latest

Date: November 8, 2019

Total 12 Posts

ଭୁବନେଶ୍ୱରରୁ ମୁମ୍ୱାଇ ଯାଉଥିବା ଏୟାର ଇଣ୍ଡିଆରେ ନିଆଁ

View: 221 ଏକ ବଡ଼ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଲା ଏୟାର ଇଣ୍ଡିଆ ଫ୍ଲାଇଟ୍‌। ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆ ଫ୍ଲାଇଟ୍‌ର ବାମ ପଟେ ଲାଗିଯାଇଥିଲା ନିଆଁ। ଫଳରେ ରାୟପୁରରେ ଜରୁରୀକାଳିନ ଅବତରଣ କରିଥିଲା ବିମାନ। ଆଉ ଏକ ନିଶ୍ଚିତ ଅଘଟଣରୁ

ଆସନ୍ତାକାଲି ଆସିବ ଅଯୋଧ୍ୟା ମାମଲାର ରାୟ

View: 659 ଅଯୋଧ୍ୟା ବିବାଦ ମାମଲରେ ଶନିବାର ସୁପ୍ରିମକୋର୍ଟ ରାୟ ଶୁଣାଇବେ। ରାଜଜନ୍ମଭୂମି-ବାବ୍ରୀ ମସଜିଦ ମାମଲାର ଉପରେ ଆସିବାକୁ ଥିବା ବହୁ ପ୍ରତିକ୍ଷିତ ରାୟ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରାଳୟ ସମସ୍ତ ରାଜ୍ୟକୁ ସତର୍କ ରହିବା ପାଇଁ ଗୁରୁବାର ଠାରୁ ପରାମର୍ଶ ଦେଇଛନ୍ତି।

ଆନ୍ଧ୍ରରେ ତୈଳ ଓ ଗ୍ୟାସ ପ୍ରକଳ୍ପରେ ହେବ ବିପୁଳ ପୁଞ୍ଜିନିବେଶ – ଧର୍ମେନ୍ଦ୍ର

View: 373 ଭାରତ ସରକାରଙ୍କ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ଆନ୍ଧ୍ରପ୍ରଦେଶରେ ଆଗାମୀ ୫ ବର୍ଷରେ ଏହି ସବୁ ପ୍ରକଳ୍ପରେ ବିପୁଳ ପୁଞ୍ଜିନିବେଶ କରିବାର ଯୋଜନା ରଖିଛି ବୋଲି ଶୁକ୍ରବାର ଆନ୍ଧ୍ରପ୍ରଦେଶର ବିଜୟୱାଡା ଠାରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇ.ଏସ୍ ଜଗନମୋହନ ରେଡ୍ଡିଙ୍କୁ ଭେଟି ସେଠାରେ

୪ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ପବନ ବେଗ ୭୦ ରୁ ୯୦

View: 264 ପଶ୍ଚିମବଙ୍ଗର ସୁନ୍ଦରବନରେ ଲ୍ୟାଣ୍ତଫଲ କରିବ । ତଥାପି ଭୟ କାରଣ ପାରଦ୍ବୀପ ଠାରୁ ମାତ୍ର ୧୨୦ କିଲୋମିଟର ଦୂର ଦେଇ ଅତିକ୍ରମ କରିବ ବାତ୍ୟା ବୁଲବୁଲ।  ତେଣୁ ବୁଲବୁଲ ପ୍ରଭାବରେ ରାଜ୍ୟରେ ୪ଟି ଜିଲ୍ଲାରେ ଅଧିକ ପ୍ରଭାବ ପଡିବ

ବୁଲବୁଲ’ ନେଇଯାଇଥାନ୍ତା ୬୦୦ ମତ୍ସ୍ୟଜୀବୀଙ୍କ ଜୀବନ ! ପଶ୍ଚିମବଙ୍ଗ ଓ ଓଡ଼ିଶାର ମିଳିତ ଉଦ୍ୟମ ବଞ୍ଚାଇଦେଲା

View: 262 ମାଛ ଧରିବୁ ଆଉ ନିଜ ତେଲେ ଲୁଣ ସଂସାରକୁ ବଞ୍ଚାଇବୁ | କିଛି ଏଭଳି ଭାବି ଗଭୀର ସମୁଦ୍ରକୁ ମାଛ ଧରିବାକୁ ପଶ୍ଚିମବଙ୍ଗ ମେଦିନୀପୁରରୁ ବାହାରିଥିଲେ ପାଖାପାଖି ୬୦୦ ଜଣ ମତ୍ସ୍ୟଜୀବୀ | ନିଜର ୫୦ଟି ବୋଟରେ ଏହି

‘ବୁଲବୁଲ’ ପ୍ରଭାବରେ ପାରାଦୀପରେ ବର୍ଷା

View: 310 ସାମୁଦ୍ରିକ ବାତ୍ୟା ‘ବୁଲବୁଲ’ ପ୍ରଭାବରେ ରାଜ୍ୟରେ ମଧ୍ୟାହ୍ନରୁ ବର୍ଷା ଆରମ୍ଭ ହେବାର ସୂଚନା ମିଳିଛି। ତେବେ ଇତିମଧ୍ୟରେ ପାରାଦୀପରେ ବର୍ଷା ଆରମ୍ଭ ହୋଇଗଲାଣି। ମିଳିଥିବା ସୂଚନା ଅନୁଯାୟୀ ସାମୁଦ୍ରିକ ବାତ୍ୟା ‘ବୁଲବୁଲ’ ପଶ୍ଚିମବଙ୍ଗ ମୁହାଁ ହୋଇଛି । ଗତ

ବନ୍ଦ ହୋଇପାରେ ୨୦୦୦ ଟଙ୍କିଆ

View: 503 ବିମୁଦ୍ରୀକରଣକୁ ୩ ବର୍ଷ ପୂରୁଛି। ୨୦୧୬ ନଭେମ୍ବର ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅର୍ଥନୀତିରେ ସେତେବେଳେ ପ୍ରଚଳନ ଥିବା ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟ୍‌କୁ ଅଚଳ ଘୋଷଣା କରିଦେଇଥିଲେ। ଏହା ବଦଳରେ ନୂଆ ୨୦୦୦ ଟଙ୍କିଆ

ଆଜିଠାରୁ ମୁମ୍ବାଇରେ ଆୟୋଜନ ‘ଓଡ଼ିଶାଫେଷ୍ଟ’

View: 904 ନାଭି ମୁମ୍ବାଇ ‘ସି ଉଡ୍‌ ଗ୍ରାଣ୍ଡ ସେଣ୍ଟ୍ରାଲ୍‌ ହଲ୍‌’ଠାରେ ‘ଓଡ଼ିଶା ଫେଷ୍ଟ’ ଅନୁଷ୍ଠିତ ହେବ। ମୁମ୍ବାଇ ଓ ନାଭିମୁମ୍ବାଇଠାରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି, ଯାହାକି ୧୦ ତାରିଖ ପର୍ଯ୍ୟନ୍ତ ୩

ଆଜି ମନ୍ତ୍ରୀ ପରିଷଦ ବୈଠକ, ୨୦୧୯-୨୦ ବଜେଟକୁ ମିଳିବ ଅନୁମୋଦନ

View: 457 ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବ। ଦିନ ୧୨ଟା ୫ ମିନିଟରେ ଲୋକସେବା ଭବନରେ ଅନୁଷ୍ଠିତ ହେବାକୁ ଥିବା ମନ୍ତ୍ରୀ ପରିଷଦ ବୈଠକରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ

ସ୍ମାର୍ଟ ଫୋନ୍‍ ବଢ଼ାଉଛି ଆଇ ଷ୍ଟ୍ରୋକ୍‍ ବିପଦ

View: 460 ଅନ୍ଧାରରେ ସ୍ମାର୍ଟ ଫୋନ୍‍ ବ୍ୟବହାର କରିବାର ଅଭ୍ୟାସ ଆଖି ପାଇଁ ଘାତକସାବ୍ୟସ୍ତ ହୋଇପାରେ । ଚୀନର ଡାକ୍ତରଙ୍କ କହିବା ଅନୁସାରେ ଏହାଦ୍ୱାରା ଆଇଷ୍ଟ୍ରୋକ୍‍ ଏବଂ ପିଲାଙ୍କ ଆଖି ତେଢା ହେବାର ବିପଦ ଅଧିକ ବଢିଥାଏ । ନିକଟରେଚୀନର ଜଣେ

ଗର୍ଭସ୍ଥ ଶିଶୁ ମଧ୍ୟ ହେଉଛି ପ୍ରଦୂଷଣର ଶୀକାର

View: 295 ବାୟୁ ପ୍ରଦୂଷଣକୁ ନେଇ ଏବେ ସମସ୍ତେଚିନ୍ତାରେ । ଖାଲି ଲୋକେ ନୁହଁନ୍ତି ଏହି ପ୍ରଦୂଷରକୁପ୍ରଭାବ ମଧ୍ୟ ଗର୍ଭସ୍ଥ ଶିଶୁ ଉପରେ ପଡିଥାଏ । ଯଦି ମହିଳାମାନେ ଏଥିପ୍ରତି ବିଶେଷ ଦୃଷ୍ଟି ନଦିଅନ୍ତି ତେବେ ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟ ପ୍ରତି