Date: October 29, 2019

Total 11 Posts

ଦୁଇବର୍ଷ ପାଇଁ ବାସନ୍ଦ

ଦୁର୍ନୀତି ସମ୍ବନ୍ଧିତ ଘଟଣା ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)କୁ ଅବଗତ ନକରାଇବା ବାଂଲାଦେଶ ଟିମର ଷ୍ଟାର୍ ଅଲରାଉଣ୍ଡର ସାକିବ୍ ଅଲ୍ ହାସନଙ୍କୁ ମହଙ୍ଗା ପଡ଼ିଛି। ଯେଉଁ କାରଣରୁ ଆଇସିସି ତାଙ୍କୁ ଦୁଇବର୍ଷ ପାଇଁ ବାସନ୍ଦ କରିଛି। ଆସନ୍ତାକାଲି ବାଂଲାଦେଶ ଟିମ୍ ଭାରତ

ବିଚ୍ ରାସ୍ତାରେ ଉଲଗ୍ନ ହୋଇ ବୁଲିଲେ ଯୁବତୀ

ବଲାଙ୍ଗୀର ସହରରେ ଜଣେ କମ ବୟସର ବିବାହିତ ଯୁବତୀ ଉଲଗ୍ନ ଅବସ୍ଥାରେ ରାସ୍ତାରେ ବୁଲୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଯୁବତୀଙ୍କ ମାନସିକ ସ୍ଥିତି ଠିକ ନଥିବା ଯୋଗୁଁ ଯୁବତୀ  ଜଣକ ଏଭଳି ଭାବରେ ଉଲଗ୍ନ ବୁଲୁଥିବା ସଂଦେହ

ବିପର୍ଯ୍ୟୟ ମୁକାବିଲାରେ ଓଡିଶା ବିଶ୍ୱପାଇଁ ଉଦାହରଣ ସୃଷ୍ଟି କରିଛି – ମୁଖ୍ୟମନ୍ତ୍ରୀ

ବିପର୍ଯ୍ୟୟ ମୁକାବିଲାରେ ଓଡିଶା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି । ଓଡ଼ିଶା ବିଶ୍ୱପାଇଁ ବେଞ୍ଚମାର୍କ ପାଲଟିଛି । ଭୁବନେଶ୍ୱରରେ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ପାଳନ ଉତ୍ସବରେ ଯୋଗଦେଇ ଏହି ବକ୍ତବ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ

ନୂଆପଡା ଗସ୍ତରେ ଚାଷୀଙ୍କ ସହ କ୍ଷେତ ପରିଦର୍ଶନ କଲେ ବସନ୍ତ ପଣ୍ଡା

ନୂଆପଡ଼ା ଜିଲ୍ଲାରେ ଅଦିନିଆ ବର୍ଷା ହେବ ପରେ ଜିଲ୍ଲାର ବହୁ ଚାଷୀଙ୍କ ଧାନ ନଷ୍ଟ ହେବା ସହ ଧାନ ସବୁ ଗଜା ହୋଇଥିବା ଚାଷି ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ନେଇ ମଙ୍ଗଳବାର ଦିନ କଳାହାଣ୍ଡି ସାଂସଦ ଓ ରାଜ୍ୟ ବିଜେପି

କର୍କଟ ରୋଗ ଆଗରେ ହାରିନାହାଁନ୍ତି ଏହି ଝିଅ ! ମୁଣ୍ଡରେ ସ୍କାର୍ଫ ଏବଂ ହାତରେ ଖାଦ୍ୟ ପୁଡିଆ ଧରି ଗରିବ ପିଲାଙ୍କ ମୁହଁରେ ହସ ବାଣ୍ଟୁଛନ୍ତି

 ଆଞ୍ଚଲ୍ ଶର୍ମା ଏକ ଏଭଳି ନାମ ଯେ ଦିଲ୍ଲୀର ଭଙ୍ଗା ଦଦରା ବସ୍ତିରେ ରହୁଥିବା ୧୦୦ ରୁ ଅଧିକ ପିଲାଙ୍କ ପାଇଁ ଏବେ ସୁପରହିରୋ ପାଲଟିଛନ୍ତି । କର୍କଟ ରୋଗରେ ପୀଡିତ ଆଞ୍ଚଲ୍ ଙ୍କ କେମୋଥେରାପୀ ଟେଷ୍ଟ୍ ପରେ ମୁଣ୍ଡରେ ଷ୍କାର୍ଫ

