇଏଏସ୍‌ ସ୍ତରରେ ଅଦଳ ବଦଳ

ରାଜ୍ୟ ସରକାର ଗୁରୁବାର ବରିଷ୍ଠ ଆଇଏଏସ୍‌ ସ୍ତରରେ ଅଦଳ ବଦଳ କରିଛନ୍ତି। ସାଧାରଣ ପ୍ରଶାସନ ତରଫରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ସୁରେନ୍ଦ୍ର କୁମାରଙ୍କୁ ଜଳ ସଂପଦ ବିଭାଗରେ ନିଯୁକ୍ତି ମିଳିଥିବା ବେଳେ ସୁଶିଲ କୁମାର ଲୋହାନି ମୁଖ୍ୟ ନିର୍ବାଚନ ଅଧିକାରୀ

ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ କଥା ହେଲେ ନବୀନ

ବିଗତ କିଛି ଦିନ ହେବ ବିହାରରେ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବନ୍ୟା ପରିସ୍ଥିତି ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି। ନବୀନ ବିହାରରେ ବନ୍ୟା

45 ବର୍ଷ ରାଜନୀତି କ୍ୟାରିୟର ସମାପ୍ତ

ଦାମ ରାଉତ ରାଜନୀତିରୁ ସନ୍ୟାସ ନେଇଛନ୍ତି। ଫଳରେ ତାଙ୍କ 45 ବର୍ଷ ରାଜନୀତି କ୍ୟାରିୟର ସମାପ୍ତ ହୋଇଛି। ନିର୍ବାଚନ ଲଢିବାକୁ ଆଉ ବୟସ ନାହିଁ, କିନ୍ତୁ ବଞ୍ଚିଥିବା ଥିବା ଯାଏ ଲୋକଙ୍କ ପାଇଁ ସେବା କରିବି ବୋଲି ସେ କହିଛନ୍ତି। ଗତ

ନବରାତ୍ରର ପଞ୍ଚମ ଦିନରେ ମା’ଙ୍କୁ ସ୍କନ୍ଦମାତା ରୂପରେ ପୂଜା କରାଯାଏ

ନବରାତ୍ରର ପଞ୍ଚମ ଦିନରେ ମା’ଙ୍କୁ ସ୍କନ୍ଦମାତା ରୂପରେ ପୂଜା କରାଯାଏ। ଏହି ରୂପରେ ଦୁର୍ଗାମା’ କାର୍ତ୍ତିକେୟ (ସ୍କନ୍ଦ)ଙ୍କ ଜନନୀ ହୋଇଥିବା କାରଣରୁ ତାଙ୍କୁ ସ୍କନ୍ଦମାତା କୁହାଯାଏ। ସ୍କନ୍ଦମାତା ନିଜ କୋଳରେ କାର୍ତ୍ତିକେୟଙ୍କୁ ଧରିଥିବା ରୂପରେ ଦେଖିବାକୁ ମିଳେ। ସ୍କନ୍ଦମାତାଙ୍କୁ ପୂଜା କରିବା

ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷୟିତ୍ରୀ

ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷୟିତ୍ରୀ । ଭୁବନେଶ୍ୱର ୟୁନିଟ ୬ ସିଟି ଟ୍ରେନିଂ ସ୍କୁଲର ଶିକ୍ଷୟିତ୍ରୀ ତିଳୋତମା ମହାନ୍ତିଙ୍କ ଘରେ ଭିଜିଲାନ୍ସ ରେଡ କରିଛି । ଏକକାଳୀନ ୩ ଟି ଘରେ ରେଡ କରୁଛି ଭିଜିଲାନ୍ସ । ଚଢାଉ ବେଳେ ୩୬