latest

Date: October 21, 2019

Total 25 Posts

ଏକଜିଟ୍‌ ପୋଲ : କ୍ଲିନସୁଇପ୍‌ କରିବ ବିଜେପି!

ମହାରାଷ୍ଟ୍ର ଓ ହରିଆଣାରେ ପୁଣିଥରେ ସରକାର ଗଠନ କରିବାକୁ ଯାଉଛି ବିଜେପି।  ବିଭିନ୍ନ ସଂସ୍ଥା ପ୍ରକାଶ କରିଥିବା ବୁଥ ବାହୁଡ଼ା ଫଳାଫଳ ବା ଏକଜିଟ୍‌ ପୋଲରୁ ଏଭଳି ଆକଳନ କରାଯାଉଛି। ଇଣ୍ଡିଆ ଟୁଡେର ଏକଜିଟ୍‌ ପୋଲ ଅନୁଯାୟୀ, ମହାରାଷ୍ଟ୍ର ବିଧାନସଭାର ୨୮୮ଟି

ଆମେରିକାର ମାସିକ ପତ୍ରିକା ‘ଭଗ୍‌’ରେ ଓଡ଼ିଆ ଧାବିକା ଦୂତୀ

ଆମେରିକାର ମାସିକ ପତ୍ରିକା ‘ଭଗ୍‌’ରେ ଓଡ଼ିଆ ଧାବିକା ଦୂତୀ ଚାନ୍ଦ l ୨୦୧୯ର ଶ୍ରେଷ୍ଠ ମହିଳା କ୍ରୀଡ଼ାବିତ୍‌ର ମାନ୍ୟତା ଦେଲା ‘ଭଗ୍‌’ । ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ସ୍ବର୍ଣ୍ଣପଦକ ପାଇଥିଲେ ଦୂତୀ । ସମଲିଙ୍ଗୀ ସଂପର୍କ ଥିବା ନେଇ ଗଣମାଧ୍ୟମରେ ଖୋଲାଖୋଲି

ବେଆଇନ୍‌ ପାର୍କିଂ ଫି ଆଦାୟକୁ ନେଇ ନୋଟିସ୍‌ ଜାରି

ବେଆଇନ୍‌ ପାର୍କିଂ ଫି ଆଦାୟକୁ ନେଇ ରାଜଧାନୀରେ ଥିବା ୧୦ଟି ବ୍ୟସାୟିକ ପ୍ରତିଷ୍ଠାନ(ସପିଂ ମଲ) ଓ ୩ଟି ଘରୋଇ ହସ୍ପିଟାଲକୁ ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ(ବିଡିଏ) ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି । ବ୍ୟସାୟିକ ପ୍ରତିଷ୍ଠାନ ଯଥା- ଏସ୍‌ପ୍ଲାନେଡ୍‌ ଓ୍ଵାନ୍‌ ଦ ଓ୍ଵାଲର୍ଡ,

ସ୍ମିତାରାଣୀ ବିଶ୍ୱାଳଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ସହ ଏସପିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ : ବିଜେପ

 ଆଜି ଯାଜପୁର ଜିଲ୍ଲା ବିଜେପି ପକ୍ଷରୁ ୧୨ ଘଂଟିଆ ବନ୍ଦ ଡାକରା ଦିଆଯାଇଥିଲା । ସମସ୍ତ ବ୍ୟବସାୟ ଓ ଶିଳ୍ପ ପ୍ରତିଷ୍ଠାନ, ସାଧାରଣଜନତାଙ୍କ ଅଦ୍ଭୁତପୂର୍ବ ସମର୍ଥନ କାରଣରୁ ବନ୍ଦ ଡାକରା ସଂପୂର୍ଣ୍ଣ ସଫଳ ହୋଇଛି । ଏହି ବନ୍ଦ ଡାକରାକୁ ସଫଳ

ଭାରତ-ଆମେରିକା ଦ୍ୱିପାକ୍ଷିକ ବ୍ୟବସାୟିକ ସମ୍ପର୍କକୁ ମଜବୁତ୍ କରିଛି ଉର୍ଜା କ୍ଷେତ୍ର : ଧର୍ମେନ୍ଦ୍ର

ଭାରତ-ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟିକ ସମ୍ବନ୍ଧକୁମଜବୁତ୍ କରିବାରେ ଉର୍ଜା କ୍ଷେତ୍ର ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ସୋମବାର ନୂଆଦିଲ୍ଲୀ ଠାରେ ଆୟୋଜିତ ଭାରତ-ଆମେରିକା ରଣନୈତିକ ସହଯୋଗୀ ଫରୋମ(ୟୁଏସ୍ଆଇଏସପିଏଫ୍ର)ର ବାର୍ଷିକ ନେତୃତ୍ୱ ସମ୍ମିଳନୀରେ ଆମେରିକାର ରାଷ୍ଟ୍ରଦୂତଙ୍କ ସହ ସର୍ବଜନୀନ ଆଲୋଚନା କରିବା ସମୟରେ

