latest

Date: November 5, 2019

Total 23 Posts

ବାଂଲାଦେଶ ଆଡକୁ ମୁହାଁଇଛି ବାତ୍ୟା ବୁଲବୁଲ

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ୍ରେସନରେ ପରିଣତ ହୋଇ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି । ଏବେ ଏହା ପାରାଦୀପଠାରୁ ୮୯୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ରହିଛି । ଆସନ୍ତା ୧୨ ଘଣ୍ଟାରେ ଏହା ଡିପ ଡିପ୍ରେସନରେ ପରିଣତ ହେବ ଓ ପରବର୍ତ୍ତି

ଶଶୀକଳାଙ୍କ ୧୬୦୦ କୋଟି ଟଙ୍କାର ବେନାମୀ ସଂପତ୍ତି ଜବତ କଲା ଆୟକର ବିଭାଗ

ପୂର୍ବତନ ଏଆଇଡିଏମକେ ନେତ୍ରୀ ତଥା ଜୟଲଳିତାଙ୍କ ପ୍ରମୁଖ ସହଯୋଗୀ ଭି.କେ. ଶଶୀକଳାଙ୍କ ବାସଗୃହ, ଅଫିସ ଓ ବିଭିନ୍ନ ସ୍ଥାନରେ ଆୟକର ବିଭାଗର ଚଢଉ କରାଯାଇଛି । ଚଢଉ ବେଳେ ପ୍ରାୟ ୧୬ ହଜାର କୋଟି ଟଙ୍କାର ୯ଟି ବେନାମୀ ସଂପତ୍ତିର ସନ୍ଧାନ

ବାତ୍ୟା ଆଳରେ ପରିବା ଦରକୁ ମନଇଚ୍ଛା ବଢାଇ ଚାଲିଛନ୍ତି ବେପାରୀ

ବାତ୍ୟା ଖବର ଶୁଣି ବଜାରରେ ହୁ ହୁ ହୋଇ ପରିବା ଦର ବୃଦ୍ଧି ପାଇବାରେ ଲାଗିଛି। ଗୋଟିଏ ପଟେ ସମ୍ଭାବ୍ୟ ବାତ୍ୟା ଖବର ଗଣମାଧ୍ୟରୁ ଶୁଣି ବଜାର ହାଟରେ ଲୋକଙ୍କ ପ୍ରବଳ ଗହଳି ଲାଗିିଥିବା ବେଳେ ଅନ୍ୟପଟେ ବେପାରୀ ଲୋକଙ୍କ ଆବଶ୍ୟକତାର

ମୃତ୍ୟୁର ୧୦ ଦିନ ପରେ ମହିଳାଙ୍କ ଗର୍ଭରୁ ବାହାରିଲା ଶିଶୁ

ମହିଳା ଯିଏ ୧୦ଦିନ ପୂର୍ବରୁ ମୃତ୍ୟୁ ବରଣ କରିଥିଲେ ତାଙ୍କ ଶବ ଗୋଟେ ଶିଶୁ କୁ ଜନ୍ମ ଦେଇଥିଲା । ଏହି ଖବର ମହିଳାଙ୍କ ସମାଧି ଦେଉଥିବା କର୍ମଚାରୀ ମାନେ ଦେଇଛନ୍ତି  l ଏହି ଘଟଣା ଦକ୍ଷିଣ ଆଫ୍ରିକା ର ମଥ୍ୟାସି

ସରକାର ଗଠନ ପାଇଁ ଆଉ ମାତ୍ର 4 ଦିନ – ଶିବସେନା ଆଗରେ ମୁଣ଼୍ଡ ନୁଆଁଇବ କି ବିଜେପି

ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଆଉ ମାତ୍ର 4 ଦିନ ବାକି ରହିଛି ।  କିନ୍ତୁ ବିଜେପି ଶିବସେନା ଆଗରେ ମୁଣ୍ଡ ନୁଆଁଇବାକୁ ରାଜି ନାହିଁ । ସେପଟେ ଏନସିପିର ସହଯୋଗରେ ଶିବସେନା ମହାରାଷ୍ଟ୍ରରେ ସରକାର ଗଠନ କରିବା ପାଇଁ ରାଜି

କଂଗ୍ରେସ ଛାଡି ବିଜେଡିରେ ଯୋଗଦେଲେ ଭି.ରବି ନାରାୟଣ

ବିଜେଡିରେ ମିଶିଲେ କଂଗ୍ରେସ ନେତା ଭି.ରବି ନାରାୟଣ ରାଜୁ । ତାଙ୍କ ସହ ଦିଗପହଣ୍ଡିର 500 କଂଗ୍ରେସ କର୍ମୀ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି। 2009ରେ ଦିଗପହଣ୍ଡିରୁ କଂଗ୍ରେସ ଟିକେଟରେ ବିଧାୟକ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ ରାଜୁ । ପୂର୍ବରୁ

ବାରବାଟୀରେ ହେବ ଟେଷ୍ଟ ମ୍ୟାଚ, ଗାଙ୍ଗୁଲିଙ୍କ ସହ ଓସିଏର ଆଲୋଚନା

 ଦୀର୍ଘବର୍ଷ ପରେ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବ ଟେଷ୍ଟ ମ୍ୟାଚ । ଏନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସହ ଆଲୋଚନା କରିଛନ୍ତି ଓସିଏ କର୍ତୃପକ୍ଷ । ଓଡିଶା କ୍ରିକେଟ ଆସୋସିଏସନ ସମ୍ପାଦକ ସଞ୍ଜୟ ବେହେରାଙ୍କ ସୂଚନା ନୁସାରେ, ସେ ବିସିସିଆଇ

15 ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଆଡଭାଇଜରି

ସମ୍ଭାବ୍ୟ ବାତ୍ୟାକୁ ନେଇ  ଏସଆରସିଙ୍କ ପକ୍ଷରୁ 15 ଜିଲ୍ଲାପାଳଙ୍କୁ ଆଡଭାଇଜରି ଜାରି କରାଯାଇଛି । ବାତ୍ୟା ଓଡ଼ିଶା ମୁହାଁ ହୋଇ ନପାରେ କିନ୍ତୁ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ତଥାପି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଞ୍ଜାମ, ପୁରୀ, ଗଜପତି,

ଚାଷିଙ୍କ ପାଇଁ ଆଡଭାଇଜରୀ ଜାରି କରିବାକୁ ଓୟୁଏଟିକୁ ନିର୍ଦ୍ଦେଶ ଦେଲେ କୃଷି ମନ୍ତ୍ରୀ ଅରୁଣ ସାହୁ

ସମ୍ଭାବ୍ୟ ବାତ୍ୟା, ବର୍ଷାକୁ ନେଇ ଚାଷୀଙ୍କ ପାଇଁ ଆଡଭାଇଜରୀ ଜାରି କରିବାକୁ ଓୟୁଏଟିକୁ ନିର୍ଦ୍ଦେଶ  ଦେଇଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । ବାତ୍ୟାର ଦିଗ କେଉଁ ଆଡ଼େ ରହିବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । କିନ୍ତୁ ବାତ୍ୟାର ପ୍ରଭାବ

ରୟାଲ ଏନ୍‌ଫିଲ୍‌ଡ଼ ପୂଜା କଲେ ହେଉଛି ମାନସିକ ପୁରଣ

ରାଜସ୍ଥାନର ଯୋଧପୁର ପାଖରେ ପାଲୀ ଜିଲାରେ ଓମ୍‌ ବନ୍ନା ମନ୍ଦିର ଅବସ୍ଥିତ। ପାଲି-ଯୋଧପୁର ହାଇୱେରୁ ଯିବା ସମୟରେ ଏହି ତୀର୍ଥ ସ୍ଥାନ ଚୋଟିଲା ଗ୍ରାମ ପାଖରେ ପଡ଼େ। ସେଠାରେ ଏକ ମୋଟର ସାଇକେଲ ୩୫୦ ସିସି ରୟାଲ ଏନ୍‌ଫିଲ୍‌ଡ଼ ବୁଲେଟ ଅଛି।

ନିଖୋଜ ଥିଲେ ଶିକ୍ଷକ, ମିଳିଲା ମୃତଦେହ

କିଛିଦିନ ତଳେ ନିଖୋଜଥିବା ପ୍ରଧାନଶିକ୍ଷକଙ୍କ ମୃତଦେହ ଉଦ୍ଧାର ହୋଇଛି । କଟକ ଜିଲ୍ଲା ଖମାରଙ୍ଗ ମହାନଦୀ ମଠତୁଠ ନିକଟରେ ଥିବା  ତଣ୍ଡିବଣରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।  ମୃତ ବ୍ୟକ୍ତିଜଣଙ୍କ ସିଂହନାଥପୁର ହାଇସ୍କୁଲର ପ୍ରଧାନଶିକ୍ଷକ ନିମାଇଁ ଚରଣ ମହାପାତ୍ର ବୋଲି