ବିଷଠାରୁ ଅଧିକ ଭୟଙ୍କର ଏହି ୪ଟି ଔଷଧ, ହେଲେ ଦେଶର ଔଷଧ ଦୋକାନରେ ଚାଲିଛି ଖୁଲମଖୁଲା ବିକ୍ରି

ଅଧିକାଂଶ ସମୟରେ ଡାକ୍ତରଙ୍କ ବିନା ପରାମର୍ଶରେ ଆମେ ଔଷଧ ବ୍ୟବହାର କରିଥାଆନ୍ତି।  ଏପରି ଥଣ୍ଡା, ଜ୍ବର, ଶରୀର ପୀଡ଼ା ହେଲେ ଔଷଧ ଦୋକାନ ବା ମେଡିସିନ ଷ୍ଟୋରରୁ ଔଷଧ କିଣି ବ୍ୟବହାର କରି ଥାଆନ୍ତି। ଏପରି କିଛି ଔଷଧ ଅଛି ଯାହାକୁ

20 ବର୍ଷ ପରେ ବି କ୍ଷତ ଭରୁନି, ମନେ ପଡିଲେ ଦେହ ଥରୁଛି

ମହାବାତ୍ୟାର ରୂପ ଥିଲା ଭୟଙ୍କର । କରାଳ କାୟାରେ ଛାରଖାର ହୋଇଗଲା ଅନେକ ପରିବାର, ଧ୍ବସଂସ୍ତୁପରେ ପରିଣତ ହେଲା ଘରଦ୍ବାର । ମହାବାତ୍ୟା ତ ସାରା ରାଜ୍ୟକୁ ଗ୍ରାସ କରିଥିଲା । ଏଭିତରେ 1999 ମହାବାତ୍ୟାକୁ 20 ବର୍ଷ ବିତି ଗଲାଣି

ପାଣ୍ଡିଆନଙ୍କ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତ

5 ଟି ସଚିବ ଭି.କେ. ପାଣ୍ଡିଆନ  ଆଜି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତରେ ଆସିଥିଲେ । ସେ ସେଠାରେ ସ୍ବାସ୍ଥ୍ୟ ସୁବିଧା ସମ୍ପର୍କରେ ରୋଗୀଙ୍କ ମତାମତ ନେଥିଲେ ।  ଗସ୍ତବେଳେ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଓ ଜିଲ୍ଲାପାଳ ସୁଧାଂଶୁ

ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ଜଷ୍ଟିସ୍ ଶରଦ ଅରବିନ୍ଦ ବୋବଡେ

ଜଷ୍ଟିସ୍ ଶରଦ ଅରବିନ୍ଦ ବୋବଡେ ସୁପ୍ରିମକୋର୍ଟର ପରବର୍ତ୍ତି ପ୍ରଧାନବିଚାର ପତି ହେବାକୁ ଯାଉଛନ୍ତି।  ତାଙ୍କ ନାଁରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରଞ୍ଜନ ଗୋଗୋଇଙ୍କ ପରେ ଜଷ୍ଟିସ୍ ବୋବଡେ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି। ବର୍ତ୍ତମାନର ପ୍ରଧାନ ବିଚାରପତି

ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ…

ମେଷ: ପିଲାମାନେ ପାଠପଢ଼ାରେ ସଫଳତା ପାଇବେ। ନୂତନ ବସ୍ତ୍ର କିଣି ପାରନ୍ତି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବୃଷ: ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ। ଅପରାହ୍ନରୁ ଚିନ୍ତିତ ରହିବେ। ମିଥୁନ: ପରିବାର ସଦସ୍ୟଙ୍କ ସହ ମତାନ୍ତର

ଆଜିଠୁ ଫ୍ରି ହେଲା ମହିଳାମାନଙ୍କ ପାଇଁ ଡିଟିସି ବସ୍‌ ସେବା

ଦିଲ୍ଲୀରେ ଆଜିଠୁ ମହିଳାମାନେ ଡିଟିସି ବସ୍‌ରେ ବିନା ମୂଲ୍ୟରେ ଯାତ୍ରା କରିପାରିବେ । ଦିଲ୍ଲୀ ସରକାରଙ୍କ ତରଫରୁ  ଡିଟିସି ବସରେ ମହିଳାମାନେ ଫ୍ରିରେ ଯାତ୍ରା କରିପାରିବେ ବୋଲି କୁହାଯାଇଛି। ସରକାରଙ୍କ ତରଫରୁ ଜାରି କରାଯାଇଥିବା ଅଧିସୂଚନା  ଅନୁସାରେ  ମହିଳାମାନଙ୍କୁ ଡିଟିସିର ଏସି