latest

ଥାଇରଡ ରୋଗୀଙ୍କୁ ଏହି ୫ଟି ଉପଚାର ସମ୍ପର୍କରେ ଜାଣିବା ଉଚିତ୍

Spread the love

ଥାଇରଡ ଏକ ମାରାତ୍ମକ ରୋଗ । ଯାହା ଆମ ଗଳାର ତଳ ଭାଗରେ ହୋଇଥାଏ । ଏହି ରୋଗ ଥାଇରାଇଡ ନାମକ ଗ୍ରନ୍ଥିରେ ହୋଇଥାଏ । ଏହି ଗ୍ରନ୍ଥି ଥାଇରଡ ନାମକ ହରମୋନ ଅଟେ । ଯାହା ମେଟୋବଲିଜୟମ୍ ନରମାଲ ରଖିବା ଜରୁରୀ । ଯଦି ଆଣଙ୍କ ଶରୀରରେ ଥାଇରଡସ ନାମକ ହରମୋନ ବଢ଼ିବାରେ ଲାଗେ ତାହାଲେ ଆପଣଙ୍କ ଓଜନ କମ୍ ହୋଇଥାଏ । ଯଦି ଏହି ହରମୋନ କମ୍ ପ୍ରସ୍ତୁତ ହୁଏ ତାହାଲେ ଆମ ଓଜନ ବଢ଼ିଥାଏ । ଏଥିପାଇଁ ଏହି ହରମୋନ ସୀମିତ ରହିବା ବହୁତ ଜରୁରୀ ।

ଥାଇରଡ ରୋକିବା ପାଇଁ ଆସନ୍ତୁ ୫ଟି ଉପଚାର ସମ୍ପର୍କରେ ଜାଣିବା…
୧. ନିଶା ଦ୍ରବ୍ୟ :  ଆପଣଙ୍କୁ ଥାଇରଡ ରୋଗ ହୋଇଛି ଏବଂ ଆପଣ ନିଶା ବ୍ୟବହାର କରୁଛନ୍ତି ତାହାଲେ ଜାଣିରଖନ୍ତୁ  ନିଶା ପାଇଁ ହିଁ ଏହି ରୋଗ ହୋଇଥାଏ। କାହିଁକି ନାଁ ନିଶା ଦ୍ରବ୍ୟ ଏହି ରୋଗକୁ ବଢ଼ାଇ ଥାଏ । ଯଦି ନିଶାଦ୍ରବ୍ୟ ଆପଣ ସବୁଦିନ କରୁଛନ୍ତି ତାହାଲେ ଆପଣଙ୍କ ଶରୀର ଅଧିକ ଖରାପ ହେବ ।

୨. ସୋୟାବିନ: ସୋୟାବିନ ଆମେ ସମସ୍ତେ ଖାଇଥାନ୍ତି । କିନ୍ତୁ ସୋୟାବିନ୍ ରେ ଗୋଇଟୋରନୋଡସ ଗଳାକୁ ଯାଇଥାଏ ।  ସୋୟାବିନ ଦ୍ୱାରା ଶରୀରରେ ଥାଇରଜିନ୍ ବଢ଼ି ଯାଇଥାଏ । ଥାଇରଜିନ୍ ବଢିଲେ  ଥାଇରଡ ରୋଗ ଜନ୍ମ ହୋଇଥାଏ । ଯାହା ଆମ ଶରୀର ପାଇଁ ଠିକ୍ ନୁହେଁ । ଏଥିାଇଁ ଥାଇରଡ ହୋଇଥିବା ବ୍ୟକ୍ତ ସୋୟାବିନ୍ ବ୍ୟବହାର କରିବା ଉଚିତ ନୁହେଁ ।
୩. ଲୁଣ: ଆଣ ଜାଣିଛନ୍ତି କି ଥାଇରାଇଡ ଗ୍ଲାଣ୍ଡ ଲୁଣ ବ୍ୟବହାର କରିବା ଦ୍ୱାରା ଥାଇରୋଜିନ ତିଆରି ହୋଇଥାଏ । ତେବେ ଆମ ଶରୀରରେ ଅୟୋଡିନ୍ କମ୍ ହୋଇଥାଏ ସେତେବେଳ ଥାଇରାଇଡ ଗ୍ରାଣ୍ଡ ବଢ଼ିାଇଥାଏ । ଏଥିପାଇଁ ଆୟୋଡିନ ଯୁକ୍ତ ଲୁଣ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି । ଯଦି ଆପଣ ସୀମିତ ମାତ୍ରାରେ ଆୟୋଡି ଯୁକ୍ତ ଲୁଣ ଖାଉଛନ୍ତି ତାହାଲେ ଆପଣ ଥାଇରଡ ରୋଗରୁ ବଞ୍ଚି ପାରିବେ । ଏଥିଲାଗି ସରକାର ଆୟୋଡିନଯୁକ୍ତ ଲୁଣକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ।
୪.ରିଫାଇନ ତେଲ: ରିଫାଇନ ତେଲରେ ଏଚଡିଏଲ ମାତ୍ରା ଅଧିକ ମାତ୍ରାରେ ଅଛି । ଯାହା ଆମ ଶରୀର ପାଇଁ ଭଲ ନୁହେଁ । ଯଦି ଆପଣ ରିଫାଇନ ତେଲ ବ୍ୟବହାର କରୁଛନ୍ତି ତାହାଲେ ଆପଣଙ୍କୁ ଥାଇରଡ ହେବାର ସହାୟକ ହୋଇଥାଏ । ଏହି ତେଲ ଥାଇରଡ ରୋଗକୁ ବଢ଼ାଇ ଥାଏ । ଏଥିଲାଗି ଆପଣ ରିଫାଇନ ତେଲଠାରୁ ଦୂରେଇ ରୁହନ୍ତୁ ।


୫.ଫୁଲକୋବି: ଫୁଲକୋବିରେ ଗୁଇଟରଗୋଇଡ ନାମକ ପଦାର୍ଥ ଅଧିକ ମାତ୍ରାରେ ରହିଥାଏ । ଯାହାଫଳରେ ଆପଣଙ୍କୁ ଥାଇରଡ ଭଳି ମାରାତ୍ମକ ରୋଗ ହୋଇାରେ ।  ଥାଇରଡ ରୋଗୀଙ୍କୁ ଫୁଲକବି ଖାଇବା ଉଚିତ୍ ନୁହେଁ।

Tags: