latest

Date: October 30, 2019

Total 19 Posts

ଏକତା ପାଇଁ ଦୌଡ଼ର ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀକୁ ସମଗ୍ର ଦେଶରେ ରାଷ୍ଟ୍ରୀୟ ଏକତା ଦିବସ ରୁପେ ପାଳନ କରାଯାଉଛି । ଏହି ଅବସରରେ ଦେଶବ୍ୟାପୀ ଏକତା ପାଇଁ ଦୌଡ଼ (Run For Unity) କାର୍ଯ୍ୟକ୍ରମ ଆୟୋଜନ କରାଯାଉଅଛି । ଗୁଜୁରାଟର କେୱଡ଼ିଆ

ପୁଣି ମିଳିବ କାଳିଆ ଟଙ୍କା

ଆସନ୍ତା ନଭେମ୍ବରରେ ମିଳିବ କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା। ଏନେଇ ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ। ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ପରେ କୃଷି ସଚିବ ସୂଚନା ଦେଇ କହିଛନ୍ତି ଯେ, କାଳିଆ ଯୋଜନାର ହିତାଧିକାରୀ ପାଇଁ

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନକୁ ରାସ୍ତା ନ ଦେବାରୁ ପାକିସ୍ତାନକୁ ପଡିଲା ମହଙ୍ଗା

ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ପ୍ରତିଶୋଧ ନିଆଁରେ ଜଳୁଛି। ଭାରତ ଉପରେ ପ୍ରତିଶୋଧ ନେବା ପାଇଁ ପାକ୍‌ ସରକାର ବିଭିନ୍ନ ପନ୍ଥା ଆପଣାଉଛି। ପ୍ରତିଟି କ୍ଷେତ୍ରରେ ଭାରତକୁ ଅସୁବିଧାରେ ପକାଇବ ପାଇଁ ପାକିସ୍ତାନ ଷଡ଼ଯନ୍ତ୍ର ତିଆରି କରୁଛି। ସୂଚନା

ଆବାସ ଦୁର୍ନୀତିର ପର୍ଦ୍ଦାଫାସ୍‌ କଲା ବିଜେପି

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗରେ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ପଞ୍ଚାୟତ ରାଜ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ୩ଟି ପଞ୍ଚାୟତର ତଥ୍ୟ ରଖି ରାଜ୍ୟ ସରକାରଙ୍କୁ ସିଧା ସିଧା ନିଶାନା କରିଛି ବିଜେପି । ବିଜେପି

ଟ୍ରେନ ଓ ଷ୍ଟେସନ ପରିସରରେ ଅଣ ସ୍ୱୀକୃତିପ୍ରାପ୍ତ ଫେରିବାଲା ଙ୍କ ବିରୁଦ୍ଧରେ ଆହୁରି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ : ପୂର୍ବତଟ ରେଳପଥ

ଜିରୋ ଟଲେରେନ୍ସ (ସହନଶୀଳତା) ନୀତିର ଏକ ଅଂଶ ଭାବେ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ଥିବା ଷ୍ଟେସନ ଓ ଚଳାଚଳ କରୁଥିବା ଟ୍ରେନ ଗୁଡିକରେ ଅଣ ସ୍ୱୀକୃତିପ୍ରାପ୍ତ ଫେରୀଵାଲା/ବୁଲାବିକାଳିଙ୍କ ଦ୍ୱାରା ବିକ୍ରୟ କରାଯାଉଥିବା ଦ୍ରବ୍ୟକୁ ବାରଣ କରିବା ଏବଂ ଅନ୍ୟ

ବାଗଦାଦିର ମୃତଦେହକୁ ସମୁଦ୍ରରେ ଫିଙ୍ଗିଦେଲା ଆମେରିକା

ଅଲ କାଏଦା ମୁଖ୍ୟ ଓସାମା ବିନ୍‌ ଲାଡେନ୍‌ ଭଳି ଆଇଏସ୍‌ ମୁଖ୍ୟ ଅବୁ ବକର ଅଲ ବାଗଦାଦିକୁ ମଧ୍ୟ ଆମେରିକା ସର୍ଜିକାଲ ଷ୍ଟ୍ରାଇକ କରି ଖତମ କରିଦେଇଛି। ଶନିବାର ରାତି 1 ଟାରେ ଆମେରିକା ପକ୍ଷରୁ ହୋଇଥିବା କାର୍ଯ୍ୟାନୁଷ୍ଠାନରେ ଡରି ଯାଇ

