latest

Date: October 19, 2019

Total 18 Posts

କିରାଣୀଙ୍କ ଘରେ ଭିଜିଲାନ୍‌ସ ଚଢ଼ାଉ

View: 387  ଆୟ ବର୍ହିଭୁତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଝାରସୁଗୁଡ଼ା ଜିଲ୍ଲା ପଞ୍ଚାୟତ ଅଫିସର ମୁଖ୍ୟ କିରାଣୀଙ୍କ ଘରେ ଶନିବାର ଭିଜିଲାନ୍‌ସ ଅତର୍କିତ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ଅନେକ ମୂଲ୍ୟବାନ ସାମଗ୍ରୀ ଭିଜିଲାନ୍ସ ହାତରେ ଲାଗିଥିଲା।ସୂଚନାଯୋଗ୍ୟ, ଝାରସୁଗୁଡ଼ା

ଭାରତରେ ୫୦୦ ଫ୍ରାଞ୍ଚାଇଜି ଷ୍ଟୋର ଖୋଲିବ ବାଟା

View: 790 ବାଟା ଇଣ୍ଡିଆ ଲିମିଟେଡ୍ ଆଗାମୀ ପାଞ୍ଚ ବର୍ଷ ଭିତରେ ଦେଶରେ ୫୦୦ରୁ ଅଧିକ ଫ୍ରାଞ୍ଚାଇଜି ଷ୍ଟୋର ଖୋଲିବାକୁ ଯୋଜନା ରଖିଛି। କଂପାନି ଦ୍ବିତୀୟରୁ ଚତୁର୍ଥ ଶ୍ରେଣୀର ସହରଗୁଡ଼ିକରେ ଏହି ସବୁ ଷ୍ଟୋର ଖୋଲି ସାରା ଦେଶରେ ଏହାର ଉପସ୍ଥିତି

ସେନାକୁ ମିଳିଲା ବୁଲେଟ ପ୍ରୁଫ୍ ଜାକେଟ, କାମ ଦେବନି ଏକେ 47

View: 1,062 ସେନାକୁ ମିଳିଲା ବୁଲେଟ  ପ୍ରୁଫ୍ ଜାକେଟ। ଏହି ଜାକେଟ ଆଗରେ ଆତଙ୍କବାଦୀର ଏକେ 47 କାମବି ଦେବନି ।  କେନ୍ଦ୍ର ସରକାର ଯବାନଙ୍କ ସୁରକ୍ଷା ପାଇଁ 40 ହଜାର ବୁଲେଟ୍‌ପ୍ରୁଫ୍ ଜ୍ୟାକେଟ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଭାରତୀୟ

କୌନ ବନେଗା କରୋଡପତି’ରେ ହଟ୍‌ସିଟ୍‌ରେ ବସିବେ ଦୂତୀ

View: 1,061 ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ କୁଇଜ୍ ସୋ’ ‘କୌନ ବନେଗା କରୋଡପତି’ର ୧୧ତମ ସିଜନ ଆରମ୍ଭ ହୋଇ ଯାଇଛି।  ଇତିମଧ୍ୟରେ ବିଭିନ୍ନ ପ୍ରତିଯୋଗୀଙ୍କୁ ‘କୌନ ବନେଗା କରୋଡପତି’ ଚୌକିରେ ଦେଖିବାକୁ ମିଳିଛି। ତେବେ ଭାରତର ଦ୍ରୁତତମ ଧାବିକା ଦୂତୀ ଚାନ୍ଦଙ୍କୁ

ଆଜି ବିଜେପୁର ଉପନିର୍ବାଚନ ପ୍ରଚାର ସରିବ

View: 389 ବିଜେପୁର ଉପନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ସରିବ। ଏଥିଲାଗି ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରାଣପଣେ ଲାଗି ପଡ଼ିଛନ୍ତି। ଆଜି ବିଜେଡି ପ୍ରାର୍ଥୀ ରୀତା ସାହୁ ବରପାଲି ଏନଏସି

ହୀରାଖଣ୍ଡ ଏକ୍ସପ୍ରେସ୍‌ ଇଞ୍ଜିନ୍‌ ଅଚଳ, ୩ ଘଣ୍ଟା ବିଳମ୍ବ

View: 85 କେ ଆର ଲାଇନରେ ହୀରାଖଣ୍ଡ ଏକ୍ସପ୍ରେସର ଇଂଜିନ ଅଚଳ। ଭାଲୁମାସ୍କ ଷ୍ଟେସନରେ ଅଟକିଛି ଟ୍ରେନ। ଭୁବନେଶ୍ୱରରୁ ଜାମସେଦପୁର ଯାଏଁ ଚଳାଚଳ କରୁଥିବା ହୀରାଖଣ୍ଡ ଏକ୍ସପ୍ରେସ୍ ସକାଳ ୬.୧୫ ମିନିଟରେ ଇଂଜିନ ଅଚଳ ହୋଇଥିଲା, କିନ୍ତୁ ମୋବାଇଲ ନେଟୱାର୍କ ନଥିବାରୁ

ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ, ସିବିଆଇ ତଦନ୍ତ ଦାବିକଲା ବିଜେପି

View: 80 ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁକୁ ବିଜେପି ସିବିଆଇ ତଦନ୍ତ ଦାବି କରିଛି।  ଶନିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଭାଜପା ନେତା ପ୍ରକାଶ ମିଶ୍ର ମଧ୍ୟ ଘଟଣାର ସିବିଆଇ

ଜନ୍‌ସନ୍‌ ବେବି ପାଉଡରରେ ମିଳିଲା କର୍କଟ ରୋଗ ସୃଷ୍ଟିକାରୀ ତତ୍ତ୍ୱ

View: 612 ନିଜ ପ୍ରଡକ୍ଟକୁ ନେଇ ପୂର୍ବରୁ ବିବାଦରେ ରହି ସାରିଥିବା ଆମେରିକୀୟ କମ୍ପାନି ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ ପୁଣି ଥରେ ଚର୍ଚ୍ଚାରେ ରହିଛିି । ଆମେରିକାର ସ୍ୱାସ୍ଥ୍ୟ ନିୟାମକ କମ୍ପାନିର ପ୍ରଡକ୍ଟ ଯାଞ୍ଚ କରିବା ପରେ ସେଥିରେ ଆଜବେଷ୍ଟସ୍‌ର ମାତ୍ରା

୨ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ

View: 775 ପୁରୀ ଶ୍ରୀମନ୍ଦିରରେ ଦିବା ପହୁଡ଼ ନୀତି ହେବାକୁ ଥିବାରୁ ୨ଘଣ୍ଟା ପର୍ଯ୍ୟନ୍ତ ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ଶ୍ରୀଜିଉ । ନୀତି ପାଇଁ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭକ୍ତମାନେ ଶ୍ରୀଜିଉଙ୍କୁ ଦର୍ଶନ କରି ପାରିବେ ନାହିଁ

ବୈଜ୍ଞାନିକବି ମାନିଲେ ଏହି ସୁପର ମଡେଲ ଦୁନିଆର ସବୁଠୁ ସୁନ୍ଦର ମହିଳା

View: 589 ଗ୍ରୀକ୍ ଗଣିତ ଅନୁସାରେ ସୁପର ମଡେଲ ବେଲା ହଦୀଦ ଦୁନିଆର ସବୁଠୁ ସୁନ୍ଦରୀ ମହିଳା। ଗୋଲ୍ଡେନ ରେସିଓ ଅଫ୍ ବ୍ୟୁଟି ଫି ଷ୍ଟ୍ରେଡର୍ସ ଅନୁସାରେ ପୃଥିବୀର ସବୁଠାରୁ ସୁନ୍ଦର ମହିଳାଙ୍କ ନିର୍ମାଣ କରିଥିବା ବୈଜ୍ଞାନିକ ବ୍ୟାକ୍ଟେରିଆର ସିକ୍ରେଟ ମଡେଲ

ସାରା ଅଲ୍ଲୀଖାନଙ୍କ ଓ୍ୱାର୍କଆଉଟ୍ ଭିଡିଓ ଭାଇରାଲ

View: 637 ବଲିଉଡ ନବାବ ସୈଫଅଲ୍ଲୀ ଖାନଙ୍କ ଝିଅ ସାରା ଅଲ୍ଲୀଖାନ ଏବେ ଫିଟନେସ ପ୍ରତି ଧ୍ୟାନ ଦେଉଛନ୍ତି । ପ୍ରତିଦିନ ସେ ବହୁସମୟ ପର୍ଯ୍ୟନ୍ତ ଓ୍ୱାର୍କ ଆଉଟ୍ କରୁଛନ୍ତି । ସାରା ଅଧିକ ସମୟ ଜିମରେ ବିତାଉଛନ୍ତି । ଏବେ