Date: October 25, 2019

Total 9 Posts

ଆଜି ଏହି ରାଶିର ବ୍ୟକ୍ତିମାନେ ହେବେ ଭାଗ୍ୟଶାଳୀ, ଶୁଭ ମୁହୂର୍ତ୍ତରେ କିଣନ୍ତୁ ଜିନିଷ

ଆଜି ଧନତେରାସ । ଆଜିର ଦିନଟି ବହୁତ ଶୁଭଦିନ ବୋଲି ବିଚାର କରାଯାଏ । କୁହାଯାଏ ଆଜି କିଛି ନୂଆ ଜିନିଷ କିଣିଲେ ଘରକୁ ଲକ୍ଷ୍ମୀ ପ୍ରବେଶ କରନ୍ତି । ଏହି ପର୍ବର ବିଶେଷ ମହତ୍ତ୍ବ ରହିଛି। ଧନତେରାସ ଦିନ ଘରେ

ବର୍ଷା ସମୟରେ ଘରେ ପଶିଗଲା 12ଫୁଟ ଅହିରାଜ

ବର୍ଷା ସମୟରେ ଘରେ ପଶିଗଲା 12ଫୁଟ ଅହିରାଜ। ଭୟଭୀତ ହୋଇଗଲେ ପରିବାର ସଦସ୍ୟ। ସ୍ନେକ୍‌ ହେଲ୍‌ପଲାଇନ ସଦସ୍ୟଙ୍କୁ ଫୋନ କରାଗଲେ ମଧ୍ୟ ମିଳିଲାନି ସହଯୋଗ। ଗୋପାଳପୁର ଫରେଷ୍ଟରଙ୍କୁ ଫୋନ କରିବାରୁ ସେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହେଉଛି। ବନବିଭାଗର କର୍ମଚାରୀଙ୍କୁ ଡାକି

ସ୍ୱାମୀକୁ ଛାଡି ଜ୍ୱାଇଁ ସହ ଲିଭ୍-ଇନ୍ ରିଲେସନରେ ରହୁଥିଲା ଶାଶୂ, ଭୋଗିଲା ଫଳ

ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀକୁ ଛାଡି ଜ୍ୱାଇଁ ସହ ଲିଭ୍‌-ଇନ୍‌-ରିଲେସନ୍‌ସିପ୍‌ରେ ରହୁଥିଲା ଶାଶୂ କୁପରିଣତି ପାଇଛି । ଅଭିଯୋଗ ହୋଇଛି କି ଜ୍ୱାଇଁ ଶାଶୂକୁ ହତ୍ୟା କରିବାପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୁଲିସ ସୂତ୍ରରୁ

ପାଚେରି ଜେଇଁ କଇଦୀ ଚମ୍ପଟ

ଯଜପୁର  ଉପକାରାଗାରରୁ ଜଣେ ବିଚାରାଧୀନ କଏଦୀ ପାଚେରି ଡେଇଁ ଖସି ପଳାଇଛନ୍ତି। ସେ କଏଦୀଜଣକ ହେଉଛନ୍ତି କେନ୍ଦୁଝର ଜିଲ୍ଲାର ରାଜେଶ ମୁଣ୍ଡା। ଦୁଷ୍କର୍ମ ମାମଲାରେ ଗିରଫ ହୋଇ ରାଜେଶ ବିଚାରାଧୀନ କଏଦୀ ଭାବେ କାରାଗାରରେ ରହୁଥିଲେ। ଅତି ପ୍ରବଳ ନିରବଚ୍ଛିନ୍ନ ବର୍ଷା

ବିଭିନ୍ନ ସ୍ଥାନରେ କାନ୍ଥ ଭୁଶୁଡି ତିନି ମୃତ

 ଲଘୁଚାପଜନିତ ବର୍ଷା କାରଣରୁ ମାଟିକାନ୍ଥ ପଡ଼ି ତିନିଟି ଜିଲ୍ଲାରେ ତିନିଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ତିନିଜଣ ଆହତ ହୋଇଛନ୍ତି। ଗୁରୁବାର ରାତିରେ ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଜଳେଶ୍ୱର ବ୍ଲକ୍‌ ଅଧୀନ କାଳିକା ଗ୍ରାମ ପଞ୍ଚାୟତର ଭଦୁଆ ଗ୍ରାମରେ ଗୋଟିଏ ମାଟିଘରର

16 ଜଣଙ୍କୁ ଫାଶୀଦଣ୍ଡ ଶୁଣାଇଲେ ଅଦାଲତ

ଜଣେ 18 ବର୍ଷୀୟ ଯୁବତୀଙ୍କୁ  ନିଆଁ ଲଗାଇ ହତ୍ୟା କରିବା ଘଟଣାରେ ଗୁରୁବାର ବାଂଲାଦେଶର ଏକ ଅଦାଲତ 16 ଜଣଙ୍କୁ ଫାଶୀଦଣ୍ଡ ଶୁଣାଇଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲାକୁ ବନ୍ଦ କରିବା ପାଇଁ ଅଭିଯୁକ୍ତମାନେ ସଂପୃକ୍ତ ଯୁବତୀଙ୍କୁ ପ୍ରଥମେ

15ଟି ଜିଲ୍ଲାରେ ଜାରି ରକହିବ ବର୍ଷା, 5 ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ଆଗାମୀ 24 ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଲାଗିରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏଥିଲାଗି 5 ଜିଲ୍ଲାକୁ ରେଡ୍

ବିନା ଭିଜାରେ ବ୍ରାଜିଲ ଯାଇପାରିବେ ଭାରତୀୟ ବ୍ୟବସାୟୀ

ଭାରତୀୟ ବ୍ୟବସାୟୀମାନେ  ବିନା ଭିଜାରେ ବ୍ରାଜିଲ ଯାଇପାରିବେ। ବ୍ରାଜିଲର ରାଷ୍ଟ୍ରପତି ଜେୟର ବୋଲସୋନାରୋ ଏହି ଘୋଷଣା କରିଛନ୍ତି। ଏଣିକି ଭାରତ ଏବଂ ଚୀନର ବ୍ୟାପାର ସହ ଜଡିତ ଲୋକମାନେ ବ୍ରାଜିଲ ଯିବା ପାଇଁ ଭିଜାର ଆବଶ୍ୟକତା ପଡିବ ନାହିଁ ।  ଚଳିତବର୍ଷ

ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ…

ମେଷ: ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ସ୍ୱାଦିଷ୍ଟ ଖାଦ୍ୟ ଖାଇବେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ବୃଷ: ଦିନଟି ଭଲରେ କଟିବ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଯୋଜନା କରିପାରନ୍ତି। ମିଥୁନ: ଘରେ ହସଖୁସିର ପରିବେଶ