Date: October 8, 2019

Total 5 Posts

ପୁଅ ନାଁ ରାବଣ, ଦୁର୍ଯୋଧନ , ଘରର ନାଁ ମୃତ୍ୟୁ…

ବ୍ୟବସାୟ ଏବଂ ପ୍ରସିଦ୍ଧିକୁ ନେଇ ଯେତେ ଚର୍ଚ୍ଚା ନାହିଁ ତାଠାରୁ ଅଧିକ ଚର୍ଚ୍ଚା ରହିଛି ଅନ୍ଧବିଶ୍ୱାସକୁ ନେଇ। ବାବୁ ବଘାନୀ ଯେତେବେଳେ ପ୍ରଥମଥର ପାଇଁ ପିତା ହେବାର ସୌଭାଗ୍ୟ ଅର୍ଜନ କଲେ ସେ ତାଙ୍କ ପ୍ରଥମ ପୁଅ ନାଁ ରାବଣ ଦେଇଥିଲେ

କୁନି ପିଲାଙ୍କ ମିଛିମିଛିକା ଦୂର୍ଗା

ଜୋରସୋରରେ ଚାଲିଛି ଦଶହରା ପର୍ବ । ବଡ଼ ବଡ଼ ତୋରଣ ସାଙ୍ଗକୁ ଜାକଜକମର ମୃଣ୍ମୟୀ ମୂର୍ତ୍ତୀ ଥରେ ଦେଖିଲେ ଆଖି ଲାଖି ଯାଉଛି । ଯେଉଁଥିରେ ପରିବେଶ ସଂରକ୍ଷଣ,ଦେଶ ସୁରକ୍ଷା,ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ଏବଂ ସାଂପ୍ରଦାୟିକ ସୌହାର୍ଦ୍ଦ୍ୟ ଭଳି ଅନେକ ଥିମ୍ ରେ

୪ କିଲୋ ସୁନା ଓ ୨ କୋଟି ଟଙ୍କାରେ ମାଆ

ବିଶାଖାପାଟଣାର ମା କାନାୟାକା ପରମେଶ୍ବରୀ। ଦଶହରା ଅବସରରେ ମାଙ୍କୁ ଖାସ୍‌ ବେଶରେ ସଜ୍ଜିତ କରାଯାଇଛି। ମାଙ୍କୁ ଟଙ୍କା ଓ ସୁନାରେ ସଜାଯାଇଛି। ମାଙ୍କୁ ଯେତିକି ପରିମାଣରେ ସୁନାରେ ସଜାଯାଇଛି ତାହା ପ୍ରାୟ ୪ କିଲୋ ହେବ। ଆଉ ଆପଣ ଦେଖୁଥିବା ଏସବୁ

“ମୁଖ୍ୟମନ୍ତ୍ରୀ ଅଧା ରାବଣ, ନିରଞ୍ଜନ ପଟ୍ଟନାୟକ ରାମ” ନାରୀଙ୍କୁ ଅନାନ୍ତିନି

 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଧା ରାବଣ ।  କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ  ରାମ ଚରିତ୍ର ବୋଲି ଗଣମାଧ୍ୟମ ସମ୍ମୁଖରେ ବଖାଣିଛନ୍ତି ସୁର ରାଉତରାୟ।  ଓଡ଼ିଶା ରାଜନୀତିରେ ସବୁ ଦଳରେ ରାବଣ ଅଛନ୍ତି, ଆମ ଦଳରେ

ଈଶ୍ୱରଙ୍କୁ ଆରାଧନା କରନ୍ତୁ…

ମେଷ: ମାନ-ସମ୍ମାନ ମିଳିବ। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ବୃଷ:  ଖର୍ଚ୍ଚ ବଢ଼ିବ। ମଧ୍ୟାହ୍ଣ ପରେ କୌଣସି କଥାକୁ ନେଇ ଦ୍ୱନ୍ଦ୍ୱ ଭିତରେ ରହିବେ। ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ମିଥୁନ: ବୌଦ୍ଧିକ ଚର୍ଚ୍ଚାରେ ସାମିଲ ହୋଇପାରନ୍ତି। ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜୟୀ ହେବେ।