latest

Date: October 5, 2019

Total 10 Posts

ଏବେ କାହିଁକି କାନ୍ଦୁଛନ୍ତି କମେଡି କୁଇନ୍ ଭାରତୀ ସିଂ…

View: 1,055 କମେଡି କୁଇନ ଭାରତୀ ସିଂଙ୍କ ଏକ ଭିଡିଓ ଭାଇରାଲ ହୋଇଛି । ଏଥିରେ ସେ କାନ୍ଦିଥିବା ଦେଖିବାକୁ ମିଳିଛି । ଦିନେ ଯିଏ ଦର୍ଶକଙ୍କୁ ହସାଇ ହସାଇ ବେଦମ କରୁଥିଲେ ଆଜି ସେ କାହିଁକି କାନ୍ଦୁଛନ୍ତି । କୁହାଯାଉଛି

ପ୍ରଧାନମନ୍ତ୍ରୀଙ୍କ ସହ ମା’ ଦୁର୍ଗାଙ୍କୁ ପୂଜାକଲେ ଏହି ସୁପରପାଓ୍ୱାର

View: 2,017 ସାରାଦେଶରେ ଦୁର୍ଗତିନାସିନି ମା’ ଦୁର୍ଗାଙ୍କ ପୂଜା ବେଶ ଆଡମ୍ବର ସହକାରେ ପୂଜା କରାଯାଉଛି । ଏହି ଅବସରରେ ମା’ ଦୁର୍ଗାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବହୁ ବଡବଡ ଲୋକମାନେ ପୂଜା କରିଛନ୍ତି । ଶ୍ରୀ ମୋଦି ଅହମ୍ମଦାବାଦ

ଉଠିଲା ନିୟମ, ଏକ ସଙ୍ଗେ ରହିପାରିବେ ଯୁବକ ଓ ଯୁବତୀ

View: 1,897 ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ନିମନ୍ତେ ନୂତନ ଭିସା ନୀତି ପ୍ରଣୟନ କରିବା ପରେ ରକ୍ଷଣଶୀଳ ମୁସଲମାନ ରାଜ୍ୟ ସାଉଦି ଆରବ ଏବେ ବିଦେଶୀ ପୁରୁଷ ଓ ନାରୀମାନଙ୍କୁ ହୋଟେଲ ରୁମ୍‌ ସେୟାର୍‌ କରିବାକୁ ଅନୁମତି ଦେଇଛି। ସେ ପୁରୁଷ

ଆଜିଠାରୁ ଉତ୍ତର ଓ ଉପକୂଳ ଓଡିଶାରେ ହୋଇପାରେ ବର୍ଷା

View: 1,280 ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଉପରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ପାଗରେ ପରିବର୍ତ୍ତନ ଆସିବ । ଆସନ୍ତାକାଲିଠାରୁ ବର୍ଷା ପରିମାଣ ବଢ଼ିବ । ଆସନ୍ତା ୮ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ

ଏଣିକି ଅଧ୍ୟାପକ ଓ ବିଦ୍ୟାର୍ଥୀ କରିବେ ବ୍ୟାୟାମ

View: 8,369 ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦ୍ବାରା ଦେଶର ଉଚ୍ଚଶିକ୍ଷା ସଂସ୍ଥାନମାନଙ୍କରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ସହ ସେମାନଙ୍କ ସ୍ବାସ୍ଥ୍ୟ କିଭଳି ଉତ୍ତମ ରହିବ, ସେ ନେଇ ଏକ ଫିଟନେସ୍ ଯୋଜନା ପ୍ରସ୍ତୁତ କରାଯାଇଛି। ଉଚ୍ଚ ଶିକ୍ଷା ସଂସ୍ଥାନମାନଙ୍କରେ

ଅନଶନ ଭାଙ୍ଗିଲେ ନୀଳଗିରି ବିଧାୟକ

View: 6,080 ବାଲେଶ୍ଵର ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ବିଳମ୍ବିତ ରାତିରେ ଅନଶନ ସ୍ଥଳରେ ପହଞ୍ଚି ବିଧାୟକ ସୁକାନ୍ତ ନାୟକଙ୍କୁ ପ୍ରତିଶ୍ରୃତି ଦେବା ପରେ ସେ ଅନଶନ ଭାଙ୍ଗିଛନ୍ତି । ଏହାସହ ଭଙ୍ଗା ଯାଇଥିବା ମୋହରିର ଚାଳିଆକୁ ବୁଲି ଦେଖିଥିଲେ । ତଦନ୍ତ

ଯାତ୍ରୀ ଭିଡ଼କୁ ଏଡ଼ାଇବା ପାଇଁ ସ୍ୱତନ୍ତ୍ର ଟ୍ରେନ୍‍ ଚଳାଚଳ ଓ ଅତିରିକ୍ତ ବଗି ସଂଯୋଗ

View: 5,672 ପୂଜା ଛୁଟି ସମୟରେ ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ପୂର୍ବତଟ ରେଳପଥ ଓ ଏହା ମଧ୍ୟ ଦେଇ ଦେଶର ବିଭିନ୍ନ ପ୍ରାନ୍ତକୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳର ବ୍ୟବସ୍ଥା କରାଯାଇଛି। ଏଥିସହ ନିୟମିତ ଟ୍ରେନଗୁଡିକରେ

ଶ୍ରୀମନ୍ଦିରରେ ଆସନ୍ତା ୯ରୁ କ‌ାର୍ତ୍ତିକ ନୀତି

View: 5,966 କାର୍ତ୍ତିକ ବ୍ରତ ପାଇଁ ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ଓ ନୀତି ସବ୍‌କମିଟିର ନୀତି ଚୂଡ଼ାନ୍ତ ହୋଇଛି। ହବିଷ୍ୟାଳୀଙ୍କ ସୁବିଧା ପାଇଁ ଭୋର ୪ଟାରୁ ଦ୍ବାରଫିଟା ନୀତି ଓ ଭୋର ୫ଟାରେ ମଙ୍ଗଳ ଆଳତୀ କରିବାକୁ ନୀତି ଧାର୍ଯ୍ୟ

ଶନିବାରରେ ଆପଣଙ୍କ ଦିନଟି କିଭଳି ଯିବ ଆସନ୍ତୁ ଜାଣିବା…

View: 7,706 ମେଷ: ଦେବୀମାତାଙ୍କ ଧୢାନରେ ମନର ସକାରାତ୍ମକ ଶକ୍ତି ସ˚ଚାର ହେବ। ଆପଣଙ୍କୁ ବଡ଼ ଗାୟକଙ୍କର ସହଯୋଗ ମିଳିବ। ଅଫିସ କାମ ସମୟ ପୂର୍ବରୁ ପୂରା ହୋଇଯିବ। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୮। ବୃଷ: ପୁରୁଣା କଥାକୁ ନେଇ ଟିକେ