latest

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଜେପିର 4ର୍ଥ ଲିଷ୍ଟ ଜାରି

Spread the love

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଜେପିର ତରଫୁରି 4ର୍ଥ ଲିଷ୍ଟ ଜାରି ହୋଇଛି । ଏଥିରେ 7ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ବିଜେପରିର ଏହି ଲିଷ୍ଟରେ ତିନ ବଡନେତା ଏକନାଥ ଖଡସେ, ବିନୋଦ ତାବଡ ଏବଂ ପ୍ରକାଶ ମେହେତାଙ୍କ ନାମ ଘୋଷଣା ହୋଇଛି । ଆଜି ନାମାଙ୍କନ ଦାଖଲ କରିବାର ଶେଷ  ତାରିଖ ରହିଛି । ପ୍ରକାଶ ଥାଉକି, ମହାରାଷ୍ଟ୍ର ଓ ହରିୟାଣାରେ ବିଧାନସଭା ନିର୍ବାଚନ ଗୋଟିଏ ଦିନରେ ହେବ।

ହରିୟାଣାରେ 90 ସିଟ୍ ପାଇଁ ନିର୍ବାଚନ ହେବ । ଏଠାରେ ମନୋହରଲାଲ ଖଟ୍ଟରଙ୍କ ନେତୃତ୍ୱରେ ସରକାର ଚାଲିଛି । ହରିୟାଣାରେ ବିଧାନସଭା କାର୍ଯ୍ୟକାଳ 2 ନଭେମ୍ବରକୁ ଶେଷ ହେଉଛି । ଦୁଇ ରାଜ୍ୟରେ ଗତଥର 20 ସେପ୍ଟେମ୍ବରକୁ ନିର୍ବାଚନ ତାରିଖ ଘୋଷଣା ହୋଇଥିଲା । 15 ଅକ୍ଟୋବରକୁ ଭୋଟଗ୍ରହଣ ହୋଇଥିଲା ।

 

Tags: