latest

କଂଗ୍ରେସ ଛାଡିବାର ଧମକ ଦେଲେ ସଞ୍ଜୟ ନିପୁପମ୍

Spread the love

କଂଗ୍ରେସର ବରିଷ୍ଠ ନେତା ତଥା ମୁମ୍ବାଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସଞ୍ଜୟ ନିରୁପମ ଦଳ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ମୁମ୍ବାଇ ବିଧାନସଭା ନିର୍ବାଚନରେ କଂଗ୍ରେସ ପାଇଁ ସେ ପ୍ରଚାର କରିବେ ନାହିଁ । ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଆଉ କଂଗ୍ରେସ ଦଳରେ ବେଶିଦିନ ରହିହେବ ନାହିଁ । ଦଳ ତାଙ୍କ ବିରୋଧରେ ଷଡଯନ୍ତ୍ର କରୁଛି । ଦଳରୁ ତାଙ୍କ ଅଲଗା କରିବାକୁ ଚଷ୍ଟା କରିବାକୁ ଉଦ୍ୟମ କରାଯାଉଛି। ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ  ସଞ୍ଜୟ ନିରୁପମ କହିଛନ୍ତି କଂଗ୍ରେସକୁ ଆଉ ତାଙ୍କ ଆବଶ୍ୟକ ନାହିଁ । ତେଣୁ ତାଙ୍କୁ ଚଳିତ ବିଧାନସବାରେ ଗୋଟିଏ ଟିକଟ ମଧ୍ୟ ଦିଆଯାଇନାହିଁ ।

Tags: