latest

Date: November 4, 2019

Total 19 Posts

ପୂର୍ବତନ ମନ୍ତ୍ରୀ ଲାଲ ବିହାରୀ ଅସୁସ୍ଥ

ପୂର୍ବତନ ମନ୍ତ୍ରୀ ତଥା ତିନିଥର ବିଜେଡି ବିଧାୟକ ଲାଲ ବିହାରୀ ହିମିରିକା ଅସୁସ୍ଥ ହୋଇଥିବା ଖବର ହସ୍ତଗତ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତରୀତ କରାଯାଇଛି । ହିମିରିକା ଗତ ନିର୍ବାଚନରେ ରାୟଗଡ଼ା ବିଧାନସଭା ଆସନରୁ ସ୍ବାଧୀନ ପ୍ରାର୍ଥୀ

ବଲିଉଡ଼ରେ ଏଣ୍ଟ୍ରି କରିବେ ପଶ୍ମିନା

ବଲିଉଡ୍‌ର ହାଣ୍ଡସମ୍‌ ହଙ୍କ୍ ହ୍ରିତିକ୍‌ ରୋଶନ୍‌ ଏବେ ବଲିଉଡରେ ରାଜ୍‌ କରୁଛନ୍ତି। ନିକଟରେ ରିଲିଜ୍‌ ହୋଇଥିବା ତାଙ୍କ ଫିଲ୍ମ ‘ୱାର୍‌’ ବକ୍ସ ଅଫିସ୍‌ର ସମସ୍ତ ରେକର୍ଡ଼ ଭାଙ୍ଗିଦେଇଛି। କେବଳ ‘ୱାର୍’ ନୁହେଁ ଫିଲ୍ମ ‘ସୁପର-୩୦’କୁ ବି ଦର୍ଶକଙ୍କ ଜବରଦସ୍ତ ରେସପନ୍ସ ମିଳିଛି।

୪୭ଜଣ ଦାଦନ ଶ୍ରମିକ ଉଦ୍ଧାର

ସୋମବାର ସକାଳେ ଖଡ଼ିଆଳ ରୋଡ୍‌ ରେଳବାଇ ଷ୍ଟେସନ୍‌ରୁ ୪୭ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ପୁରୀ-ସୁରଟ ଏକ୍ସ୍‍ପ୍ରେସ୍‌ରେ କଳାହାଣ୍ଡି, ବଲାଙ୍ଗୀର ଓ ସୋନପୁର ଜିଲ୍ଲାରୁ ୪୭ ଜଣ ଶ୍ରମିକ ଦାନନ ଖଟିବାକୁ ହାଇଦ୍ରାବାଦ ଯାଉଥିବା ଖବର ପାଇ ଖଡ଼ିଆଳ ରୋଡ୍‌ ଜୋନ୍‌

ଦୁଇ ଦିନିଆ କୋରପୁଟ ଗସ୍ତରେ ସୌରଭ ଗର୍ଗ

ନୋଡାଲ୍‌ ଅଫିସର୍‌ ଭାବେ ଦାୟିତ୍ୱରେ ଥିବା ଡାକ୍ତର ସୌରଭ ଗର୍ଗ ସୋମବାର ସକାଳେ ଦୁଇଦିନିଆ କୋରାପୁଟ ଜିଲ୍ଲା ଗସ୍ତରେ ଆସିଛନ୍ତି।ସ୍ୱତନ୍ତ୍ର ବିମାନ ଯୋଗେ ଆସି ସେ ଜୟପୁର ବିମାନ ବନ୍ଦରରେ ଅବତରଣ କରିଥିଲେ। ତାଙ୍କ ସହ ଆସିଛନ୍ତି ଶିକ୍ଷା, କୃଷି, ସ୍ୱାସ୍ଥ୍ୟ

ନବୀନ ସରକାରଙ୍କ 5 ଟି ପ୍ରଭାବ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି ବିରୋଧୀ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ।  ଗତ କିଛିଦିନ ତଳେ 10ରୁ ଅଧିକ ପ୍ରଶାସନିକ ଅଧିକାରୀ ତଥା ପୋଲିସ କର୍ମୀଙ୍କୁ କାର୍ଯ୍ୟରୁ ନବୀନ  ବରଖାସ୍ତ କରିଥିଲେ । ଏହି ତାଲିକାରେ ଆଜି ଆଉ 6 ଜଣ

ସର୍ତ୍ତ ଲଗାଇ 50ଟି ଅଣ୍ଡା ଖାଇଲା, ଶେଷରେ ମୃତ୍ୟୁ

ଦୁଇ ସାଙ୍ଗଙ୍କ ମଧ୍ୟରେ ସର୍ତ୍ତ ଲାଗିଲା । ବଜାରକୁ ଯାଇ ମଦ ଓ ଅଣ୍ଡା ଖାଇବେ।  ଯିଏ 50ଟି ଅଣ୍ଡା ଖାଇବ ଓ ଗୋଟିଏ ବୋତଲ ମଦ ପିଇଦେବ ସିଏ ଦୁଇ ହଜାର ଟଙ୍କା ପାଇବ।  ସର୍ତ୍ତଅନୁଯାୟୀ, ଜଣେ ସାଙ୍ଗ 42

ମହିଳା ତହସିଲଦାରଙ୍କୁ ଅଫିସ ଭିତରେ ପଶି ଜିଅନ୍ତା ଜାଳିଦେଲେ

ତେଲେଙ୍ଗାନା ରଙ୍ଗାରେଡ୍ଡୀ ଜିଲ୍ଲାରେ ଏକ ସମ୍ବେଦନଶୀଳ ଘଟଣା ଘଟିଯାଇଛି ।  ଜଣେ କାର୍ଯ୍ୟରତ ତହସିଲଦାରଙ୍କୁ ଜିଅନ୍ତା ପୋଡିମାରିଦେଇଥିବା ଖବର ଆସିଛି। ପୁଲିସ ସୂଚନା ମୁତାବକ ତହସିଲଦାରଙ୍କ କାର୍ଯ୍ୟାଳୟରେ ପଶି ଜଣେ ବ୍ୟକ୍ତି  ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ । ଫଳରେ ତହସିଲଦାର

ଶ୍ରୀନଗରରେ ଗ୍ରେନେଡ ମାଡ, ଜଣେ ମୃତ 25 ଆହତ

ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବଢିବାରେ ଲାଗିଛି । ଆଜି ଶ୍ରୀନଗର ଲାଲଚୌକ ନିକଟରେ ଆତଙ୍କବାଦୀମାନେ ଗ୍ରେନେଡ ମାଡ କରିଥିବାରୁ ଜଣେ ସାଧାରଣଜନତାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 25ଜଣ  ଗୁରୁତର ହୋଇଛନ୍ତି ।  ସରୁକ୍ଷାକର୍ମୀ ପୁରା ଅଞ୍ଚଳକୁ ସିଲ କରି

ଅମିତ ଶାହାଙ୍କୁ ଭେଟିଲେ ଫଡନାବିସ- ଖୁବଶୀଘ୍ର ଗଠନ ହେବ ସରକାର

ମହାରାଷ୍ଟ୍ରର ରାଜନୀତି ଏବେ ଦିଲ୍ଲୀରେ ପହଞ୍ଚିଛି ।  କୌଣସି ଦଳ ବହୁମତ ହାସଲ କରିନଥିବାରୁ ସରକାର ଗଠନ  ହୋଇପାରୁନାହିଁ । ବିଜେପି ଓ ଶିବସେନା ମଧ୍ୟରେ ମୁଖ୍ୟମନ୍ତ୍ରୀ ଗଠନ ପାଇଁ ଛକାପଞ୍ଝା ଜାରି ରହିଛି । ଶିବସେନା ଏନସିପି ସହିତ ମେଣ୍ଟ

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା, 11 ତାରିଖ ବେଳକୁ ଓଡିଶାରେ ବାତ୍ୟା ସମ୍ଭାବନା

ପୁଣି ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ଦାନା ବାନ୍ଧୁଛି।  ଆସନ୍ତା 24ଘଣ୍ଟା ମଧ୍ୟରେ ଏହାର ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି। ଯଦି ଏହି ଘୂର୍ଣ୍ଣିବଳୟ ବାତ୍ୟା ରୂପ ଧାରଣ କରେ ତେବେ ଆସନ୍ତା

ଅନେକ ରୋଗର ରାମବାଣ ଇଲାଜ ଗହମ ଗଛ

ମଣିଷ ପାଇଁ ଗହମ ଯେତିକି ଉପକାରୀ, ତା ଗଛମଧ୍ୟ ସେତେ ଉପକାରୀ । ଗହମ ଗଛରେ ଭିଟାମିନ୍‌,କ୍ୟାଲସିୟମ,ଆଇରନ୍‌,ମିନେରାଲ୍ସ.ଏମିନୋ ଏସିଡ୍‌ ଏବଂ ପ୍ରୋଟିନ ରହିଥାଏ । ଯାହାକି ଅନେକ ରୋଗକୁ ନିୟନ୍ତ୍ରଣ କରିବା ସହ ରୋଗ ହେବା ଆଶଙ୍କାକୁ କମ କରିଥାଏ ।