Date: October 16, 2019

Total 23 Posts

ଅଧାବାଟରେ ଆମ୍ବୁଲାନ୍ସ ପଙ୍କଚର, ମହିଳା ମୃତ

ରାୟଗଡ଼ା କଲ୍ୟାଣସିଂହପୁର ମୁଖ୍ୟରାସ୍ତାସ୍ଥିତ ସହିଦପୀଠ ନିକଟରେ ରୋଗୀ ନେଇ ଆସୁଥିବା ଏକ ଅମ୍ବୁଲାନ୍ସ ଆଜି ଅପରାହ୍ନରେ ପଂକଚର ହୋଇଯାଇଥିଲା। ଫଳରେ ଏହି ଆମ୍ବୁଲାନ୍ସରେ ଆସୁଥିବା ରୋଗୀଙ୍କ ଚିକିତ୍ସାରେ ବିଳମ୍ବ ହେତୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।ସୂଚନାଯୋଗ୍ୟ, ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ୍‌ର କାରପା ଗ୍ରାମରେ

ସୁପ୍ରିମକୋର୍ଟରେ ଅଯୋଧ୍ୟା ମାମଲାର ଶୁଣାଣି ରାୟ ସଂରକ୍ଷିତ

ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟରେ ସରିଛି ଶୁଣାଣି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନେତୃତ୍ବରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ସେମାନଙ୍କ ରାୟ ସଂରକ୍ଷିତ ରଖିଛନ୍ତି । ଚିଫ୍‌ ଜଷ୍ଟିସ୍ ନଭେମ୍ବର ୧୮ରେ ଅବସର ଗ୍ରହଣ କରିବେ

‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମରେ ଜନ୍ମଦିନ ପାଳିଲେ ନବୀନ

ବୁଧବାର ୭୪ବର୍ଷରେ ପଦାର୍ପଣ କରିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଗଲା ଫନି ବାତ୍ୟା ଯୋଗୁ ଉପକୂଳ ଓଡ଼ିଶାରେ ହୋଇଥିବା ବ୍ୟାପକ କ୍ଷୟକ୍ଷତି ଲାଗି ନବୀନ ଏଥର ବି ଜନ୍ମଦିନ ନିରାଡମନ୍ବର ପାଳନ କରିଛନ୍ତି। ସେ ଜନ୍ମ ଦିନ

ବେସରକାରୀ ଡାକ୍ତରଖାନାରେ ମିଳିବନି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଲାଭ !

: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସେବା ଯୋଗାଇଦେବାକୁ ମନାକଲେ ବେସରକାରୀ ଡାକ୍ତରଖାନା । ଆଜି ଏ ନେଇ ଘୋଷଣା କରିଛନ୍ତି ଅଲ ଓଡିଶା ପ୍ରାଇଭେଟ କ୍ଲିନିକାଲ ଏଷ୍ଟାବିଶମେଂଟ ଫୋରମ । ଏ ନେଇ ଫୋରମ ପକ୍ଷରୁ ସରକାରଙ୍କୁ ଚିଠି ଲେଖାଯାଇଛି

ଭୁବନେଶ୍ୱରରେ ରୋବ ରେଷ୍ଟୁରାଣ୍ଟ

ରାଜଧାନୀରେ ଆଜି ଠାରୁ ଆରମ୍ଭ ହୋଇଥିବା ରୋଗୋ ସେଫ୍‌ ରେଷ୍ଟୁରାଣ୍ଟରେ ଗ୍ରାହକଙ୍କୁ ସେବା  ଯୋଗାଉଛନ୍ତି ରୋବୋ ଓ୍ବେଟର ଚମ୍ପା ଆଉ ଚମେଲି । ଅନ୍ୟ ରେଷ୍ଟୁରାଣ୍ଟ ଭଳି ଏହି ରେଷ୍ଟୁରାଣ୍ଟରେ ଆପଣ ମେନ୍ୟୁ ଦେଖି ଅର୍ଡ଼ର ନେବେ ଓ ଅର୍ଡ଼ର ଅନୁସାରେ ଆପଣଙ୍କ

ସେନା ପରୀକ୍ଷାର୍ଥୀଙ୍କ ପାଇଁ ସ୍ବତନ୍ତ୍ର ଟ୍ରେନ

ସେନା ପରୀକ୍ଷାର୍ଥୀଙ୍କ ପାଇଁ ସ୍ବତନ୍ତ୍ର ଟ୍ରେନ ବ୍ୟବସ୍ଥା କରାଯାଇଛି । ୨ଟି ସ୍ବତନ୍ତ୍ର ଟ୍ରେନ ବ୍ୟବସ୍ଥା  ଇଷ୍ଟକୋଷ୍ଟ ରେଲଓ୍ବେ  ପକ୍ଷରୁ କରାଯାଇଛି । ଭୁବନେଶ୍ବରରୁ ଆଜି ରାତି ୮ଟାରେ ପ୍ରଥମ ଟ୍ରେନ ଛାଡିଛି  । ବ୍ରହ୍ମପୁର-ରାୟଗଡ଼ା ଦେଇ କୋରାପୁଟ ଯିବ ପ୍ରଥମ

ପାର୍କିଂ ଫି ଆଦାୟ ବନ୍ଦ କରିବାକୁ ନିର୍ଦେଶ ଦେଲା ବିଏମ୍‌ସି

ରାଜଧାନୀ ଭୁବନେଶ୍ୱରରେ ବେଆଇନ ଭାବେ ଆଦାୟ କରାଯାଉଥିବା ପାର୍କିଂ ଫି ଆଦାୟ ବନ୍ଦ କରିବାକୁ ବିଏମ୍‌ସି ପକ୍ଷରୁ ନିର୍ଦେଶ ଜାରି କରାଯାଇଛି । ବିଭିନ୍ନ ସପିଂ ମଲ୍‌ ଓ ପ୍ରାଇଭେଟ୍‌ ହସପିଟାଲ୍‌ରେ ଏହି ବେଆଇନ ପାର୍କିଂ ଫି ଆଦାୟ କରାଯାଉଥିଲା ।

ଜମ୍ମୁ -କଶ୍ମୀରରେ ଫୁଟିଲା ଗୁଳି 3 ଆତଙ୍କୀ ନିପାତ୍

ଦୀର୍ଘ 72 ଦିନ ପରେ ଜମ୍ମୁ-କଶ୍ମୀରରେ ପୁଣି ଆତଙ୍କବାଦୀମାନେ ସକ୍ରିୟ ହୋଇଛନ୍ତି। ଆଜି ଜମ୍ମୁ-କଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ 3 ଜଣ କୁଖ୍ୟାତ ଆତଙ୍କବାଦୀ ନିହତ ହୋଇଛନ୍ତି। 3 ଜଣ ଆତଙ୍କବାଦୀଙ୍କ ମୃତଦେହ ଜବତ ହୋଇଥିବା ବେଳେ ସେମାନଙ୍କ ନିକଟରୁ ବହୁ

7 ମହଲା କୋଠାରେ ରହିବେ ବିଧାୟକ, ଉପଲଦ୍ଭ ହେବ ଅନ୍ୟାନ୍ୟ ସୁବିଧା

ଓଡ଼ିଶା ବିଧାନସଭାର ଅଧିନିକରଣ ହେବ ।  ଏହା ଭାରତର ସବୁଠାରୁ ଆଧୁନିକ ବିଧାନସଭା ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଓଡ଼ିଶା ବିଧାନସଭାକୁ ଅତ୍ୟାଧୁନିକ କରିବାଲାଗି ସମସ୍ତ ପ୍ରୟାସ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ

ସେନା ପରୀକ୍ଷାର୍ଥୀ ଉତ୍ପାତ କରିବା ଘଟଣା, ମୁହଁ ଖୋଲିଲେ ପୁଲିସ୍ କମିଶନର

ସେନାରେ ନିଯୁକ୍ତି ପରୀକ୍ଷା ଦେବାକୁ ଆସି ଭୁବନେଶ୍ବରରେ ଉତ୍ପାତ କରିବା ଘଟଣାରେ ପୁଲିସ୍ କମିସନର କଡ଼ା ପଦକ୍ଷେପ ଗ୍ରହଣ କରିଥିବା ଜଣାଯାଇଛି।  ସୂଚନା ଅନୁଯାୟୀ, ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ ରାଜ୍ୟ ସରକାର ଓ 120 ବାଟାଲିୟନ ମୁଖ୍ୟଙ୍କୁ ଚିଠି ଲେଖି

ସନ୍ଧ୍ୟା 5 ଟାରେ ଅଯୋଧ୍ୟା ମାମଲାର ଶେଷ ଶୁଣାଣି

ଅଯୋଧ୍ୟା ମାମଲାର ଅନ୍ତିମ ଶୁମାଣି ସନ୍ଧ୍ୟା 5ଟା ରେ ହେବ।  ବିବାଦୀୟ ରାମ ଜନ୍ମଭୂମି-ବାବ୍ରି ମସ୍‌ଜିଦ୍‌ ମାମଲାର ଯୁକ୍ତିତର୍କ ଶେଷ ହେବ। ବୁଧବାର ଦିନ ଶୁଣାଣି ଆରମ୍ଭ ହେବା ପରେ ପାଞ୍ଚଜଣିଆ ବିଚାରପତିବିଶିଷ୍ଟ ସାମ୍ବିଧାନିକ ଖଣ୍ଡପୀଠଙ୍କ ନେତୃତ୍ୱ ନେଉଥିବା ପ୍ରଧାନ ବିଚାରପତି