latest

Date: October 15, 2019

Total 15 Posts

ଜନ୍ମଦିନ ପାଳିବେ ନାହିଁ ମୁଖ୍ୟମନ୍ତ୍ରୀ

View: 239 ଆସନ୍ତକାଲି ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ଜନ୍ମଦିନ ପାଳିବେ ନାହିଁ ବୋଲି ସ୍ପଷ୍ଟ ଭାବେ ମନା କରି ଦେଇଛନ୍ତି।ମୁଖ୍ୟମନ୍ତ୍ରୀ ନୀବନ କହିଛନ୍ତି, ‘ଆମ ଦଳର କର୍ମୀ ଭାଇଭଉଣୀ ଓ ଶୁଭେଚ୍ଛୁମାନଙ୍କୁ ନିବେଦନ କରୁଛି ସେ ସେମାନେ ମୋତେ ଶୁଭେଚ୍ଛା ଜଣାଇବା

ନଭେମ୍ବର ୧୨ରୁ କଟକ ବାଲିଯାତ୍ରା ଆରମ୍ଭ

View: 837 ନଭେମ୍ବର ୧୨ ତାରିଖରୁ କଟକର ବାଲିଯାତ୍ରା ଆରମ୍ଭ ହେବ ବୋଲି ସୂଚନା ମିଳିଛି। ମହାନଦୀର ଗଡ଼ଗଡ଼ିଆ ଘାଟ କୂଳରେ ଆୟୋଜିତ ହୋଇ ଆସୁଥିବା ଦେଶର ଏହି ସର୍ବବୃହତ୍ ମୁକ୍ତାକାଶ ବାଣିଜ୍ୟିକ ମେଳା ବାଲିଯାତ୍ରା ଏଥର ଆଠ ଦିନଧରି ଚାଲିବ

ଭୁବନେଶ୍ୱରରୁ ନୟାଗଡ଼କୁ ଗଡ଼ିଲା ସେବା ଏକ୍ସପ୍ରେସ୍‌

View: 60 ପୀୟୂଷ ଗୋୟଲ ନୂଆଦିଲ୍ଲୀଠାରେ ଭିଡିଓ କନ୍‌ଫରେନସିଙ୍ଗ ମାଧ୍ୟମରେ ଭୁବନେଶ୍ୱର-ନୟାଗଡ଼ ଟାଉନ ସେବା ଏକ୍ସପ୍ରେସ ସହିତ ଦେଶର ବିଭିନ୍ନ ପ୍ରାନ୍ତରେ ଆହୁରି ୯ଟି ସେବା ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିଛନ୍ତି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ ଏହି ଟ୍ରେନ

ମଲା ମୂଷାର ଗନ୍ଧ ଯୋଗୁଁ ବୈଠକ ଛାଡ଼ିଲେ ମୁଖ୍ୟମନ୍ତ୍ରୀ

View: 388 କର୍ଣ୍ଣାଟକରେ ଅନୁଷ୍ଠିତ ହୋଇଥିବା ଏକ ବୈଠକରେ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଏହି ବୈଠକ ଚାଲିଥିବା ସମୟରେ କେଉଁଆଡୁ ଏକ ମଲା ମୂଷାର ଗନ୍ଧ ଆସିଥିଲା। ବୈଠକରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ବି ଥିଲେ। ତେବେ ଏଗନ୍ଧ

୫୦ ଲକ୍ଷ ଟପିଲା ଆୟୁଷ୍ମାନ ଭାରତ ହିତାଧିକାରୀ ସଂଖ୍ୟା

View: 349 ଆୟୁଷ୍ମାନ ଭାରତ ଯୋଜନା ଏକ ବଡ ସଫଳତା ହାସଲ କରିଛି । ଏହି ଯୋଜନା ଅନ୍ତର୍ଗତ ଦେଶବ୍ୟାପୀ ୫୦ ଲକ୍ଷରୁ ଊର୍ଦ୍ଧ୍ଵ ଜନସାଧାରଣଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛି । ଆୟୁଷ୍ମାନ ଭାରତର ଏକ ବର୍ଷ ପୂର୍ତ୍ତି ଅବସରରେ

କାର୍‌ ଦୁର୍ଘଟଣା : ୪ ଖେଳାଳି ମୃତ

View: 484  ଏକ କ‌ାର୍‌ ଦୁର୍ଘଟଣାରେ ୪ ଜଣ ଜାତୀୟସ୍ତରର ଖେଳାଳି ମୃତ ବରଣ କରିଥିଲା ବେଳେ ୩ ଜଣ ଆହତ ହୋଇଛନ୍ତି। ଏହି ଖେଳାଳିମାନେ ଧ୍ୟାନଚାନ୍ଦ ଟ୍ରଫି ହକି ପ୍ରତିଯୋଗିତାରେ ଭାଗ‌ ନେବା ଲାଗି ହୋଶଙ୍ଗାବାଦ ଯାଉଥିଲା ବେଳେ ରାଇସାଲପୁର

ନନ୍ଦନକାନନରେ ଶୁଭ୍ରାଂଶୁର ମୃତ୍ୟୁ

View: 53  ମଙ୍ଗଳବାର ସକାଳ ୧୦ଟା ୧୫ ମିନିଟ୍‌ରେ ଶୁଭ୍ରାଂଶୁର ମୃତ୍ୟୁ ଘଟିଛି। ଶୁଭ୍ରାଂଶୁର ମୃତ୍ୟୁ ପରେ ନନ୍ଦନକାନନରେ ମହାବଳ ବାଘ ସଂଖ୍ୟା ୮କୁ ଖସିଛି। ସେ ଯତ୍‌କୃତ ଜନିତ ରୋଗରେ ପୀଡ଼ିତ ହେବା ପରେ ବିଶେଷଜ୍ଞମାନଙ୍କ ଦ୍ୱାରା ଚିକିତ୍ସିତ ହେଉଥିଲା।

କେନ୍ଦ୍ରାପଡ଼ାରେ ଫାଇଭ୍ ଟି ସଚିବ

View: 1,003 କେନ୍ଦ୍ରାପଡ଼ାରେ ଫାଇଭ୍ ଟି ସଚିବ ଭି.କେ ପାଣ୍ଡିଆନ୍ । ଆଜି ସେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବୁଲି ଦେଖିଥିବା ଜଣାଯାଇଛି। ଫାଇଭ୍ ଟି ସଚିବ ଭି.କେ ପାଣ୍ଡିଆନ୍ ଡାକ୍ତରଖାନାର ଚକ୍ଷୁ ଚିକିତ୍ସା ବିଭାଗ ବୁଲିବା ସହ ଡାକ୍ତରଖାନାରେ

ଛାତ୍ରଥିବାବେଳେ 10 ଦିନ ପାଇଁ ଜେଲ ଯାଇଥିଲେ ଅଭିଜିତ ବାନାର୍ଜୀ

View: 700 ଭାରତୀୟ ବଂଶଦ୍ଭୋବ ଅଭିଜିତ ବାନାର୍ଜୀ ନୋବେଲ ପୁରସ୍କାର ବିଜେତା ଲିଷ୍ଟରେ ସାମିଲ ହୋଇଛନ୍ତି । ଅର୍ଥଶାସ୍ତ୍ର ପାଇଁ ସେ ଓ ତାଙ୍କ ପତ୍ନୀଙ୍କ ନାମ ମଧ୍ୟ ଘୋଷଣା ହୋଇଛି । ତେବେ ତାଙ୍କନାମ ଚର୍ଚ୍ଚାକୁ ଆସିବା ପରେ ଦିଲ୍ଲୀ

ପର୍ଯ୍ୟଟକଙ୍କ ପଛରେ ପଡିଗଲା ସିଂହ, ତା ପରେ କ’ଣ ହେଲା ଦେଖନ୍ତୁ ଭିଡିଓ

View: 682 ଅଭୟାରଣ୍ୟ ହେଉ କିମ୍ବା ଚିଡିଆଖାନା ଆମେମାନେ ପଶୁପକ୍ଷୀଙ୍କୁ ଦେଖି ଆନନ୍ଦ ନେଇଥାଉ । ବିଭିନ୍ନ ସମୟରେ ଦେଖିବାକୁ ମିଳେ କିଛି ଲୋକ ବାଘ ହେଉ କିମ୍ବା ଭାଲୁଙ୍କୁ ପାଖରେ ଦେଖିବାପାଇଁ ଛୋଟ ପଥର କିମ୍ବା ଖୁଚୁରା ପଇସା ଫିଙ୍ଗିଦେଇଥାନ୍ତି।

ଜନ୍ମଦିନରେ କଲାମଙ୍କୁ ସଲାମ, ଜଣେ ମୋଚି ଓ ଅନ୍ୟଜଣେ ଢାବା ମାଲିକ ଥିଲେ ତାଙ୍କ ବନ୍ଧୁ !

View: 749 ଆଜି ଭାରତର  ମିସାଇଲ୍‌ ମ୍ୟାନ୍‌ ତଥା ପୂର୍ବତନ ରାଷ୍ଟ୍ରପତି ଏବଂ ଭାରତରତ୍ନ ଅବ୍‌ଦୁଲ୍‌ କାଲାମଙ୍କ ଜନ୍ମଦିନ। 1931 ମସିହା ଅକ୍ଟୋବର 15 ତାରିଖରେ ତାମିଲନାଡୁର ରାମେଶ୍ୱରମରେ ଅବଦୁଲ କଲାମ ଜନ୍ମ ହୋଇଥିଲେ । ଏକ ଗରିବ ମୁସଲିମ ପରିବାରରେ