latest

ଲାଇଭ ମ୍ୟାଚ୍ ରେ ଟପ୍ ଲେସ୍ ହେଲେ ଏହି ୨ ମଡେଲ

Spread the love

ଆମେରିକାରେ ହେଉଥିବା ବେସ୍ ବଲ ୱାର୍ଲଡ ସିରିଜର ଏକ ମ୍ୟାଚ୍ ବେଳେ ମ୍ୟାଚ୍ ଦେଖୁଥିବା ମଡେଲ ଜୁଲିଆ ରୋଜ ଓ ଲରେନ ସମର ଅଚାନକ ସେମାନଙ୍କ ଟପ ଉପରକୁ ଉଠାଇ ଟପଲେସ ହୋଇଥିଲେ। ଖେଳର ସିଧାପ୍ରସାରଣ କରୁଥିବା ଟିଭି କ୍ୟାମେରା ସେମାନଙ୍କ ଆଡକୁ ବୁଲିବାମାତ୍ରେ ସେମାନେ ଏପରି ହଙ୍ଗାମା କରୁଥିଲେ। ତେବେ ଏଥିଲାଗି ସେମାନଙ୍କ ବେସ୍ ବଲ ଷ୍ଟାଡିୟମ ପ୍ରବେଶ ଉପରେ ଏବେ କଟକଣା ଲାଗିଛି। ମ୍ୟାଚ୍ ବେଳେ ଟିଭି କ୍ୟାମେରା ଦର୍ଶକ ଗ୍ୟାଲେରୀ ଆଡେ ବୁଲିବା ବେଳେ ଉଭୟ ମଡେଲ ପିନ୍ଧିଥିବା ଟି ସାର୍ଟକୁ ଉଠାଇ ଟପଲେସ୍ ପ୍ରଦର୍ଶନ କରୁଥିଲେ।  ମଡେଲମାନଙ୍କର ଏଭଳି କାରନାମା ଷ୍ଟାଡିୟମରେ ଦର୍ଶକଙ୍କ ସମେତ ଖେଳାଳିଙ୍କୁ ମଧ୍ୟ ସ୍ତବ୍ଦ କରିଥିଲା।  ଷ୍ଟାଡିୟମ ଗ୍ୟାଲେରୀରେ ଯୁବତୀମାନେ ଏଭଳି କରୁଥିବା ଅନେକ ବିଶ୍ୱାସ ବି କରିପାରିନଥିଲେ। ହେଲେ ଯେତେବେଳେ ଦେଖିଲେ ନିଜ ନିଜ ମୋବାଇଲ ଫୋନରେ ସେମାନଙ୍କ ଟପଲେସ ଫଟୋ ଉଠାଇ ଏବେ ସୋସାଲ ମିଡିଆରେ ଖୁବ୍ ସେୟାର କରୁଛନ୍ତି

Tags: