Date: October 13, 2019

Total 13 Posts

ଦୂତୀ ଚାନ୍ଦଙ୍କୁ ସ୍ୱର୍ଣ୍ଣ

59 ତମ ଜାତୀୟ ଓପନ୍ ଆଥଲେଟିକ୍ସ ଚାମ୍ପିୟନଶିପରେ ଓଡ଼ିଆ ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କୁ ଏହି ସ୍ୱର୍ଣ୍ଣ ପଦକ ମିଳିଛି । ପୂର୍ବରୁ 100 ମିଟରରେ ଜାତୀୟ ରେକର୍ଡ ସହ ସ୍ୱର୍ଣ୍ଣ ପଦକ ଜିତିଥିବା ଦୂତୀ ମହିଳା 200 ମିଟରରେ ମଧ୍ୟ ଏହି

୫ ଟ୍ରିଲିୟନ ୟୁଏଏସ ଡଲାର ଅର୍ଥନୀତି କରିବାରେ ତୈଳ ଓ ଗ୍ୟାସ୍ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ – ଧର୍ମେନ୍ଦ୍ର ପ୍ରଧାନ

ଭାରତକୁ ୨୦୨୪ ସୁଦ୍ଧା ୫ ଟ୍ରିଲିୟନ ଆମେରିକୀୟ ଡ଼ଲାର ଅର୍ଥନୀତିରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଚ୍ଚାଭିଳାଷୀ ଯୋଜନାରେ ଭାରତର ତୈଳ ଓ ଗ୍ୟାସ୍ କ୍ଷେତ୍ରରେ ଏକ ବଡ ଭୂମିକା ରହିବ ବୋଲି ତୈଳ ଓ ଗ୍ୟାସ୍ କ୍ଷେତ୍ର

ଅକ୍ଟୋବର ୧୫ରୁ ଭୁବନେଶ୍ୱର ଓ ନୟାଗଡ଼ ଟାଉନ ମଧ୍ୟରେ ଟ୍ରେନ

ଚଳିତ ମାସ ୧୫ ତାରିଖ ଠାରୁ ଭୁବନେଶ୍ୱର ଓ ନୟାଗଡ଼ ଟାଉନ ମଧ୍ୟରେ ଏକ ସେବା ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଅଛି I ଏହି ଟ୍ରେନ ର ପ୍ରାରମ୍ଭିକ ଚଳାଚଳ ୧୫ ତାରିଖ

ଆକ୍ସନ ମୁଡ୍ ରେ ପାଣ୍ଡିଆନ୍

ଆକ୍ସନ ମୁଡ୍ ରେ ୫-ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ୍ ।  ‘ମୋ ସରକାର’ କାର୍ଯ୍ୟକ୍ରମର ସ୍ଥିତି ପରଖୁଥିବା ପାଣ୍ଡିଆନ୍ ଙ୍କ ହାବୁଡ଼ରେ ପଡ଼ିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପୱନ୍ କଲ୍ୟାଣ ଏବଂ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡ଼ିଏମଓ) ପଙ୍କଜ ପଟେଲ । 

ପିଇବି ନାହିଁ ଲୋ କଳା ପାଣି ପରି ଦିଶେ…

ପିଇବି ନାହିଁ ଲୋ କଳା ପାଣି ପରି ଦିଶେ ସେଇ କଳାପାଣି ପେଟରେ ପଡ଼ିଲେ ଚଉଦ ଭୁବନ ଦିଶେ” ଓଡ଼ିଆ ଗୀତିନାଟ୍ୟ ଜଗତର ମୁକୁଟ ବିହିନ ସମ୍ରାଟ,ଗଣ ସାହିତ୍ୟର ଅନନ୍ୟ କାଳଜୟୀ ସ୍ରଷ୍ଟା ମାହାଙ୍ଗା ମାଟିର ଅନ୍ୟତମ ବରପୁତ୍ର ଗଣକବି ବୈଷ୍ଣବ

ଆଶ୍ଚର୍ଯ୍ୟ! ଜୁଇରୁ ଉଠିଲା ଶବ

 ଅନ୍ତିମ ସଂସ୍କାର ବେଳେ ହଠାତ୍ ଜୁଇରୁ ଉଠି ପଡ଼ିଲା ଶବ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଞ୍ଜନଗର ହରିପୁର ଗାଁରେ । ସୂଚନା ମୁତାବକ, ହରିପୁର ଗାଁର ସିମାଞ୍ଚଳ ମଲିକ ନାମକ ଜଣେ ବ୍ୟକ୍ତି ଗତ ଦୁଇ ଦିନ ତଳେ

