latest

ପ୍ରଧାନମନ୍ତ୍ରୀଙ୍କ ସହ ମା’ ଦୁର୍ଗାଙ୍କୁ ପୂଜାକଲେ ଏହି ସୁପରପାଓ୍ୱାର

Spread the love

ସାରାଦେଶରେ ଦୁର୍ଗତିନାସିନି ମା’ ଦୁର୍ଗାଙ୍କ ପୂଜା ବେଶ ଆଡମ୍ବର ସହକାରେ ପୂଜା କରାଯାଉଛି । ଏହି ଅବସରରେ ମା’ ଦୁର୍ଗାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବହୁ ବଡବଡ ଲୋକମାନେ ପୂଜା କରିଛନ୍ତି ।

ଶ୍ରୀ ମୋଦି ଅହମ୍ମଦାବାଦ ଦୁର୍ଗା ପେଣ୍ଡାଲରେ ମା’ ଦୁର୍ଗାଙ୍କୁ ପୂଜା କରିଛନ୍ତି । ସେହିପରି ଗହମନ୍ତ୍ରୀ ଅଆମିତ ଶାହା କୋଲକାତାରେ ସାମୁଦାୟିକ ପୂଜା ମଣ୍ଡପରେ ଦୀପ ଜଳାଇ ମାଙ୍କୁ ପୂଜା କରିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାର ଏକ ମଣ୍ଡପରେ ମାଙ୍କ ପୂଜା କରିଛନ୍ତି । ବ୍ୟାଡମିଣ୍ଟନ ଖେଳାଳି ପିବି ସିନ୍ଧୁ  ଏବଂ ପ୍ରଶିକ୍ଷକ ଗୋପିଚାନ୍ଦ ମଧ୍ୟ ପୂଜା କରି ମାଙ୍କଠାରୁ ଆଶୀର୍ବାଦ ନେଇଛନ୍ତି। ଏବଂ ବଲିଉଡର ଅଭିନେତ୍ରୀମାନେ ମଧ୍ୟ ମା’ଙ୍କ ଆଶିଶ ନେଇଛନ୍ତି ।  

Tags: