Date: October 10, 2019

Total 6 Posts

ରାଜ୍ୟ ରାଜନୀତିରେ ରଙ୍ଗ ମାରିଛି ଲେମ୍ବୁ

ଫ୍ରାନ୍ସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବହୁ ପ୍ରତିକ୍ଷୀତ ରାଫେଲ ବିମାନକୁ ପୂଜା କରିବା ପରେ ଆରମ୍ଭ ହୋଇଛି ରାଜନୀତି । ଗତକାଲି ଶସ୍ତ୍ରପୂଜା ବେଳେ ରାଜନାଥ ରାଫେଲରେ ଓଁ ଲେଖିବା ସହ ଭାରତୀୟ ପରମ୍ପରା ଅନୁସାରେ ବିମାନ ଚକ ତଳେ

ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଉଚିତ୍‌ ଶିକ୍ଷା

ରାଜ୍ୟ ସରକାର ଗୁରୁବାର ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଉଚିତ୍‌ ଶିକ୍ଷା ଦେଇଛନ୍ତି। ଓଡ଼ିଶା ବନ ସେବା ଅଧିକାରୀ ତଥା ପୂର୍ବତନ ଡିଏଫଓ ସୁଧାଂଶୁ ଶେଖର ମିଶ୍ରଙ୍କ ପରେ ରାଜ୍ୟ ସରକାର ନିର୍ବାହୀ ଯନ୍ତ୍ରୀ ପ୍ରାଣକୃଷ୍ଣ ପ୍ରସାଦ ଓ ଉମେଶ ଚନ୍ଦ୍ର ତ୍ରିପାଠୀଙ୍କୁ ବାଧ୍ୟତାମୂଳକ

ବିଜେପୁର ଉପନିର୍ବାଚନ ପ୍ରଚାର ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ

ଆସନ୍ତାକାଲି ବିଜେପୁର ଉପନିର୍ବାଚନ ପ୍ରଚାର ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ, ଷ୍ଟିଲ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ସକାଳ ୧୧ଟାରେ ବରଗଡ ଜିଲ୍ଲା ଗାଇସିଲଟ ବ୍ଲକ ତଳପାଲିଠାରେ ପହଂଚି ଏକ ସାଧାରଣ

ଗଞ୍ଜାମ ବେଲଗୁଣ୍ଠା ସେକ୍ସନ୍ ନଣ୍ଡେଇ ପାହାଡ଼ରେ ବାଘ ମାତିଛି

ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଜଗନ୍ନାଥପ୍ରସାଦ ରେଞ୍ଜ ବେଲଗୁଣ୍ଠା ସେକ୍ସନ୍ ନଣ୍ଡେଇ ପାହାଡ଼ ଇଲାକାରେ ବାଘ ମାତିଥିବା ଚର୍ଚ୍ଚା ହେଉଛି। ଗତ ଏକ ସପ୍ତାହ ହେଲାଣି ଏହି ଆତଙ୍କ ଜାରି ରହିଥିବାବେଳେ ଏହାରି ମଧ୍ୟରେ ୩ଟି ବାଛୁରୀ ଓ ୬ଟି

ଭିକାରୀ ମୁକ୍ତ ହେବ ରାଜଧାନୀ

ଭିକାରୀ ମୁକ୍ତ ହେବ ଭୁବନେଶ୍ୱର ଓ ପୁରୀ । ଭିଭିଆଇପି ଅଂଚଳରୁ ହଟିବେ ଭିକାରୀ । ମଠ ଓ ଦୋକାନ ଘର ଉଚ୍ଛେଦ ପରେ ବି ପୁରୀରେ ମାଳ ମାଳ ଭିକାରୀ ବସି ଭିକ ମାଗୁଛନ୍ତି । ଗୋଟିଏ ପଟେ ଶ୍ରୀକ୍ଷେତ୍ରକୁ

ଝଟ୍‌କା ଦେଲା ଜିଓ: ଅନ୍ୟ ନେଟୱର୍କକୁ ଫୋନ୍ କଲେ କଟିବ ପଇସା!

 ରିଲାଏନ୍ସ ଜିଓ ନିଜ ଗ୍ରାହକଙ୍କୁ ବଡ ଝଟକା ଦେଇ କଲିଂ ପାଇଁ ପଇସା ନେବାର ଘୋଷଣା କରିଛି । ଜିଓର ଗ୍ରାହକଙ୍କୁ ଏବେ ଫୋନରେ କଥା ହେଲେ ପଇସା ଦେବାକୁ ପଡିବ । ଜିଓର ଏକ ବୟାନ ଅନୁସାରେ ଜିଓ ଗ୍ରାହକଙ୍କୁ