ମିଶନ୍ ଜିରୋ F : ମାଟ୍ରିକ ପରୀକ୍ଷାରେ ଆଉ କୌଣସି ଛାତ୍ରଛାତ୍ରୀ ଫେଲ୍‌ ହେବେ ନାହିଁ

ମିଶନ୍‌ ‘ଜିରୋ-ଏଫ୍‌’ ଅର୍ଥାତ ମାଟ୍ରିକ ପରୀକ୍ଷାରେ ଆଉ କୌଣସି ଛାତ୍ରଛାତ୍ରୀ ଫେଲ୍‌ ହେବେ ନାହିଁ। ଚଳିତ ବର୍ଷଠାରୁ ଏହାକୁ କର୍ଯ୍ୟକାରୀ କରିବାକୁ ଅଣ୍ଟା ଭିଡ଼ିଛି ଗଣଶିକ୍ଷା ବିଭାଗ। ଏହାର ପାଇଲଟ୍‌ ପ୍ରୋଜେକ୍ଟ କଟକରେ କାର୍ଯ୍ୟକାରୀ କରାଯାଇଛି। ତେବେ ଏହାକୁ ନେଇ ଏବେ

ଗ୍ରାଉଣ୍ଡରେ ପଶିଲେ ପ୍ରଶଂସକ, ରୋହିତଙ୍କ ପାଦ ଛୁଇଁଲେ

ସୁରକ୍ଷା ଭାଙ୍ଗିବା ପରେ ଉକ୍ତ ପ୍ରଶଂସକ ଜଣକ ସିଧା ରୋହିତ୍ ଶର୍ମାଙ୍କ ପାଖକୁ ଚାଲିଯାଇଥିଲେ ଏବଂ ତାଙ୍କ ପାଦ ଚୁଇଁଥିଲେ। କିନ୍ତୁ ଏହାର ଫଳ ବିପରୀତ ହୋଇଥିଲା। ପ୍ରଶଂସକ ଜଣକ ଯେତେବେଳେ ରୋହିତଙ୍କ ପାଦକୁ ଛୁଇଁଲେ, ସେହି ସମୟରେ ରୋହିତ୍ ନିଜ

ଆସନ୍ତୁ ଜାଣିବା ଦୀପାବଳିରେ ମହାଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ କରିବେ କେଉଁ ଉପାୟ

ଦୀପାବଳିରେ ମହାଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ କରନ୍ତୁ ଏହି ସରଳ ଉପାୟ, ବର୍ଷସାରା ହେବ ନାହିଁ ଟଙ୍କାର ଅସୁବିଧା : ୨୭ ଅକ୍ଟୋବର ୨୦୧୯ରେ ଦୀପାବଳି ପାଳନ କରାଯିବ । ଏହି ଦିନରେ ମାତା ଲକ୍ଷ୍ମୀଙ୍କର ପୂଜା ଅର୍ଚନା କରି କୃପା

ଦୀପାବଳି ଦିନ ଦୀପ ଜଳାଇବା ର ମହତ୍ଵ

 ଦୀପାବଳି ଦିନ ଦୀପ ଜଳାଇବା ର ବହୁତ ଅଧିକ ହିଁ ମହତ୍ଵ ଅଛି । ଯଦି ଆପଣ ଅଗଣାରେ ଦୀପ ଲଗାଉଛନ୍ତି ତେବେ ଧ୍ୟାନ ରଖିବେ କି ରାତି ସାରା ଏହି ଦୀପ ଜଳିବା ଉଚିତ  । ଘରର ଚଉରାରେ ରାତିରେ

ଯାତ୍ରୀବାହୀ ବସରୁ ମାଡ଼ମାରି ଲୁଟ

 ଯାତ୍ରୀବାହୀ ବସରୁ ମାଡ଼ମାରି ଲୁଟ । ସେରଗଡ଼-କପ୍ତିପଦା ୧୯ ନମ୍ୱର ରାଜ୍ୟ ରାଜପଥର ନୀଳଗିରି ଥାନା ସଜନାଗଡ ନିକଟ ଜାମୁଡ଼ିହିସାହି ଛକ ଘରୋଇ ବିଜୟା ବସକୁ  ଚାରିଜଣ ଦୁର୍ବୃତ୍ତ ଅଟକାଇଥିଲେ । ବଶ୍‌ ଟି ଯାତ୍ରୀ ନେଇ ଭୁବନେଶ୍ୱର ଅଭିମୁଖେ ଯାଉଥିଲା