latest

ଏହି ସାଧାରଣ ପ୍ରଶ୍ନର ଉତ୍ତର ଦେଇ ଐଶ୍ୱର୍ଯ୍ୟା ରାୟ ହୋଇଥିଲେ ମିସ୍ ୱାଲ୍ଡ,

Spread the love

ମିସ୍ ୱାଲ୍ଡରେ କେବଳ ଯେ ସୁନ୍ଦରତାକୁ ଦେଖାଯାଏ ତାହା ନୁହେଁ । ଆହୁରି ମଧ୍ୟ ଚରିତ୍ର, ବୃଦ୍ଧିକୁ ମଧ୍ୟ ଦେଖାଯାଇଥାଏ । ଭାରତର କିଛି ଏମିତି ମିସ୍ ୱାଲ୍ଡ ଅଛନ୍ତି ଯିଏ ନିଜର ଉତ୍ତରରେ ଜର୍ଜଙ୍କୁ ବସିଭୂତ କରିଛନ୍ତି । ସେମାନେ ହେଲେ ସୁସ୍ମିତା ସେନ, ମାନୁଷୀ ଛିଲ୍ଲର ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ମିସ୍ ୱାର୍ଡ ଆୱାଡରେ ପଚାର ଯାଇଥିବା ପ୍ରଶ୍ନର ସଠିକ୍ ଯବାବ୍ ଦେଇଥିଲେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ଐଶ୍ୱର୍ଯ୍ୟା ରାୟ ୧୯୯୪ରେ ମିସ୍ ୱାଲ୍ଡ ହୋଇଥିଲେ । ଐଶ୍ୱର୍ଯ୍ୟା ରାୟଙ୍କୁ ଷ୍ଟେଜରେ ପଚରା ଯାଇଥିଲା ଯେ ମିସ୍ ୱାଲ୍ଡ ଆୱାଡ ପାଇବା ବ୍ୟକ୍ତିଙ୍କର କଣ ଗୁଣ ରହିବା କଥା ।

ଏହି ପ୍ରଶ୍ନର ଉତ୍ତରରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ କହିଥିଲେ  ଯେତେବି ମସ୍ ୱାଲ୍ଡ ମୁଁ ଦେଖିଛି, ସମନ୍ତଙ୍କ ପାଖରେ ଦୟାଭାବ ରହିଛି । ଏହା କେବଳ ବଡ଼ ଲୋକଙ୍କ ପାଇଁ ଦୟାଭାବ ନୁହେଁ ବରଂ ସମସ୍ତଙ୍କ ପାଇଁ । ୧୯୪୭ ମସିହା ହୋଇଥିବା ମିସ୍ ୱାଲ୍ଡରେ ୮୭ଟି ଦେଶ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଆହୁରି ମଧ୍ୟ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ନିଜର ଚମତ୍କାରୀ ଉତ୍ତରରେ ଜଜ୍ ମନ ଜିତି ନେଇଥିଲେ । ଏହି ସମୟରେ ଐଶ୍ୱର୍ଯ୍ୟା ରାୟଙ୍କ ବୟସ ୨୧ବର୍ଷ ରହିଥିଲା ।