latest

ରୁଟି ଖାଇବା ବେଳେ କରୁଛନ୍ତି କି ଏହି ଭୁଲ୍, ଧ୍ୟାନ ଦିଅନ୍ତୁ ନହେଲେ ଜୀବନ ସାରା ପସ୍ତାଇବେ

Spread the love

 ଏବେ ସମୟ ଆସିଛି ପ୍ରତିଯୋଗିତାର । ସମସ୍ତେ ଫିଟ୍ ଓ ହ୍ୟାଣ୍ଡଶୋମ ହେବାକୁ ଚେଷ୍ଟା କରୁଛନ୍ତି । ତେଣୁ ଅଧିକାଂଶ ଲୋକେ ହାଲକା ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି। ତେଣୁ ଖାଇବାରେ ରୁଟିକୁ ବେସି ପସନ୍ଦ କରନ୍ତି ।  କିନ୍ତୁ କେତେକ ଲୋକ ରୁଟି ଖାଇବା ପରେ ଦୁର୍ବଳ ଅନୁଭବ କରନ୍ତି । କାହିଁକି ରୁଟି ଖାଇଲେ ଲୋକ ଦୁର୍ବଳ ଓ ପତଳା ହୋଇ ଯାଆନ୍ତି ଆସନ୍ତୁ ଜାଣିବା…
ସମାଜରେ ବହୁତ ଲୋକ ଅଛନ୍ତି ରୁଟି ଖାଇବା ବେଳେ ପାଣି ପିଇଥାନ୍ତି କିମ୍ବା ଖାଇସାରିବା ପରେ ତୁରନ୍ତ ପାଣି ପିଇଥାନ୍ତି । ଆପଣ ଏଭଳି ଭୁଲ କରନ୍ତୁ ନାହିଁ । । କାହିଁକି ନାଁ ରୁଟି ଖାଇସାରିବା ପରେ ଯଦି ଆପଣ ପାଣି ପିଇଥାନ୍ତି ତାହାଲେ ହଜମ ହୋଇନଥାଏ । ଏଥିଲାଗି ଆପଣ ଦୁର୍ବଳ ଅନୁଭବ କରିବା ସହ ପତଳା ମଧ୍ୟ ହୋଇଥାନ୍ତି । ଏଥିପାଇଁ ଭୋଜନ କରିବା ପରେ ତୁରନ୍ତ ପାଣି ପିଇବା ଉଚିତ ନୁହେଁ ।
ବହୁତ ଲୋକ ଅଛନ୍ତି ଯିଏ ଖାଇବା ବେଳେ ରୁଟି ସହ କ୍ଷୀର, ଜୁସ୍ ଇତ୍ୟାଦି ଖାଇଥାନ୍ତି । ଏହା ଖାଇବା ଦ୍ୱାରା ଠିକ୍ ଭାବରେ ହଜମ ହୋଇନଥାଏ । ଯାହାଫଳରେ ଶରୀର କମଜୋର ଓ ପତଳା ହୋଇଯାଇଥାଏ ।

Tags: