latest

Date: October 20, 2019

Total 19 Posts

୧୦ରୁ ଊର୍ଧ୍ୱ ଜିଲ୍ଲାରେ ବଜ୍ରପାତ ଆଶଙ୍କା

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୦ରୁ ଊର୍ଧ୍ୱ ଜିଲ୍ଲାରେ ବଜ୍ରପାତ ଆଶଙ୍କା ରହିଛି। ତେଣୁ ଏହି ଜିଲ୍ଲାକୁ ଭୁବନେଶ୍ୱର ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ କୋରାପୁଟ, କଳାହାଣ୍ଡି, ଗଞ୍ଜାମ, ଗଜପତି, କନ୍ଧମାଳ, ନବରଙ୍ଗପୁର,

ସ୍ୱାମୀ ରୂପେଶ ଗିରଫ ହେବା ପରେ ସ୍ମିତାରାଣୀଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଲେ ସରପଞ୍ଚ ମଧୁସ୍ମିତା

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍‌ ହରିଦାସପୁର ପଞ୍ଚାୟତ ପିଇଓ(ଭିଏଲ୍‌ଡବ୍ଲୁ) ସ୍ମିତାରାଣୀ ବିଶ୍ୱାଳ(୩୪)ଙ୍କର ସନ୍ଦେହଜନକ ମୃତ୍ୟୁ ଘଟଣାରେ ସରପଞ୍ଚ ମଧୁସ୍ମିତା ଭଦ୍ରଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କୁ ପୁଲିସ ଗତକାଲି ଗିରଫ କରିଛି। ସ୍ମିତାରାଣୀଙ୍କୁ ଆତ୍ମହତ୍ୟା କରିବା ପାଇଁ ପ୍ରବର୍ତାଇଥିବା ଅଭିଯୋଗରେ (ଦଫା ୩୦୬)

SC Selection Posts Phase-VIର ରେଜଲ୍ଟ ଘୋଷଣା କଲା ଏସଏସସି

ଷ୍ଟାଫ୍ ସିଲେକ୍ସନ କମିଶନ ଷଷ୍ଠ ପର୍ଯ୍ୟାୟ ପରୀକ୍ଷା ପରିଣାମ ଘୋଷିଣା କରିଛି। ଏସଏସସି ୨୦୧୯ ଅକ୍ଟୋବର ୧୪ରୁ ଅକ୍ଟୋବର ୧୬ ଯାଏଁ ପରୀକ୍ଷା ଆୟୋଜନ କରିଥିଲା। ପାଖାପାଖି ୩୩,୦୦୦ ପରୀକ୍ଷାର୍ଥୀ ସାମିଲ ଥିଲେ।  ଏସଏସସିର ଷଷ୍ଠ ପର୍ଯ୍ୟାୟ ପରୀକ୍ଷା କମ୍ପ୍ୟୁଟର ଆଧାରିତ

ରାଜଧାନୀରେ ରାଜମହଲ, କଳ୍ପନା ଓ ବାଣୀବିହାର ଛକରେ ଅଟୋଷ୍ଟାଣ୍ଡକୁ ସ୍ଵୀକୃତି

ରାଜଧାନୀରେ ଟ୍ରାଫିକକୁ ଶୃଙ୍ଖଳିତ କରିବା ଲାଗି କମିସନରେଟ୍ ପୋଲିସ ଅଟୋ ଷ୍ଟାଣ୍ଡ ପାଇଁ ସ୍ଥାନ ନିହ୍ନଟ କରିଛି। ଭୁବନେଶ୍ଵରେ ୩ଟି ଅଟୋଷ୍ଟାଣ୍ଡକୁ ପୋଲିସର ସ୍ଵୀକୃତି ମିଳିଛି। ରାଜମହଲ, କଳ୍ପନା ଓ ବାଣୀବିହାର ଛକରେ ଅଟୋଷ୍ଟାଣ୍ଡକୁ ସ୍ଵୀକୃତି ଦିଆଯାଇଛି। ଏନେଇ ଅଟୋ ମହାସଙ୍ଘ

ବିଜେପୁର ଉପନିର୍ବାଚନ : ମତଦାନ ପାଇଁ ହୋଇଛି ୨୮୫ଟି ବୁଥ୍‌

ବିଜେପୁର ମତଦାନ ପାଇଁ ପ୍ରସ୍ତୁତ ହୋଇସାରିଛି। ବିଜେଡିର ରୀତା ସାହୁ, ବିଜେପିର ସନତ ଗଡ଼ତିଆ ନା’ କଂଗ୍ରେସର ଦିଲ୍ଲୀପ ପଣ୍ଡା କାହାକୁ ଭରସା କରିବେ ଲୋକେ ସେ ନେଇ ଚର୍ଚ୍ଚା ଜୋରସୋର ଚାଲିଛି। ଏହି ଆସନ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ

ବିଜେପୁର ଉପନିର୍ବାଚନ ପ୍ରସ୍ତୁତି ଶେଷ: କାଲି ସକାଳ ୭ଟାରୁ ମତଦାନ

ବିଜେପୁର ଉପନିର୍ବାଚନ ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଶେଷ ହୋଇଛି। ମତଦାନ ସମୟରେ କଡ଼ାସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି। ସମ୍ବେଦନଶୀଳ ମତଦାନ କେନ୍ଦ୍ର ଗୁଡ଼ିକରେ ପୁଲିସ ମୁତୟନ କରାଯାଇଛି। ପ୍ରସ୍ତୁତି ନେଇ ଜିଲ୍ଲାପାଳ ଜ୍ୟୋତିରଂଜନ ପ୍ରଧାନ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ

ବିଜେପୁର ଉପନିର୍ବାଚନ ପାଇଁ ଛୁଟି ଦିବସ ଘୋଷଣା କଲା ଶ୍ରମ ଓ କର୍ମଚାରୀ ବୀମା ବିଭାଗ

ବିଜେପୁର ଉପନିର୍ବାଚନ ପାଇଁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ସବୈତନିକ ଛୁଟି ଦିବସ ଘୋଷଣା କରିଛି। ଭାରତୀୟ ନିର୍ବାଚନ ଆୟୋଗଙ୍କ ବିଜ୍ଞାପନ ଅନୁଯାୟୀ ବରଗଡ଼ ଜିଲ୍ଲାର ବିଜେପୁର ଉପନିର୍ବାଚନ ପାଇଁ ଅକ୍ଟୋବର ୨୪ରେ ମତଦାନ ହେବ। ନିର୍ବାଚନ ପାଇଁ

ପ୍ରଧାନମନ୍ତ୍ରୀଙ୍କ କାନ୍ଧରେ ହାତ ପକାଇଲେ ଏକତା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଜଣ ଜଣ କରି ସମସ୍ତ ବଲିଉଡ୍‌ ଅଭିନେତ୍ରୀ ଓ ଅଭିନେତା ସେଲ୍‌ଫି ନେଇଛନ୍ତି। ହେଲେ ସେଲ୍‌ଫି ନେବା ସମୟରେ ବାଲାଜୀ ଟେଲି ଫିଲ୍ମସ ପ୍ରଯୋଜିକା ଏକତା କପୁର ପ୍ରଧାନମନ୍ତ୍ରୀଙ୍କ କାନ୍ଧରେ ହାତ ପକାଇ ଦେଇଛନ୍ତି। କେବଳ

କେଦାରନାଥ ପର୍ବତରୁ ପଥର ଖସି ୩ ମୃତ, ୭ ନିଖୋଜ

ଉତ୍ତରାଖଣ୍ଡର କେଦାରନାଥ ଠାରେ ପର୍ବତ ଉପରୁ ପ୍ରକାଣ୍ଡ ପଥର ଖସି ରାସ୍ତାରେ ପଡ଼ିବାରୁ କେତୋଟି ଗାଡ଼ିରେ ମାଡ଼ ହୋଇ ତିନି ଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଛି ଏବଂ ଅନ୍ୟ କେତେ ଜଣ ଆହତ ହୋଇଛନ୍ତି। ଘଟଣା ପରେ ପରେ ଅନ୍ୟୂନ ଛଅରୁ

ବିଳମ୍ବରେ ପହଁଚିଲା ତେଜସ ଏକ୍ସପ୍ରେସ, ଯାତ୍ରୀ ପାଇବେ ପଇସା

 ଦେଶର ପ୍ରଥମ ଘରୋଇ ଟ୍ରେନ ତେଜସ୍ ଏକ୍ସପ୍ରେସ ଷ୍ଟେସନରେ ଶନିବାର ବିଳମ୍ୱରେ ପହଞ୍ଚିଥିଲା। ତେଣୁ ଏହି ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ କ୍ଷତିପୂରଣ ମିଳିବ ବୋଲି ଜଣାପଡ଼ିଛି। ଗତକାଲି ଲକ୍ଷ୍ନୌ-ଦିଲ୍ଲୀ ତେଜସ୍ ଏକ୍ସପ୍ରେସ ଟ୍ରେନ ଉଭୟ ଅପ୍ ଏବଂ ଡାଉନରେ ବିଳମ୍ୱରେ

ପାଣି ଡେକ୍‌ଚିରେ ବୁଡ଼ି ୨ ବର୍ଷର ଶିଶୁ ମୃତ

ଦେବଗଡ଼ ଥାନା ଅନ୍ତର୍ଗତ ସାମନ୍ତ୍ରାପାଲି ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଏକ ପାଣି ଡେକ୍‌ଚିରେ ବୁଡ଼ି ୨ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ମୃତ ଶିଶୁର ନାଁ  ପ୍ରିନ୍ସ ସାହୁ। ଆଜି ସକାଳ ପ୍ରାୟ ୮ଟା ବେଳେ ଗାଁର ପ୍ରଶାନ୍ତ