latest

Date: October 17, 2019

Total 15 Posts

ଏଠାରେ କୁକୁରକୁ ପୂଜା କରାଯାଇ ପାଳନ କରାଯାଏ ଦୀପାବଳି

ଆଲୋକର ପର୍ବ ଦୀପାବଳୀ କେବଳ ଭାରତରେ ପାଳନ କରାଯାଏ ନାହିଁ। ଏହା ଜାପାନ, ଗୁଆନା, ମାଲେସିୟା, ମରିସସ୍‌, ମ୍ୟାନମାର, ସିଙ୍ଗାପୁର ଆଦି ଦେଶରେ ମଧ୍ୟ ପାଳନ କରାଯାଇଥାଏ। ତେବେ ଭାରତର ପଡୋଶୀ ଦେଶ ନେପାଳରେ ଏହା ଭିନ୍ନ ଢଙ୍ଗରେ ପାଳନ କରାଯାଏ।

ଫ୍ରିଜ୍‌ରେ ମାଛ ରଖି ଖାଉଛନ୍ତି କି….

ମାଛ ଖାଇବାକୁ ପ୍ରାୟ ଅନେକ ଲୋକ ଭଲପାଆନ୍ତି। ସ୍ବାସ୍ଥ୍ୟପାଇଁ ଏହା ମଧ୍ୟ ଉପକାରୀ । ମାତ୍ର ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ବଜାରରେ ମାଛ ଦେଖିଲେ ନିଜକୁ ନିୟନ୍ତ୍ରଣ କରି ନ ପାରି ଆବଶ୍ୟକତାଠାରୁ ଅଧିକ ମାଛ କିଣିଆଣିଥାନ୍ତ ଓ

ନିର୍ବାଚନ ପୂର୍ବରୁ ବିଜେଡିକୁ ଜିତେଇ ଦେଲେ ସୁର !

ବିଜେପୁର ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ବିଜେପି, କଂଗ୍ରେସ ଓ ବିଜେଡି ପ୍ରଚାରରେ କମ୍ପୁଛି ବିଜେପୁର ।  ହେଲେ କଂଗ୍ରେସ ବିଧାୟକ ସୁର ରାଉତରାୟ ବିଜେଡି ଜିତିବ ବୋଲି ଭବିଶ୍ୟବାଣୀ କରିଛନ୍ତି ।  ସେ କହିଛନ୍ତି,“ କଂଗ୍ରେସ ବିଜେପୁରରେ ଜିତିଲା

ଚିଡିଆଖାନାରେ ସିଂହ ପାଖକୁ ଡେଇଁ ପଡିଲେ ଯୁବକ, ଦେଖନ୍ତୁ ଭିଡିଓ

ଦିଲ୍ଲୀ ଚିଡ଼ିଆଖାନାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।   ଜଣେ ଯୁବକ ସିଂହ ଏନକ୍ଲୋଜର ଡେଇଁ ପଡ଼ିଥିଲା। କିନ୍ତୁ ଆଶ୍ଚର୍ଯ୍ୟକର କଥା ସିଂହଟି ଯୁବକଙ୍କୁ କିଛି କରିପାରିଲାନାହିଁ । ଘଟଣା ସମୟରେ ଆଖପାଖରେ ଠିଆ ହୋଇଥିବା ଲୋକେ ଯୁବକଙ୍କୁ ଅଟକାଇବାକୁ

ବାବ୍ରୀ ମସଜିଦ ମାମଲା, ଏହିସବୁ ସର୍ତ୍ତପୂରଣ ହେଲେ ଓହରିଯିବ ମୁସଲିମ ପକ୍ଷ

ବହୁ ଚର୍ଚ୍ଚିତ ରାମ ମନ୍ଦିର ଏବଂ ବାବ୍ରୀ ମସଜିଦ ମାମଲାରେ  ଏବେ ନାଟକୀୟ ମୋଡ ନେଇଛି। 2.77 ଏକର ବିଶିଷ୍ଟ ଏହି ଜମି ବିବାଦରେ ବୁଝାମଣ ଯାଏଁ ପହଁଚିଛି ବୋଲି ସୁପ୍ରିମକୋର୍ଟଙ୍କ ଦ୍ଵାରା ଗଠିତ ମଧ୍ୟସ୍ଥତା କମିଟି ସର୍ବୋଚ୍ଚ ନ୍ୟାୟାଳୟକୁ ସୂଚନା

ଡିଭା ଏବଂ ବେଷ୍ଟ ପର୍ସନାଲିଟି ଆୱାର୍ଡ ଜିତିଲେ ମୁନମୁନ

ଭୁବନେଶ୍ବରର ମୁନମୁନ ସିଂହ ନାମ୍ନୀ ଜଣେ ମହିଳା ମରିସସରେ ଆୟୋଜିତ ମିସେସ ଇଣ୍ଡିଆ ୟୁନିଭର୍ସ ସ୍ୟୁଭଭେଣ୍ଟ ପ୍ରତିଯୋଗିତାରେ ଦୁଇଟି ପୁରସ୍କାର ପାଇଥିବା ଜଣାଯାଇଛି। ମୁନମୁନ ସିଂହ ମୋଷ୍ଟ ପପୁଲାର ଡିଭା ଏବଂ ବେଷ୍ଟ ପର୍ସନାଲିଟି ଆୱାର୍ଡ ଲାଭ କରିଛନ୍ତି। ଏହାପରେ ତାଙ୍କ

ବିଜେପୁରରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ସୋ

ବିଜେପୁର ବିଧାନସଭା ଉପନିର୍ବାଚନରେ ଦଳୀୟ ପ୍ରାର୍ଥିନୀ ରୀତା ସାହୁଙ୍କ ଲାଗି ପ୍ରଚାର ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ପୂର୍ବାହ୍ନରେ ଲାଉମୁଣ୍ଡା ହେଲିପ୍ୟାଡ୍‌ରେ ପହଞ୍ଚି ପଥପ୍ରାନ୍ତ ସଭା ଆରମ୍ଭ କରିଛନ୍ତି।ଏବେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ହାଇଟେକ୍‌ ବସ୍‌ଯୋଗେ କୁରୁକୁଡ଼ା ଯାଉଛନ୍ତି। ସେଠାରୁ

ବାସୁଦେବପୁରରେ ସେକ୍ସ ରାକେଟ ଠାବ, 3 ଗିରଫ

ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବାସୁଦେବପୁର ବେତଡା ବଜାରରେ ପୁଲିସ ଏକ ସେକ୍ସ ରାକେଟ ଠାବ କରିବାପରେ ଜଣେ ଯୁବତୀ ଓ ଦୁଇଜଣ ଗ୍ରାହକଙ୍କୁ ଗିରଫ କରିଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ବାସୁଦେବପୁର ବେତଡା ବଜାରରେ ଏକ ଭଡ଼ା ଘରେ

ବୁଲିବା ସମୟରେ ବାନ୍ତି ହେଉଛି? ଆସନ୍ତୁ ଜାଣିବା ଏହାର ସରଳ ଉପଚାର ସମ୍ବନ୍ଧରେ

ବୁଲିବା ସମସ୍ତଙ୍କୁ ପସନ୍ଦ । କିନ୍ତୁ କିଛି ଲୋକଙ୍କୁ ଯାତ୍ରା କରିବା ସମୟରେ ବାନ୍ତି ହୋଇଥାଏ । ଏମିତିରେ ତାଙ୍କର ଯାତ୍ରାର ସବୁ ମଜା ଶେଷ ହୋଇଯାଇଥାଏ । ତା ସହିତ ଜେଉଁଲୋକ ସେମାନଙ୍କ ସହିତ ଯାତ୍ରା କରନ୍ତି ସେମାନେ ମଧ୍ୟ

ମକ୍କାରେ ବସ୍‌ ଦୁର୍ଘଟଣା, ୩୫ ମୃତ

ମୁସଲମାନମାନଙ୍କର ପବିତ୍ର ମକ୍କା ନଗରୀ ନିକଟରେ ଗୋଟାଏ ବସ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ତୀର୍ଥାଟନରେ ଯାଇଥିବା ୩୫ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା କଥା ସାଉଦି ଆରବର ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି। ରାଷ୍ଟ୍ରାୟତ ସାଉଦି ପ୍ରେସ୍‌ ଏଜେନ୍‌ସି ଗୁରୁବାର ଦିନ ରିପୋର୍ଟ କରିଛି ଯେ

ଚନ୍ଦ୍ର ଓ ମଙ୍ଗଳରେ ହେବ ଚାଷ

ମଙ୍ଗଳ ଏବଂ ଚନ୍ଦ୍ରରେ ଚାଷ କରିବା ଭଳି ମଞ୍ଜି ବିକଶିତ କରିଛନ୍ତି ବୈଜ୍ଞାନିକ। ଭବିଷ୍ୟତରେ ଯଦି ଏହି ଗ୍ରହ ଓ ଉପଗ୍ରହସବୁରେ ଚାଷ କରାଯିବା ସହ ଶସ୍ୟ ଅମଳ କରାଯାଇ ପୃଥିବୀକୁ ଅଣାଯାଏ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ।ନେଦରଲ୍ୟାଣ୍ଡରେ ଗବେଷଣାରତ ୱାଗେନିଞ୍ଜେନ୍‌