latest

Date: November 1, 2019

Total 19 Posts

୫-ଟିକୁ ନେଇ ମୁହାଁମୁହିଁ: ଅପରାଜିତା ମୁଖ୍ୟମନ୍ତ୍ରୀ ହେଲେ ୫ଟି ବାତିଲ କରିଦେବେ

ରାଜ୍ୟ ସରକାର ୫-ଟି ଯୋଜନା ଆରମ୍ଭ କରି ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ ବିରୋଧୀ ଏହାକୁ କେବଳ ସୋ’ବାଜି କହୁଛନ୍ତି। ଉଭୟ ବିଜେପି ଓ କଂଗ୍ରେସ ଆଜି ୫-ଟିକୁ ସମାଲୋଚନା କରିଥିବା ବେଳେ ବିଜେଡି କହିଛି ଯେ ୫-ଟି

ସ୍ମିତାରାଣୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରାଯାଉ: ପ୍ରଦୀପ୍ତ ନାଏକ

 ସ୍ମୀତାରାଣୀଙ୍କର ମୃତ୍ୟୁକୁ ଆଜି ୧୫ ଦିନ ବିତିଲାଣି । ବିଜେପି ବରାମ୍ବାର ମୃତା ସ୍ମିତାରାଣୀଙ୍କୁ ନ୍ୟାୟ ହେବା ପାଇଁ ଦାବି କରିଆସୁଥିଲେ ବି ରାଜ୍ୟସରକାର ଏବଂ ଜିଲ୍ଲା ପୋଲିସ ପ୍ରଶାସନ ଏପର୍ଯ୍ୟନ୍ତ ଚୁପ୍ ବସିଛନ୍ତି । ମହିଳା କମିଶନ ଅଧ୍ୟକ୍ଷା ତଦନ୍ତ

୩ ତାରିଖରୁ ରାଜ୍ୟରେ ବର୍ଷା ସମ୍ଭାବନା

ପୁଣି ଆସୁଛି ଲଘୁଚାପ । ବଙ୍ଗେ।ପସାଗରରେ ପୁଣି ଘନୀଭୂତ ହେଉଛି ଆଉ ଏକ ଲଘୁଚାପ । ଆସନ୍ତା ୩ ତାରିଖ ସୁଦ୍ଧା ଏହା ସ୍ପଷ୍ଟ ରୂପ ନେବାର ସମ୍ଭାବନା ରହିଛି। ଯାହାଫଳରେ ୨ରୁ ୩ ଦିନ ରାଜ୍ୟରେ ବର୍ଷା ଜାରି ରହିବ

ସ୍ୱର୍ଗଦ୍ୱାରରୁ ଉଚ୍ଛେଦ ହେବ ବିଜୁ ପଟ୍ଟନାୟକଙ୍କ ସମାଧି

ସ୍ୱର୍ଗଦ୍ୱାରରୁ ଉଚ୍ଛେଦ ହେବ ବିଜୁ ପଟ୍ଟନାୟକଙ୍କ ସମାଧି । ସମାଧି ଉଠି କେବଳ ବିଜୁଙ୍କ ସ୍ମୃତି ଫଳକ ରହିବ ବୋଲି ସ୍ଥିର ହୋଇଛି । ସ୍ୱର୍ଗଦ୍ୱାର ବିକାଶ ଲାଗି ରଜ୍ୟ ସରକାରଙ୍କ ପକ୍ଷରୁ 5 କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରାଯାଇଛି

ବାଲିଯାତ୍ରାକୁ ମିଳିଲା ରାଜ୍ୟସ୍ତରୀୟ ଉତ୍ସବ ମାନ୍ୟତା

କଟକର ଐତିହାସିକ ବାଲିଯାତ୍ରାକୁ ମିଳିଲା ରାଜ୍ୟସ୍ତରୀୟ ଉତ୍ସବ ମାନ୍ୟତା । ବାଲିଯାତ୍ରାର ଉନ୍ନତି ପାଇଁ ନଗର ଉନ୍ନୟନ ବିଭାଗ ଓ ସଂସ୍କୃତି ବିଭାଗ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇଦିଆଯିବ। ବାଲିଯାତ୍ରା ପାଇଁ ବ୍ୟବସାୟୀ ସଂଘ କଟକ ଜିଲ୍ଲା ପ୍ରଶାସନ ନିକଟରେ ବିଭିନ୍ନ

ବିଏସ୍ଏନ୍ଏଲର ନୂଆ ପ୍ଲାନ୍, ଫୋନରେ କଥା ହେଲେ ମିଳିବ ପଇସା

ଖରାପ ନୋଟଓ୍ୱାର୍କ ପାଇଁ ଗ୍ରାହକଙ୍କ ଠାରୁ ଦୂରେଇ ଯାଇଥିବା ବିଏସ୍ଏନ୍ଏଲ୍ ଏବେ ସଳଖିବାକୁ ଚେଷ୍ଟା କରୁଛି । ଲୋଭଣୀୟ ଅଫର ଦେଇ ଗ୍ରହକଙ୍କୁ ପୁଣି ଯୋଡିବାକୁ ଉଦ୍ୟମ କରୁଛି ବିଏସ୍ଏନ୍ଏଲ।  ଫୋନ କଲେ ଏବେ ପଇସା ମିଳିବ। କେବଳ ବିଏସ୍ଏନ୍ଏଲ୍ ଗ୍ରାହକ

ପରିବାରର ସମସ୍ତଙ୍କ ମୃତ୍ୟୁ ହେବାପରେ କେବଳ ଜୀବିତ ରହିଲା ନବଜାତ ଶିଶୁ

ପୁରା ପରିବାରକୁ ମୃତ୍ୟୁ ଶର୍ଯ୍ୟାରେ ଶୋଆଇ ଦେଲା ଡେଙ୍ଗୁ ଜ୍ୱର। ଏଭଳି ଏକ ଘଟଣା ତେଲେଙ୍ଗାନାରେ ଦେଖିବାକୁ ମିଳିଛି । ଏହି ପରିବାରର କେବଳ ଜଣେ ନବଜାତ ଶିଶୁ ଜୀବିତ ରହିଛି। ଶିଶୁର ମା’, ବାପା, ଭଉଣୀ ଓ ଜେଜେବାପା ସମସ୍ତେ

ପୁଣି ବଢ଼ିଲା ଏଲପିଜି ଗ୍ୟାସ୍ ସିଲିଣ୍ଡର ଦର

ପୁଣି ବଢ଼ିଲା ଏଲପିଜି ଗ୍ୟାସ ସିଲିଣ୍ଡରର ଦର । ସରକାରୀ ତେଲ କମ୍ପାନିଗୁଡ଼ିକ ଘରୋଇ ଇନ୍ଧନ ଗ୍ୟାସ ସିଲିଣ୍ଡରର ଦର ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଥିବା ହେତୁ ଏଭଳି ଘଟିଥିବା କୁହାଯାଉଛି। ଗ୍ୟାସ ସିଲିଣ୍ଡରର ନୂତନ ମୂଲ୍ୟ 76 ଟଙ୍କା

16 ବର୍ଷ ପରେ ମାଆ- ପୁଅଙ୍କ ଅଶ୍ରୁ ମିଳନ

 16 ବର୍ଷ ଧରି ମାଆକୁ ଖୋଜିଥିଲା ପୁଅ ।  କୁଆଡେ ଯାଇଛି ଯେ ଯାଇଛି । ଆଉ ଫେରିନି । ତା ଫେରିଲା ବାଟକୁ ଅନାଇ ଅନାଇ କେତେ ଦିନ  ଓ ରାତି  ବିତିଗଲାଣି । ସକାଳୁ ହେଲେ ଲାଗୁଛି ଯେମିତି

4 ବର୍ଷର ଶିଶକୁ ଦୁଷ୍କର୍ମ ଅଭିଯୋଗ

କନ୍ଧମାଳରେ ପୁଣି ଲଜ୍ଜା । 4 ବର୍ଷର ଶିଶୁକୁ ଦୁଷ୍କର୍ମ ହୋଇଛି  ଅଭିଯୋଗ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରେ ଜଣେ 4 ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତଜଣକ ନାବାଳକ ବୋଲି ଜଣାପଡ଼ିଛି। ଗତକାଲି ଝିଅଟି ଘର

ପୁଣି ପାକିସ୍ତାନ ଯିବେ ସିଦ୍ଧୁ !

କଂଗ୍ରେସ ନେତା ନବଜ୍ୟୋତ ସିଂହ ସିଦ୍ଧୁ ପୁଣି ପାକିସ୍ତାନ ଯିବା ପାଇଁ ରାଜି ହୋଇଥିବା ଜଣାପଡିଛି । କର୍ତ୍ତାରପୁର କରିଡରର ଉଦ୍‌ଘାଟନୀ ଉତ୍ସବରେ ସାମିଲ ହେବାପାଇଁ ପାକିସ୍ତାନ ସରକାର କରିଥିବା ନିମନ୍ତ୍ରଣକୁ ବରିଷ୍ଠ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ଗ୍ରହଣ