latest

ଚିଡିଆଖାନାରେ ସିଂହ ପାଖକୁ ଡେଇଁ ପଡିଲେ ଯୁବକ, ଦେଖନ୍ତୁ ଭିଡିଓ

Spread the love

ଦିଲ୍ଲୀ ଚିଡ଼ିଆଖାନାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।   ଜଣେ ଯୁବକ ସିଂହ ଏନକ୍ଲୋଜର ଡେଇଁ ପଡ଼ିଥିଲା। କିନ୍ତୁ ଆଶ୍ଚର୍ଯ୍ୟକର କଥା ସିଂହଟି ଯୁବକଙ୍କୁ କିଛି କରିପାରିଲାନାହିଁ । ଘଟଣା ସମୟରେ ଆଖପାଖରେ ଠିଆ ହୋଇଥିବା ଲୋକେ ଯୁବକଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ, ମାତ୍ର ଯୁବକ ଜଣକ କାହାରି କଥା ଶୁଣିନଥିଲେଏବଂ ସିଂହ ଏନକ୍ଲୋଜରକୁ ଡେଇଁ ପଡ଼ିଥିଲେ। ଯୁବକଙ୍କ ଏହି ସତସାହାସ ଏତିକିରେ ଅଟକି ନଥିଲା ଏବଂ ସେ ସିଂହ ପାଖରେ ଯାଇ ବସିଥିଲେ।

ଘଟଣା ବେଳେ ଯୁବକଟି କେଇ ମିନିଟ୍ ଧରି ସିଂହ ପାଖରେ ବସିଥିଲେ ମଧ୍ୟ ସିଂହ ତାଙ୍କୁ କିଛି କ୍ଷତିନକରିଥିଲା। ଏହାର ସୂଚନା ପାଇବା ମାତ୍ର ଅବିଳମ୍ବେ ସୁରକ୍ଷାକର୍ମୀ ଏନକ୍ଲୋଜର ଭିତରକୁ ପଶି ଯୁବକଙ୍କୁ ଉଦ୍ଧାର କରିଥିଲେ।

Tags: