latest

Date: October 4, 2019

Total 21 Posts

ପତ୍ନୀଦେଲା ଧୋକା, ବୟଫ୍ରେଣ୍ଡ ଠାରୁ ସ୍ୱାମୀ ଆଦାୟ କଲେ 6 କୋଟି ଟଙ୍କା

View: 694 ପତ୍ନୀଠାରୁ ଧୋକାଖାଇ ଜଣେ ବ୍ୟକ୍ତି ତାଙ୍କ ପୁରୁଷ ବନ୍ଧୁଙ୍କ ଉପରେ ମାମଲା ରୁଜୁ କରିଛନ୍ତି। ଏହି ଘଟଣା ଆମେରିକାର ଉତ୍ତର କରୋଲିନାରେ ଘଟିଛି। କେବିନ ହାଓ୍ବର୍ଡ ନାମକ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ପୁରୁଷବନ୍ଧୁଙ୍କ ଉପରେ ମାମଲା ରୁଜୁ କରିଛନ୍ତି

ଭୁବନେଶ୍ୱରରୁ ବୃଦ୍ଧି ପାଇବ ଘରୋଇ ବିମାନ ସେବା

View: 461 ଭୁବନେଶ୍ୱରରୁ ଘରୋଇ ବିମାନ ସେବା ବୃଦ୍ଧି ପାଇବ। ଆସନ୍ତା ୨୮ ତାରିଖରୁ ଭୁବନେଶ୍ୱରରୁ ବାଙ୍ଗାଲୋରକୁ ଦୁଇଟି ଏୟାର ଏସିଆ ବିମାନ ଉଡିବ। ସେହିଭଳି ହ୍ରାଇଦ୍ରାବାଦ ଏବଂ କୋଲକାତାକୁ ଗୋଟିଏ ଲେଖାଏ ନୂଆ ବିମାନ ଉଡିବା ନେଇ ଭୁବନେଶ୍ୱର ବିଜୁ

ପୁରୀରେ ହବିଷ୍ୟାଳୀ ପାଇଁ ପ୍ରସ୍ତୁତି

View: 1,798 ପାଖେଇ ଆସୁଛି କାର୍ତ୍ତିକ ମାସ । ଆଉ ଦିନ କେଇଟା ପରେ ପୁରୀରେ ହବିଷ୍ୟାଳୀଙ୍କ ଭିଡ଼ ଜମିବ । ଏବେଠାରୁ ହବିଷ୍ୟାଳୀମାନେ କିଏ କେଉଁଠି ରହିବେ, କେଉଁଠି କିଭଳି ସୁବିଧା ସୁଯୋଗ ରହିଛି ସବୁକୁ ତର୍ଜମା କରି ନିଜ

ଦାଢି କାଟି ବାରିକ ଗିରଫ

View: 1,655 ପାକିସ୍ତାନରେ ଅଜବ ନିୟମ। ଦାଢିକାଟିବାରୁ 4 ଜଣ ବାରିକଙ୍କି ଗିରଫ କରାଯାଇଛି । ପାକିସ୍ତାନରେ ଯୁବକମାନେ ନିଜ ଇଚ୍ଛାରେ ଦାଢ଼ି କାଟି ପାରିବେ ନାହିଁ ବୋଲି ପାକିସ୍ତାନ ପ୍ରଶାସନ କଡ଼ା ନିର୍ଦେଶ ଦେଇଛନ୍ତି। 🇵🇰Pakistanis forced to grow

ବାଲାକୋଟରେ ହୋଇଥିବା ଏୟାର ଷ୍ଟ୍ରାଇକ୍ ର ଭିଡିଓ ଜାରିକଲା ବାୟୁସେନା, ଦେଖନ୍ତୁ…

View: 1,652  ଚଳିତବର୍ଷ ଫେବୃଆରୀ 27 ରେ  ଆତଙ୍କବାଦୀଙ୍କ ଆଡା ଉପରେ ଭାରତୀୟ ବାୟୁସେନା କରିଥିବା ଆକ୍ରମଣର ଭିଡିଓ ଜାରି ହୋଇଛି ।  ଭାରତୀୟ ବାୟୁସେନା ମାଡ଼ କରିଥିବା ଏକ ମିସାଇଲ ହିଁ ଏମଆଇ-17 ହେଲିକପ୍ଟରକୁ ଧ୍ୱଂସ କରିଦେଇଥିଲା। ଏଥିଯୋଗୁ ବାୟୁସେନା

କଂଗ୍ରେସ ଛାଡିବାର ଧମକ ଦେଲେ ସଞ୍ଜୟ ନିପୁପମ୍

View: 347 କଂଗ୍ରେସର ବରିଷ୍ଠ ନେତା ତଥା ମୁମ୍ବାଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସଞ୍ଜୟ ନିରୁପମ ଦଳ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ମୁମ୍ବାଇ ବିଧାନସଭା ନିର୍ବାଚନରେ କଂଗ୍ରେସ ପାଇଁ ସେ ପ୍ରଚାର କରିବେ ନାହିଁ ।

ନନ୍ଦନକାନନରେ ହାତୀ ମଡକ

View: 758 ହରପିସ୍ ଭାଇରସ୍ ଆତଙ୍କ ବଢ଼ିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ହାତୀ ଆଖି ବୁଜିବାରେ ଲାଗିଛନ୍ତି । ହାତୀ ପରେ ମାଈ ଜଳହସ୍ତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ନନ୍ଦନକାନନରେ ହାତୀମଡକ  ଥମିବାର ନାଁ ଧରୁନି। ହରପିସ୍ ଭୂତାଣୁରେ

ବଦଳୁ ଥିବା ଋତୁରେ ପିଲାଙ୍କ ଯତ୍ନ

View: 5,854 ଋତୁ ଚକ୍ରରେ ପରିବର୍ତ୍ତନ ସହ ଏହାର ପ୍ରଭାବ ଛୋଟ ଶିଶୁଙ୍କ ଉପରେ ପଡ଼ିଥାଏ । ଥଣ୍ଡା, ଜ୍ୱରଠାରୁ ଆରମ୍ଭ କରି ଛୋଟମୋଟ ରୋଗ ଦେଖାଯାଇଥାଏ । ତେଣୁ ଏହି ସମୟରେ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ଦୃଷ୍ଟି ଦେବା

ଦାଣ୍ଡିଆ ନାଇଟ୍‍ ମେକଅପ୍‍ ଟିପ୍ସ

View: 450 ଦାଣ୍ଡିଆ ନାଇଟ୍‍ ମେକଅପ୍‍ ମଧ୍ୟ ଆପଣଙ୍କ ପୋଷାକ ଭଳି କିଛି ଭିନ୍ନ ହେବା ଦରକାର । ଯାହା ଏହି ଉତ୍ସବର ମୁହୂର୍ତ୍ତକୁ କରିଥାଏ ଆହୁରି ରଙ୍ଗିନ । ଦାଣ୍ଡିଆ ଏବଂ ଗରବା ଡ୍ୟାନ୍ସ ଉପଭୋଗ କରିବାର ଅର୍ଥ ହୃଦୟରୁ

ତେଜସ୍ ଏକ୍ସପ୍ରେସରେ ଯାତ୍ରା କରିବାକୁ ଚାହୁଁଛନ୍ତି କି ? ପଢି ନିଅନ୍ତୁ କେମିତି କରିବେ ବୁକିଂ

View: 449 ଲକ୍ଷୌରୁ ନୂଆଦିଲ୍ଲୀ କୁ ଚଳାଚଳ କରିବା ପାଇଁ ଦେଶର ପ୍ରଥମ ଘରୋଇ ଆଇଆରସିଟିସି  ତେଜସ ଏକ୍ସପ୍ରେସକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଶୁଭାରମ୍ଭ କରିଛନ୍ତି । ଏହି ଟ୍ରେନର ଚଳାଚଳ ଦାୟିତ୍ବ ଭାରତ  ଆଇଆରସିଟିସି  କରିବ। ଶୁକ୍ରବାର

ଆଜି ଅଭିନେତ୍ରୀ ସୋହାଙ୍କ ଜନ୍ମଦିନ

View: 9,200 ଆଜି ହେଉଛି ବଲିଉଡର ଜଣାଶୁଣା ଅଭିନେତ୍ରୀ ସୋହା ଅଲ୍ଲୀ ଖାନଙ୍କ ଜନ୍ମଦିନ। ସୋହା ଶର୍ମିଲା ଟାଗୋରଙ୍କ ଝିଅ ଓ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଭଉଣୀ ଭାବେ ଅଧିକ ପରିଚିତ। ତାଙ୍କର ଆଉ ଏକ ପରିଚୟ ହେଲା ଯେ ସୋହା