Date: October 24, 2019

Total 17 Posts

ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପାଇଁ ଆସନ୍ତାକାଲି ମଧ୍ୟ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।  ଅତିପ୍ରବଳ ବର୍ଷା ଆଶଙ୍କା ଥିବା କେନ୍ଦୁଝର,

ଲଗାଣ ବର୍ଷା ଯୋଗୁଁ ପାହାଡ ଧସିଲା

ରାୟଗଡ଼ ଜିଲ୍ଲା ଗୁଣୁପୁର ବ୍ଲକ ଅନ୍ତର୍ଗତ ପୁଟାସିଙ୍ଗ  ଥାନା ଅନ୍ତର୍ଗତ ରେଜିଙ୍ଗତାଲ ଗ୍ରାମ ନିକଟ ପାହାଡ଼ରୁ ଏକ ବିରାଟ ପଥର ଖସି ରାସ୍ତାର ମଧ୍ୟ ଭାଗରେ ଅଟକି ଯିବା ଫଳରେ ରାସ୍ତା ଅବରୋଧ ହୋଇଛି । ଫଳରେ ପୁଟାସିଙ୍ଗ ଠାରୁ  ଗୁଣୁପୁର ରାସ୍ତା ରେ

ହରିଆଣାରେ ବିଜେପି କରିବ ସରକାର

ହରିଆଣା ରାଜନୀତିରେ ଟ୍ୱିଷ୍ଟ ଆସିଛି। ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ କଂଗ୍ରେସ ଯେଉଁ ପ୍ରୟାସ କରୁଥିଲା, ସେଥିରେ ବ୍ରେକ ଲାଗିବାକୁ ଯାଉଛି। କାରଣ ହରିଆଣା ରାଜନୀତିରେ ନୂଆ କିଙ୍ଗ ମେକର ସାଜିଥିବା ଦ୍ୟୁଷନ୍ତ ଚୌଟାଲାଙ୍କ ଜନନାୟକ ଜନତା ପାର୍ଟି(ଜେଜେପି) ବିଜେପିକୁ

ସ୍କୁଲରେ ପିଲାଙ୍କ ଗହଣରେ ପନୀର, ଚିକେନ ଖାଉଛନ୍ତି ମନ୍ତ୍ରୀ

ସ୍କୁଲରେ ପିଲାଙ୍କ ଗହଣରେ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିବା ନିର୍ଦ୍ଦେଶକୁ ପାଳନ କରିଛନ୍ତି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ l ରାୟଗଡ଼ାର ଏକ ସ୍କୁଲରେ ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ ଖାଇଛନ୍ତି l ହେଲେ ପିଲାମାନେ ସାଧା

ବାଂଲାଦେଶ ବିପକ୍ଷ ଟି-୨୦ ଓ ଟେଷ୍ଟ ଦଳ ଘୋଷଣା, କୋହଲିଙ୍କୁ ବିଶ୍ରାମ

ବାଂଲାଦେଶ ବିପକ୍ଷ ଟି-୨୦ ଏବଂ ଟେଷ୍ଟ ଶୃଙ୍ଖଳା ପାଇଁ ଏମଏସକେ ପ୍ରସାଦଙ୍କ ନେତୃତ୍ଵାଧୀନ ଜାତୀୟ ଚୟନକର୍ତ୍ତା କମିଟି ଭାରତୀୟ ଦଳ ଘୋଷଣା କରିଛି। ଟି-୨୦ ଶୃଙ୍ଖଳାରେ ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି। କିନ୍ତୁ ଟେଷ୍ଟ ଶୃଙ୍ଖଳାରେ ଦଳର ସେ ଅଧିନାୟକ

ବୁଡିଲା ପଦ୍ମ, ଭାସିଲା ଶଙ୍ଖ : ରୀତା ସାହୁ; ୯୮ ହଜାର ଭୋଟରେ ବିଜୟୀ

୨୧ ତାରିଖରେ ଅନୁଷ୍ଠିତ ଉପନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ  ରୀତା ସାହୁ ତାଙ୍କର ନିକଟତମ ବିଜେପି ପ୍ରତିଦ୍ୱନ୍ଦୀ ସନତ ଗଡ଼ତିଆଙ୍କୁ ୯୭ ହଜାର ୯୯୪ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡାଙ୍କ ସ୍ଥିତି ହଜିଯାଇଛି । ସବୁଠାରୁ ଉଲ୍ଲେଖନୀୟ କଥା