ଦୃତ ଗତିରେ ଚାଲିଥିଲା ବସ୍, ଖସିଗଲା 4ଟି ଚକ

ଯାତ୍ରୀବାହୀ ବସ୍ ଟି ଦୃତ  ଗତିରେ ଚାଲିଥିବା ବେଳେ ବସରୁ ଖସିଗଲା ଚକ । ଅଳ୍ପକେ ବର୍ତିଲେ 40 ରୁ ଅଧିକ ଯାତ୍ରୀ । ଏପରି ଏକ ଘଟଣା କୋରାପୁଟରେ ଘଟିଯାଇଛି । ଆଜି ସକାଳେ ଏମଏସବି ନାମକ ଏକ ବସ

ଦେଶର ଆର୍ଥିକ ମାନ୍ଦାବସ୍ଥା ଅସ୍ଥାୟୀ- ମୁକେଶ ଅମ୍ବାନୀ

ଦେଶର ଆର୍ଥିକ ମାନ୍ଦାବସ୍ଥା  ନେଇ ଅନେକ ଶିଳ୍ପପତି ଏବଂ ବ୍ୟବସାୟୀ ବିଭିନ୍ନ ମତ ରଖି ସାରିଛନ୍ତି। ସାଉଦି ଆରବରେ ‘ରେଗୋସ୍ତାନରେ ଦାବୋସ’ ସମ୍ମିଳନୀ ଚାଲିଛି। ଏହି ଅବସରରେ ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ୱାନୀ ଯୋଗ ଦେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,

ଝାଡଖଣ୍ଡରେ ଜେଏମ୍ଏମ୍ ସହିତ ମେଣ୍ଟ କରିବ କଂଗ୍ରେସ

 ଝାଡ଼ଖଣ୍ଡ ନିର୍ବାଚନରେ  ଆଞ୍ଚଳିକ ଦଳଙ୍କ ସହ ମେଣ୍ଟ କରିବାକୁ ବିଚାର କରୁଛି କଂଗ୍ରେସ । ଆଦିବାସୀବହୁଳ ଏହି ରାଜ୍ୟରେ କଂଗ୍ରେସ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ସହ ମେଣ୍ଟ କରିବାକୁ ଆଲୋଚନା ଚଳାଇଥିବାବେଳେ 81 ସଦସ୍ୟ ବିଶିଷ୍ଟ ଏହି ରାଜ୍ୟରେ ନିଜେ

ବିଜେପିରେ ମିଶିଲେ 6 ବିଧାୟକ

ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଦୁଇ ସହଯୋଗୀ ବିଜେପି ଏବଂ ଶିବସେନା ମଧ୍ୟରେ ଛକାପଂଝା ଜାରି ରହିଛି ।  ଏହାରି ଭିତରେ ଏହି ଦୁଇ ଦଳ ବାହାର ବିଧାୟକଙ୍କ ସମର୍ଥନ ବଢ଼ାଇବାରେ ସଫଳ ହୋଇଛନ୍ତି। ଗତକାଲି ବିଜେପିକୁ ସମର୍ଥନ ଦେଇଛନ୍ତି ଜନ

ଯେଉଁ ଦେଶ ଭାରତକୁ ସମର୍ଥନ ଦେବ ସେ ମିସାଇଲ ଟାର୍ଗେଟରେ ରହିବ- ପାକିସ୍ତାନ ମନ୍ତ୍ରୀ

ପାକିସ୍ତାନର ମନ୍ତ୍ରୀ ଅଲି ଅମିନ ଭାରତର ସମର୍ଥକ ଦେଶକୁ ଧମକ ଦେଇଛନ୍ତି ।  ସେ କହିଛନ୍ତି ଯେଉଁ ଦେଶ ଭାରତକୁ ସମର୍ଥ ଦେବ, ସେ  ମିସାଇଲ ଟାର୍ଗେଟରେ ରହିବ। କଶ୍ମୀର ଓ ଗିଲଗିଟ ବାଲୁଚିସ୍ତାନ ବ୍ୟାପାର ମନ୍ତ୍ରୀ ଅଲି ଅମିନଙ୍କ ବୟାନ