୫ ଦିନିଆ ବିଦେଶ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅକ୍ଟୋବର ୨୨ ରୁ ୨୬ ତାରିଖ ପର୍ଯ୍ୟନ୍ତ ଋଷ ଓ ଜାପାନକୁ ୫ ଦିନିଆ ଗସ୍ତରେ ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନଙ୍କ ସହ ଉଚ୍ଚସ୍ତରୀୟ ସରକାରୀ ଅଫିସର ମଣ୍ଡଳି ,ଏକ ବ୍ୟବସାୟିକ ପ୍ରତିନିଧି ମଣ୍ଡଳି ବିଦେଶ ଗସ୍ତରେ

ଭୁଲ ପାଇଁ ୧ ଲକ୍ଷ ଟଙ୍କା ଜରିମାନା ଦେବ ଜୋମାଟୋ

ପୂର୍ବରୁ ବିଭିନ୍ନ କାରଣ ପାଇଁ ବିବାଦରେ ଛନ୍ଦି ହୋଇଛି ଜୋମାଟୋ । ଖାଦ୍ୟର ମାନ ଠିକ୍‌ ନ ହେବା କଥା ହେଉ ବା ଡେଲିଭରୀ ବଏଙ୍କ ଅସଦାଚାରଣ କଥା ହେଉ, ଅନେକ ସମୟରେ ଜୋମାଟୋକୁ ଅପମାନର ସାମ୍ନା କରିବାକୁ ପଡ଼ିଛି ।

ନଭେମ୍ବର ୨୧ ସୁଦ୍ଧା ପ୍ରକାଶ ପାଇବ ଓଟିଇଟି ପରୀକ୍ଷା ଫଳ

ନଭେମ୍ବର ୨୧ ସୁଦ୍ଧା ଓଟିଇଟି ପରୀକ୍ଷା ଫଳ ପ୍ରକାଶ ପାଇବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକରେ ସୋମବାର ଏହି ନିଷ୍ପତ୍ତି ହୋଇଛି। ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓଟିଇଟି ପରୀକ୍ଷା ତ୍ରୁଟି ସଂପର୍କରେ ଅନୁଧ୍ୟାନ

୨୪ରେ ବିଜେପୁର ଉପନିର୍ବାଚନର ଫଳାଫଳ

ବରଗଡ଼ ଜିଲ୍ଲା ବିଜେପୁରରେ ଉପନିର୍ବାଚନ ପାଇଁ ସୋମବାର ସନ୍ଧ୍ୟାରେ ମତଦାନ ଶେଷ ହୋଇଛି। ଉପନିର୍ବାଚନରେ ୭୮.୯୬ ପ୍ରତିଶତ ମତଦାନ ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଏହି ସୂଚନା ଦେଇଛନ୍ତି।ମତଦାନ ଶେଷ ହୋଇଥିବା ବେଳେ ପୁଲିଂ ଅଧିକାରୀ

ପୋଖରୀ ଭିତରେ କାର …

କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଚମ୍ପୁଆ ତୁରୁମୁଙ୍ଗା ରାସ୍ତାର ଲକ୍ଷ୍ମୀ ପଶି ନିକଟରେ ରାସ୍ତାକଡ଼ର ଏକ ପୋଖରୀ ଭିତରେ ଏକ କାର ପଶି ଯାଇଛି। ବିଳମ୍ବିତ ରାତିରେ ଏହି କାରଟି ଭାରସମ୍ୟ ହରାଇ ରାସ୍ତା କଡ଼ ପୋଖରୀ ଭିତରେ ପଶି

୨୩ରୁ ସାରା ରାଜ୍ୟରେ ବର୍ଷା ସମ୍ଭାବନା

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ତାମିଲନାଡ଼ୁ ଆଖପାଖ ଅଂଚଳରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଯାହା ଆସନ୍ତା ୪୮ଘଣ୍ଟାରେ ଲଘୁଚାପର ରୂପ ନେବା ସମ୍ଭାବନା ରହିଛି । ଏହା ପ୍ରଭାବରେ ଆସନ୍ତା ୨୩ତାରିଖରୁ ସାରା ରାଜ୍ୟରେ ପ୍ରବଳ ବର୍ଷା ହେବା