ବିଜେପୁରରେ ବିଜେଡିରେ ବିଜୟ

ଦଶମ ରାଉଣ୍ଡ ଗଣତି ଶେଷ ହୋଇଥିବା ବେଳେ ବିଜେଡି ୫୨, ୧୪୨ ଭୋଟରେ ଆଗରେ ରହିଛି। ବିଜେଡି ୭୧,୨୨୯ ଭୋଟ ପାଇଥିବା ବେଳେ ବିଜେପି ୧୯,୦୮୭ ଓ କଂଗ୍ରେସ ୨,୭୭୩ ଭୋଟ ହାତେଇବାରେ ସକ୍ଷମ ହୋଇପାରିଛନ୍ତି।  ୯ମ ରାଉଣ୍ଡରେ ବିଜେଡି ୬୫,୪୯୬ ଭୋଟ

ଷଷ୍ଠ ରାଉଣ୍ଡ ବିଜେଡି ୩୪, ୩୦୧ , ବିଜେପିକୁ ୧୧,୦୭୪ ଓ କଂଗ୍ରେସକୁ ୧୫୯୧ ଭୋଟ୍

 ଷଷ୍ଠ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ଆଗୁଆ ରହିଛି। ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡି ୩୪, ୩୦୧ଭୋଟ୍‌ ରେଆଗୁଆ ରହିଛି। ବିଜେଡିକୁ ୪୫, ୩୭୫, ବିଜେପିକୁ ୧୧,୦୭୪ ଓ କଂଗ୍ରେସକୁ ୧୫୯୧ ଭୋଟ ମିଳିଛି। ପଞ୍ଚମ ରାଉଣ୍ଡରେ ବିଜେଡି ୨୮,୮୧୧ ଭୋଟ୍‌ରେ  ଆଗୁଆ ରହିଥିଲା।

ତୃତୀୟ ରାଉଣ୍ଡ : ରୀତା ସାହୁଙ୍କୁ ୨୨, ୪୭୩ ବିଜେପି ପ୍ରାର୍ଥୀ ସନତ୍ ଗଡ଼ତିଆଙ୍କୁ ମିଳିଛି ୬୦୦୦ ଖଣ୍ଡ ଭୋଟ

ବିଜେପୁର ଉପନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗଣତି । ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡ଼ି ଆଗୁଆ ରହିଛି । ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ୨୨, ୪୭୩ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ସନତ୍

ବିଜେପୁର ପାଇଁ ଭୋଟ ଗଣତି ଆରମ୍ଭ

ଆଜି ବିଜେପୁର ବିଧାନସଭା ଉପନିର୍ବାଚନ ଫଳାଫଳ।ସକାଳ ଆଠଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ଏଥିପାଇଁ ୧୪ଟି ଟେବୁଲ୍ ଓ ଗୋଟିଏ ରାଉଣ୍ଡ ଟେବୁଲର ବ୍ୟବସ୍ଥା କରାଯାଇଛି। ସମୁଦାୟ ୨୧ଟି ରାଉଣ୍ଡରେ ଭୋଟ ଗଣତି ହେବାକୁ ଥିବା ବେଳେ ଏଥିପାଇଁ ୧୨୦ ଜଣ

ଦେଶମହାରାଷ୍ଟ୍ର ଓ ହରିୟାଣା : ଆଗରେ ବିଜେପି

ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନରେ ବିଜେପି ଆଗୁଆ ଥିବା ସୂଚନା ମିଳିଛି । ସୂଚନାନୁସାରେ, ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ୧୦୮ ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ଏହାର ସହଯୋଗୀ ଦଳମାନେ ୪୦ଟି ବିଧାନସଭା ଆସନରେ ଆଗୁଆ ଅଛନ୍ତି। ଅପରପକ୍ଷରେ